କାହାର ନାମ ଭାବି କୌଣସି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ତା’ ଜୀବନରେ ପ୍ରେମ ପାଇବାର ଆଶା ରଖିଥାଏ । ଜଣେ ଭଲ ଜୀବନସାଥି ପାଇବା ପାଇଁ ସବୁବେଳେ ମନରେ ଆଶା ବାନ୍ଧି ରଖିଥାଏ । କାହା ଜୀବନରେ ପ୍ରେମ ଆସି ସବୁଦିନ ପାଇଁ ସେହି ତା’ ର ଜୀବନ ସାରା ସାଥି ହୋଇ ରହିଥାଏ । ଅନ୍ୟ କ୍ଷେତ୍ରରେ କାହା ଜୀବନରେ ପ୍ରେମ ଆସିଥାଏ ସତ କିନ୍ତୁ ସେହି ପ୍ରେମ ସବୁ ଦିନ ପାଇଁ ତିଷ୍ଟି ପାରିନଥାଏ । ଆଜି ଆପଣଙ୍କୁ ୨ ଟି ନମ୍ବର ଦିଆଯାଇଛି । ନମ୍ବର ଦୁଇଟି ହେଉଛି 111 ଓ 222 । ଏଥି ମଧ୍ୟରୁ ମନ ପସନ୍ଦର ଏକ ନମ୍ବର ବାଛନ୍ତୁ ।

ଆପଣ ପସନ୍ଦ କରୁଥିବା ଲୋକ ଆପଣଙ୍କୁ ପସନ୍ଦ କରିଥାଏ କି ନାହିଁ ଜାଣିପାରିବେ । ୧ ନମ୍ବର କାର୍ଡ ;- ଯେଉଁ ଲୋକମାନେ ଏହି ୧ ନମ୍ବରକୁ ପସନ୍ଦ କରୁଛନ୍ତି । ସେ ଯାହାକୁ ପସନ୍ଦ କରିଛନ୍ତି ତଥା ଯାହାକୁ ମଧ୍ୟ ଭଲ ପାଉଛନ୍ତି । ସେହି ବ୍ୟକ୍ତି ଜଣଙ୍କ ମଧ୍ୟ ଆପଣଙ୍କୁ ପ୍ରେମ କରୁଛନ୍ତି । ତାଙ୍କ ମନରେ ବି ଆପଣଙ୍କ ପାଇଁ ଫିଲିଙ୍ଗ୍ ଅଛି କିନ୍ତୁ ସେ ବ୍ୟକ୍ତି ଆପଣଙ୍କୁ ତାଙ୍କର ମନ କଥା କହିପାରୁ ନାହାନ୍ତି।

ସେ ତାଙ୍କ ଜୀବନରେ ହୁଏତ କୌଣସି କାରଣ ପାଇଁ କିଛି ଶିଖିବାକୁ ପାଇଛନ୍ତି । ଯେଉଁ କାରଣରୁ ସେ ତରବର ହୋଇ କୌଣସି ନିସ୍ପତି ନେବା ପାଇଁ ଚାହୁଁନାହାନ୍ତି । ସେଥିପାଇଁ ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଭଲ ପାଇ ମଧ୍ୟ କିଛି କହିପାରୁ ନାହାନ୍ତି । ୨ ନମ୍ବର କାର୍ଡ ;- ଏହି ନମ୍ବରକୁ ବାଛି ଥିବା ବ୍ୟକ୍ତି ଯାହାର ମନ କଥା ଜାଣିବା ପାଇଁ ଚାହୁଁଛନ୍ତି ।

ସେହି ବ୍ୟକ୍ତି ଜଣଙ୍କ ମଧ୍ୟ ଆପଣଙ୍କୁ ଭଲ ପାଉଛନ୍ତି । କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ପ୍ରେମକୁ ନେଇ ବହୁତ ମାତ୍ରାରେ ସିରିଏସ ନାହାନ୍ତି । ଯଦି କୌଣସି କାରଣରୁ ଆପଣ ସେହି ବ୍ୟକ୍ତି ସହିତ ପ୍ରେମ ସମ୍ପର୍କରେ ରହିବେ ନାହିଁ । ତେବେ ତାଙ୍କୁ ବେଶୀ କିଛି ଫରକ ପଡିବ ନାହିଁ । କାରଣ ସେ ଏତେ ମାତ୍ରାରେ ପ୍ରେମ ଠାରୁ କିଛି ଆଗାମୀ ଭବିଷ୍ୟତ ପାଇଁ ଆଶା ରଖି ନାହାନ୍ତି ।

ସେହି ବ୍ୟକ୍ତି ବର୍ତ୍ତମାନରେ ବଞ୍ଚିବା ପାଇଁ ଚାହୁଁଛନ୍ତି । ଯଦି ଭବିଷ୍ୟତରେ ମଧ୍ୟ ଆପଣ ଦୁହିଁଙ୍କର ସମ୍ପର୍କ ଭଲରେ ରହିଥାଏ । ତେବେ ସେ ନିହାତି ଭାବେ ଆପଣଙ୍କ ସାଥିରେ ରହି ଆପଣଙ୍କ ଭଲ ଜୀବନସାଥିଟି ହେବା ପାଇଁ ଚେଷ୍ଟା କରିବେ । କାରଣ ସେହି ବ୍ୟକ୍ତି ତାଙ୍କ ଜୀବନରେ କେବେ ଯଦି ଧୋକା ଖାଇଥାନ୍ତି ।

ସେଥିପାଇଁ ପୁଣି ଥରେ ଧୋକା ଖାଇବାର ଭୟରେ ଆପଣଙ୍କ ଠାରୁ ବେଶି କିଛି ଆଶା ରଖୁ ନାହାନ୍ତି କିନ୍ତୁ ତାଙ୍କ ହୃଦୟ ବହୁତ ସଫା ଓ ନିର୍ମଳ ଅଟେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *