ବାଛନ୍ତୁ କୌଣସି ଗୋଟିଏ ଫୁଲ ଏବଂ ଜାଣନ୍ତୁ ନିଜ ଆଗାମୀ ଭବିଷ୍ୟତ ବିଷୟରେ ଏହି ବଡ ରାଜ ( Personality Test )

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ଏହି ଖେଳ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ ତିନୋଟି ଫୁଲର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ଫୁଲ ମଧ୍ୟରୁ ଯେ କୌଣସି ଗୋଟିଏ ଫୁଲ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ର ସମୟ ଦିଆଯିବ । ସେହି ପାଞ୍ଚ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ଫୁଲ ର ଚିତ୍ର କୁ ବାଛିବାକୁ ପଡ଼ିବ । ଆପଣ ଯେ କୌଣସି ଗୋଟିଏ ଫୁଲ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଆପଣଙ୍କ ଭବିଷ୍ୟତ ବିଷୟରେ ।

ତେବେ ବର୍ତ୍ତମାନ ଆମେ ଆପଣଙ୍କୁ କିଛି ଫୁଲ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ମାତ୍ର ପାଞ୍ଚ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ଫୁଲ ର ଛବି କୁ ବାଛିବାକୁ ପଡ଼ିବ । ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଫୁଲ ର ଛବିକୁ ବାଛି ନେଇଛନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଫୁଲ ର ଛବି ଅନୁସାରେ ଆପଣଙ୍କ ଭବିଷ୍ୟତ ବିଷୟରେ ।

୧- ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ଫୁଲ କୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ରେ ଦୀର୍ଘ ସମୟ ଧରି ଅର୍ଥ ସମସ୍ୟା ଲାଗି ରହିବ । ଆୟ ଠାରୁ ବ୍ୟୟ ଅଧିକ ହେବ । ଆପଣଙ୍କ ଜୀବନ ରେ ଲାଗି ରହିଥିବା ଉଚ୍ଚନିଚ୍ଚ ରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଇ ନଥାଏ ବୋଲି ଅନୁଭବ କରିଥାନ୍ତି ତେବେ ଏହି କାରଣ ଯୋଗୁଁ ଆପଣ ଅଧିକ ମାନସିକ ଚାପ ରେ ରୁହନ୍ତି । କିନ୍ତୁ ଏହା ହିଁ ଆପଣ ଙ୍କୁ ଅଧିକ ଦୃଢ଼ କରିଥାଏ ।

୨- ଯଦି ଆପଣ ଚିତ୍ର ରେ ଥିବା ଦ୍ଵିତୀୟ ଫୁଲ ଅର୍ଥାତ ହଳଦିଆ ରଙ୍ଗ ର ଫୁଲ କୁ ବାଛିଛନ୍ତି ତେବେ ଆପଣ ଜଣେ ବିବେକ ଶୀଳ ବ୍ୟକ୍ତି ଏବଂ ଆପଣ ଯେଉଁ ସ୍ଥିତି ରେ କିମ୍ବା କେଉଁ ସ୍ଥାନରେ ରୁହନ୍ତି ସବୁବେଳେ ଉଚ୍ଚ ରେ ରୁହନ୍ତି । ଆପଣ ନିଜର ବ୍ୟବହାର ଯୋଗୁଁ ଆପଣ ସମସ୍ତ ଙ୍କ ପ୍ରିୟ ମଧ୍ୟ ହୋଇ ପାରନ୍ତି । କିନ୍ତୁ ଆପଣ ଟିକେ ଟିକେ କଥାରେ ରାଗି ମଧ୍ୟ ଯାଆନ୍ତି ।

୩- ଯଦି ଆପଣ ଚିତ୍ର ରେ ଥିବା ତୃତୀୟ ଫୁଲ ଅର୍ଥାତ ନାଲି ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ଜଣେ ଖୁସି ମିଜାଜ ର ଲୋକ । ଆପଣ ସର୍ବଦା ଖୁସିରେ ରହିବାକୁ ଏବଂ ସମସ୍ତଙ୍କୁ ଖୁସି ରେ ରଖିବାକୁ ପସନ୍ଦ କରିଥାନ୍ତି ଏବଂ ଆପଣଙ୍କ ସହ ଯିଏ ଥରେ ମିଶେ ସେ ଆପଣଙ୍କୁ କେବେବି ଭୁଲି ନଥାଏ । ତେବେ ଆପଣ ସମସ୍ତଙ୍କ ମନ କୁ ମୋହି ମଧ୍ୟ ପାରନ୍ତି । ଆପଣ ସବୁବେଳେ ନିଜର ଜୀବନରେ ସକରାତ୍ମକ ଚିନ୍ତା ରଖିଥାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ରଙ୍ଗର ଗୋଲାପ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *