ଗରୁଡ଼ ପୂରଣ ଏମିତି ଏକ ପୂରଣ ଅଟେ ଯେଉଁଥିରେ ମୃତ୍ୟୁ ର କର୍ମ କୁ ମୁଖ୍ୟ ମନାଯାଇଥାଏ । ଯେଉଁ ମଣିଷ ସତ୍କର୍ମ କରିଥାଏ ତାକୁ ସ୍ବର୍ଗ ପ୍ରାପ୍ତି ହୋଇଥାଏ ଏବଂ ଯିଏ ଖରାପ କର୍ମ କରିଥାଏ । ଜୀବନ ସାରା ଅନୁତାପ କରିଥାଏ । ଏବଂ ବହୁତ କଷ୍ଟ ସହିବାକୁ ପଡେ । ଯେଉଁ ଦିନ ଆତ୍ମା ପିଲା ରୂପରେ ମା ଗର୍ଭ କୁଁ ଆସେ ଏବଂ ଗର୍ଭ ବାହାରକୁ ଆସେ ସେବେ ତାହା ସଂପୂର୍ଣ୍ଣ ହୁଏ । ଏବଂ ଯେବେ ନିଃଶ୍ୱାସ ବନ୍ଦ ହୁଏ ସେବେ ମନୁଷ୍ୟ ର ମୃତ୍ୟୁ ହୋଇଯାଏ ।
ଯେମିତି ଆମେ ବସ୍ତ୍ର ବଦଳାଇ ସେମିତି ଜୀବାତ୍ମା ମଧ୍ୟ ଶରୀର ବଦଳାଇଥାଏ । ଏହି ପ୍ରକ୍ରିୟା ସେତବେଳ ଯାଏ ଚାଲେ ଯେତେବେଳ ଯାଏଁ ଜୀବାତ୍ମା କୁ ମୁଖ୍ୟ ପ୍ରାପ୍ତି ନ ମିଳିଯାଏ । ମାତ ଗର୍ଭ ର 3 ମାସ ରେ ଆତ୍ମ ର ପ୍ରବେଶ ହୁଏ ଯଦି ଆତ୍ମ ର ପ୍ରବେଶ ବେଳେ ସେ ଭଲ କାମ କରିଥାଏ । ତେବେ ପ୍ରବେଶ ସମୟ ରେ କୌଣସି କଷ୍ଟ ହୋଇନଥାଏ ବା ଜନ୍ମ ସମୟ ରେ କୌଣସି କଷ୍ଟ ହୋଇନଥାଏ ।
ଯଦି ପୂର୍ବ ସମୟ ରେ ଖ୍ରାପ କର୍ମ କରିଥାଏ ତାହେଲେ ତାହାକୁ ବୋହୁତ କଷ୍ଟ ହୋଇଥାଏ । ଆପଣ ମାନେ ଦେଖିଥିବେ ଯେ ବୋହୁତ ମହିଳା ଙ୍କୁ ଗର୍ଭବତି ହେବ ର ତିନି ମାସ ପରେ ବୋହୁତ କଷ୍ଟ ହୁଏ ଯାହାକି ଏହାର କାରଣ ହୋଇଥାଏ । ଏହି ସବୁ ଏହାର ହିଁ କାରଣ ଅଟେ ।
ଗରୁଡ଼ ପୁରାଣ ରେ ଏହି ସବୁ କୁହାଯାଇଛି ଯେ ଯେତେବେଳେ ଶିଶୁ ଟି 6 ମାସ ର ହୋଇଯାଏ ସେତେବେଳେ ସେ ଭୋକ ଶୋଷ ର ଅନୁଭବ କରିପାରେ ଓ କଷ୍ଟ ମଧ୍ୟ ପାଇଥାଏ । ଛ ମାସ ପରେ ଶିଶୁ ର ମୁଣ୍ଡ ତଳକୁ ଓ ପାଦ ଉପରକୁ ହୋଇଯାଇଥାଏ । ସେତେବେଳେ ପିଞ୍ଜରା ରେ ବନ୍ଦ ହେବ ଭଳି ଅନୁଭବ କରେ ।
ବିଷ୍ଣୁ ଙ୍କୁ ହାତ ଯୋଡ଼ି ଶରଣ କରେ ହେ ପ୍ରଭୁ ମୁଁ ଆପଣ ଙ୍କ ଶରଣାଗତ ଅଟେ ମୁଁ ଏହି ଯୋନି ରୁ ମୁକ୍ତ ହୋଇ ମୁକ୍ତି ପାଇବାକୁ ଚାହେଁ । ଜଲଦି ମତେ ଏହି କଷ୍ଟ ରୁ ମୁକ୍ତି ଦିଅନ୍ତୁ । ଏହି ସଂସାର ରେ ସମସ୍ତ ଙ୍କ ମୃତ୍ୟୁ ନିଶ୍ଚିତ ଅଟେ ଯେତେବେଳେ ଶରୀର ରୁ ଆତ୍ମା ବାହାରକୁ ବାହାରି ଯାଏ ସେତେବେଳେ କିଛି ସମ୍ୟ ପାଇଁ ତାକୁ ଜଣା ଯାଏ ବା ସେ ଶରୀର କୁ ଅନୁଭୂତ କରିପାରେ ।
କିନ୍ତୁ ସମସ୍ତ ଙ୍କ ପ୍ରାଣ ଅଲଗା ଅଲଗା ପ୍ରକାର ର ଶରୀର ବାହାରକୁ ଆସିଥାଏ । କାହାର ଆଖି ଖୋଲା ଓ କାହାର ମୁଁହ ଖୋଲା ହୋଇଥାଏ । ଯେଉଁ ଲୋକ ସବୁବେଳେ ପାପ କାମ କରିଥାଏ ତାହାର ଆଖି ଓଲଟି ଯାଇଥାଏ । ଓ ଯେଉଁ ଲୋକ ସତ୍କର୍ମ କରିଥାଏ ସେମାନେ ଙ୍କ ପାଟି ଖୋଲା ରହିଥାଏ । ଯେଉଁ ମାନେ ପରିବାର ରେ ରହି ସବୁ କାର୍ଯ୍ୟ ଠିକ୍ ଭାବେ କରନ୍ତି ସମାନ ଙ୍କ ପ୍ରାଣ ନାକ ବାଟେ ବାହାରକୁ ବାହାରି ଯାଏ ।