ଏଠାରେ ସତ ଗଣେଶଙ୍କର ହେଲା ଜନ୍ମ, ଦେଖିକି ବାପା ମା ଙ୍କର ଉଡିଲା ହୋସ, ଗାଁ ଲୋକମାନେ ଦେଖିକି ଯୋଡ଼ିଦେଲେ ହାତ…

ବନ୍ଧୁଗଣ କଳିଯୁଗରେ ମଧ୍ୟ ଭଗବାନ ଙ୍କ ଅବତାର ହୋଇପାରିବ ? କଣ ଭଗବାନ ଗଣେଶ କଳିଯୁଗରେ ଜନ୍ମ ନେଇପାରିବେ ? କଣ କଳିଯୁଗରେ କୌଣସି ଚମତ୍କାର ହୋଇପାରିବ ? ବର୍ତମାନ ସମୟରେ ଏପରି ଏକ ଚମତ୍କାର ଘଟଣା ଘଟିଛି ଯାହା ଦ୍ଵାରା କୁହାଯାଉଛି ଯେ ଭଗବାନ ଗଣେଶ ଗୋଟେ ଶିଶୁ ରୂପରେ ଜନ୍ମ ନେଇଛନ୍ତି । ତେବେ ଆପଣ ମଧ୍ୟ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବେ ।

ଏବଂ ଆପଣ ବିଶ୍ୱାସ ମଧ୍ୟ କରିପାରୁନଥିବେ କିନ୍ତୁ ବର୍ତ୍ତମାନ ସମୟରେ ଏହି ଖବର ର ଚର୍ଚ୍ଚା ପୁରା ବିଶ୍ଵ ରେ କରାଯାଉଛି । ଫେସବୁକ୍ ଏବଂ ସୋସିଆଲ ମିଡିଆରେ ଏହା ମଧ୍ୟ କୁହାଯାଉଛି ଯେ ଭଗବାନ ଗଣେଶ ଶିଶୁ ରୂପରେ ଜନ୍ମ ନେଇଛନ୍ତି । ଏହା ମଧ୍ୟ କୁହାଯାଉଛି କି ଏହି ଶିଶୁ କୁ ପୂଜା କରିବା ସହ ଯାହା ମନସ୍କାମନା ରହିଛି ତାହା ମଧ୍ୟ ପୂରଣ ହେଉଛି ।

ଏହି ଶିଶୁ ଟି ଦେଖିବାକୁ ସମ୍ପୂର୍ଣ୍ଣ ଗଣେଶ ଙ୍କ ରୂପ । ତେବେ ବନ୍ଧୁଗଣ ଏହି ଶିଶୁ ଟି ମଧ୍ୟପ୍ରଦେଶ ର କୌଣସି ଏକ ଗ୍ରାମରେ ଜନ୍ମ ଗ୍ରହ କରିଛି । ଏହି ଶିଶୁଟିର ଚିତ୍ର କୌଣସି ବ୍ୟକ୍ତି ମଧ୍ୟ ଆଶ୍ଚର୍ୟ୍ଯ କରିଦେବ । ଏହି ଫଟୋ ବର୍ତ୍ତମାନ ସବୁ ଆଡେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଶିଶୁ ଟିର ମାତା ପିତା ନିଜ ଛୁଆ କୁ ଦେଖି ଅତ୍ୟନ୍ତ ପ୍ରସନ୍ନ । ସେମାନ ବହୁତ ଖୁସି ।

ଶିଶୁଟିର ବାପା ଏବଂ ମା କହିଛନ୍ତି ଯେ ଭଗବାନ ଶ୍ରୀ ଗଣେଶ ସ୍ଵୟଂ ଆମ ଘରେ ଜନ୍ମ ନେଇଛନ୍ତି ଯାହା ଦ୍ଵାରା ଆମର ଜୀବନ ଧନ୍ୟ ହୋଇଯାଏଛି । ଆମେ କୋଊ ଜନ୍ମରେ ନିଶ୍ଚୟ କୌଣସି ପୂଣ୍ୟ କରିଥିଲୁ ଯାହା ଫଳରେ ଆଜି ଭଗବାନ ଶ୍ରୀ ଗଣେଶ ଆମ କୋଳକୁ ଆସିଛନ୍ତି । ଆଖ ପାଖ ଗାଁ ଏବଂ ସହରର ଲୋକ ଶିଶୁ ଗଣେଶ ଙ୍କୁ ଦେଖିବାକୁ ଆସୁଛନ୍ତି ।

ଲୋକ ମାନଙ୍କ ଭିଡ ଯମୁଚି । ସବୁଠୁ ଚମତ୍କାର କଥା ହେଉଛି ଯେ ଲୋକ ଯାହା ମନସ୍କାମନା କରୁଛନ୍ତି ତାହା ପୂରଣ ମଧ୍ୟ ହେଉଛି । ତେବେ ଏପରି ଶିଶୁ କୁ ଦେଖି ସମସ୍ତେ ଭଗବାନ ଗଣେଶ ସ୍ଵୟଂ କଳିଯୁଗରେ ଜନ୍ମ ନେଇଛନ୍ତି ବୋଲି କହୁଛନ୍ତି ।  ତେବେ ବନ୍ଧୁଗଣ ଭଗବାନ ଶ୍ରୀ ଗଣେଶ ଙ୍କ କୃପା ଲାଭ କରିବା ପାଇଁ କମେନ୍ଟ ରେ ଲେଖନ୍ତୁ ଜୟ ଶ୍ରୀ ଗଣେଶ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *