ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କ Love ଲାଇଫରେ କଣ ହେବାକୁ ଯାଉଛି- Love Quiz

ଆପଣ ଯଦି ନିଜ ପ୍ରେମ ସମ୍ପର୍କ ରେ ଜାଣିବାକୁ ଚାହୁଁଛନ୍ତି ତାହେଲେ 1234 ଏହା ମଧ୍ୟ ରୁ କୌଣସି ଏକ ସଂଖ୍ୟା କୁ ବାଛନ୍ତୁ । ଯଦି ଆପଣ 1 କୁ ବାଛିଛନ୍ତି ତାହେଲେ ସେ ନିଜ ଜୀବନ ବୋହୁତ ସଂଘର୍ଷ କରିଛନ୍ତି ବା ବୋହୁତ କଷ୍ଟ ସହି ପଡିଛନ୍ତି । ବୋହୁତ ପରିଶ୍ରମୀ । ବା ଏମାନେ କିଛି କରିବାକୁ ଚାହୁଁଚନ୍ତି କିନ୍ତୁ କରିପାରିନାହାନ୍ତି । ଏମାନେ ଆପଣ ଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି । ସେ କୌଣସି ଉପହାର ମଧ୍ୟ ଆପଣଙ୍କୁ ଦେଇ ପାରନ୍ତି । ସିଏ ସ୍ବପ୍ନ ତ ଦେଖନ୍ତି ହେଲେ କିଛି ପଇସା ର ଅସୁବିଧା ଯୋଗୁ ଆପଣ ଙ୍କୁ ଦେଇ ପାରିନାହାନ୍ତି ।

ଖାଲି ପଇସା ନୁହେଁ କୌଣସି ସମୟ ମଧ୍ୟ ସେ ଆପଣ ଙ୍କୁ ଦାଏ ପାରିନି । 2 ଏହି ସଂଖ୍ୟା କୁ ବାଚିଛନ୍ତି ଯଦି ତାହେଲେ ଆପଣ ଭାବନ୍ତୁନି କୁ ସେ ଆପଣ ଙ୍କୁ ଛାଡି ଖୁସି ରେ ଅଛି ସେ ମଧ୍ୟ ଆପଣ ଙ୍କୁ ଆଗ ପରି ଏବେ ଖୋଜୁଛି ଭଲ ପାଉଛି ହେଲେ ସେ ଧୋକା ଦେଇଥିବା ରୁ ବା ମିଛ ପ୍ରତିଶ୍ରୁତି ଯୋଗୁ ଆପଣ ଙ୍କ ଆଗରେ କିଛି କହିପାରୁନି ।

ଆଗରୁ ଆପଣ ତ ପାଖରେ ଥିଲେ ଏବେ ନଥିଲେ ମଧ୍ୟ ତାକୁ ବୋହୁତ ଫରକ ପଡ଼ୁଚି । ଏବେ ସେ ଧୀରେ ଧୀର ବୁଝୁଛି । ଏବଂ ଆପଣ ଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଛି । ତାଙ୍କ ମନୋବଳ ଦୃଢ଼ ହୋଇଥିବା ରୁ ତେଣୁ ସେ ଆପଣ ଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଛି 3 ଏହି ସଂଖ୍ୟା କୁ ବାଛିଥିବା ସେ ଆପଣ ଙ୍କୁ ବୋହୁତ ଭଲ ପାଉଛି । ଏବଂ ଏହି କିଛି ଦିନ ଭିତରେ ଆପଣ ମଧ୍ୟ ତାକୁ ବୋହୁତ ଭଲ ପାଉଛନ୍ତି ।

ସେ ନିଜ ମାନ କଥା ଆପଣ ଙ୍କୁ ବୋହୁତ ଜଲଦି କହିବ । ଏବଂ ଆପଣ ମଧ୍ୟ କହିବେ । ସେ ଆପଣ ଙ୍କ ପାଇଁ କିଛି ଉପହାର ମଧ୍ୟ ରଖିଚି । ତାର ମାନ ରେ ଆପଣ ଙ୍କ ପାଇଁ ଭଲ ପାଇବା ଓ ସ୍ନେହ ଓ ଶ୍ରଦ୍ଧା ଆଦି ଭରି ରହିଛି । ଆପଣ ଙ୍କ ଫଟୋ ମଧ୍ୟ ବାରମ୍ବାର ଦେଖୁଚି । ଏବଂ ତାର ମାନ କରୁଛି କି ସେ ଆପଣ ଙ୍କୁ ବୋହୁତ କିଛି କହିବାକୁ ।

ଆପଣ ଯଦି 4 ଏହି ସଂଖ୍ୟା ବାଛିଛନ୍ତି ତାହେଲେ ସେ ଲୋକ ଆପଣ ଙ୍କ ଉପରେ ସବୁବେଳେ ନଜର ରଖିଚି ଅର୍ଥାତ୍ ଆପଣ ଙ୍କ ଫୋନ ଓ ଆପଣ ଙ୍କ ମେସେଜ ର ଅପେକ୍ଷା କରିଛି ଆପଣ ଙ୍କ ଅନଲାଇନ ଚେକ୍ କରୁଛି । ବାରମ୍ବାର ମେସେଜ କରୁଛି । ଏବଂ ଆପଣ ଙ୍କ ହୃଦୟ କୁ ଛୁଇଁ ଯାଇଛି । କିନ୍ତୁ ଆପଣ ତାର କଦର୍ କରୁନାହାନ୍ତି ବା ତାକୁ ପସନ୍ଦ କରୁନାହାନ୍ତି ଆପଣ ଙ୍କ ର ଆଉ କିଏ ପସନ୍ଦ ଅଟେ । ଏହି ଲୋକ ଆଗକୁ ଯାଇ ବୋହୁତ ଶୀର୍ଷ ରେ ପହଞ୍ଚିବେ ।

Leave a Reply

Your email address will not be published. Required fields are marked *