ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିନ ସାରା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବିଶ୍ରାମ କରିବାକୁ ସକାଳ ସମୟ ମଧ୍ୟରେ ପ୍ରାୟତଃ ଲୋକଙ୍କୁ ସମୟ ମିଳିନଥାଏ । ସେଥିପାଇଁ ସବୁଠୁ ଉତ୍ତକୃଷ୍ଟ ସମୟ ହେଉଛି ରାତ୍ରି ସମୟ । ଦିନ ସାରା ଜଣେ ମଣିଷ ଯେତେ ମଧ୍ୟ ପରିଶ୍ରମ କରିଥାଉ । ରାତିରେ ୭ ରୁ ୮ ଘଣ୍ଟା ଶୋଇବା ଦ୍ଵାରା ତାର ଶରୀରକୁ କିଛି ଘଣ୍ଟା ବିଶ୍ରାମ କରିବାର ଅବସର ମିଳିବା ସହିତ ସକାଳୁ ଉଠିଲା ପରେ ବ୍ଯକ୍ତିର ମନ ପ୍ରସନ୍ନ ରହିଥାଏ । ପ୍ରାୟତଃ ଲୋକଙ୍କୁ ରାତିରେ ଶୀଘ୍ର ନିଦ ଆସିନଥାଏ ।
ନିଦ ଆସିବାର ଅନେକ ପ୍ରକାରର କାରଣ ମଧ୍ୟ ରହିଅଛି । କିଛି ଲୋଙ୍କୁ ଷ୍ଟ୍ରେସ କାରଣରୁ ନିଦ ଆସିନଥାଏ । କେତେକଙ୍କ ପାଖରେ ଅନିଦ୍ରା ଭଳି ରୋଗର ମଧ୍ୟ ସମସ୍ଯା ରହିଥାଏ । ଏହି ସମସ୍ଯାରୁ ମୁକ୍ତି ମିଳିବା ପାଇଁ ଏହି ଚମତ୍କାରୀ ଉପଚାର କରନ୍ତୁ । ଆପଣଙ୍କୁ ଏହି ଉପଚାର ପାଇଁ କିଛି ଫୁଟି କାକୁଡି ମଞ୍ଜି ଦରକାର ହୋଇବ । ଏଥିପାଇଁ ଯଦି ଫୁଟି କାକୁଡି ମଞ୍ଜି ନମିଳେ ।
ତେବେ ତରଭୁଜ ମଞ୍ଜିର ମଧ୍ୟ ବ୍ୟବହାର କରିପାରିବେ । ଆପଣ ଯଦି ଫୁଟି କାକୁଡି ମଞ୍ଜି ଦୋକାନରୁ ଆଣିପାରିବେ ତେବେ ଏହାର ବେଶି ଫାଇଦା ରହିବ । ଫୁଟି କାକୁଡି ମଞ୍ଜିର ସେବନ ଦ୍ଵାରା ମସ୍ତିସ୍କର ଷ୍ଟ୍ରେସ ଲେବଲ ଦୂର ହୋଇଥାଏ । ବ୍ରେନରେ ରକ୍ତ ସଂଚାଳନ ଭଲ ଭାବରେ ହୋଇପାରେ । ଏହା ସହିତ ମୁଣ୍ଡକୁ ଥଣ୍ଡା କରି ଭଲ ନିଦ ଆଣିବାରେ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ ।
ନିଦ ଆଣିବାରେ ଯେଉଁ ହରମୋନ ସାହାଜ୍ଯ କରିଥାଏ । ସେହି ହରମୋନକୁ କାର୍ଯ୍ୟକାରୀ କରି ବାରେ ଏହି ଫୁଟି କାକୁଡି ମଞ୍ଜି ସାହାଜ୍ଯ କରିଥାଏ । ତାପରେ କିଛି ଫୁଟି କାକୁଡି ମଞ୍ଜି ନେଇ ସେଥିରେ ଏକ ଚାମଚ ଘିଅ ପକାଇ ତାୱାରେ କିଛି ସମୟ ପାଇଁ ଭାଜନ୍ତୁ । ଯଦି ଆପଣ ଘିଅ ପକାଇବାକୁ ପସନ୍ଦ କରୁ ନାହାନ୍ତି । ତେବେ ଶୁଖିଲା ମଞ୍ଜିକୁ ମଧ୍ୟ କିଛି ସମୟ ତାୱାରେ ଧିମା ଆଞ୍ଚ ଦେଇ ଭାଜନ୍ତୁ ।
ଏହା ଭଲ ଭାବେ ଭାଜି ହୋଇ ସାରିଲା ପରେ ଏହା ଅଳ୍ପ ମାତ୍ରାରେ ଆକାରରେ ଫୁଲିଯିବ ଓ ଏହାର ରଙ୍ଗ ମଧ୍ୟ ବଦଳି ଯିବ । ଭାଜି ସାରିଲା ପରେ ଏହାକୁ ଭଲ ଭାବେ ଥଣ୍ଡା କରନ୍ତୁ । ତାପରେ ଏକ ଡବାରେ ଷ୍ଟୋର କରି ରଖୀ ଦିଅନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସେହି ଭଜା ହୋଇଥିବା ଫୁଟି କାକୁଡି ମଞ୍ଜିରୁ ଏକ ଚାମଚ ନେଇ ଏହାର ସେବନ କରନ୍ତୁ ।
୧୦ ଦିନ ପର୍ଯ୍ୟନ୍ତ ଏହି ଭଜା ମଞ୍ଜିକୁ ରାତିରେ ଶୋଇଲା ପୂର୍ବରୁ ଖାଇବା ଦ୍ଵାରା ଆପଣଙ୍କୁ ଏହାର ନିଦରେ ଭଲ ପ୍ରଭାବ ଦେଖିବାକୁ ମିଳିବ । ଯେଉଁ ମାନଙ୍କର ବିପି ଲୋ ରହୁଥିବ । ସେମାନେ ଏହାର ସେବନ କରନ୍ତୁ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ