ନମସ୍କାର ବନ୍ଧୁଗଣ ତେବେ ଚଳିତବର୍ଷ ୫ ଅକ୍ଟୋବରରେ ପଡ଼ିବାକୁ ଯାଉଛି ପବିତ୍ର ଦୁର୍ଗାପୂଜା ବା ଦଶହରା ପର୍ବ । ଏହି ଦଶହରା ପର୍ବ ପର ଠାରୁ ବଦଳିଯିବ ଏହି ୮ ଗୋଟି ରାଶିଙ୍କ ଭାଗ୍ୟ । ଏମାନଙ୍କର ଭାଗ୍ୟ ଚମକିବାକୁ ଲାଗିବ । ଏହା ତ ସମସ୍ତଙ୍କୁ ଜଣାଥିବ ଯେ ହିନ୍ଦୁ ଧର୍ମରେ ଦୁର୍ଗା ପୂଜାର କେତେ ମହତ୍ୱ ରହିଥାଏ । ତ ଏହାହିଁ କାରଣ ଅଟେ କି ଏହି ପର୍ବଟି ସାରା ଦେଶରେ ବହୁତ ହିଁ ଧୁମଧାମରେ ପାଳନ କରାଯାଇଥାଏ ।
ଏହିଥର ଦୁର୍ଗା ପୂଜା ପର୍ବରେ ସମ୍ପୂର୍ଣ୍ଣ ୧୦୦ ବର୍ଷ ପରେ ଏକ ଶୁଭ ସଂଯୋଗ ବନୁଅଛି । ଆପଣଙ୍କୁ ଜାଣି କରି ଖୁଶି ଲାଗିବ କି ଏହିଥର ମାତାରାଣୀ ୮ ଗୋଟି ରାଶିର ଲୋକଙ୍କ ଉପରେ ନିଜର ଅସୀମ କୃପାର ବର୍ଷା କରିବାର ଅଛନ୍ତି । ହୋଇପାରେ ଏମାନଙ୍କର ମଧ୍ୟରୁ ଆପଣଙ୍କର ସେହି ଭାଗ୍ୟଶାଳୀ ରାଶି ହୋଇପାରେ ।
ତେବେ ପ୍ରଥମେ ଆସନ୍ତୁ ଜାଣିବା ଏହି ୮ ଟି ଭାଗ୍ୟଶାଳୀ ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ବିଷୟରେ କଣ ସବୁ ପ୍ରଭାବ ପଡ଼ିବାକୁ ଯାଉଅଛି । ଏମାନଙ୍କର ବ୍ୟାପାର ବାଣିଜ୍ୟରେ ଭଲ ଲାଭ ହେବ । କାରବାର ଦିନକୁ ଦିନ ବୃଦ୍ଧି ହେବାକୁ ଲାଗିବ । କାରବାରରେ କୌଣସି ଜିନିଷର ଅଭାବ ରହିବ ନାହିଁ । ଆୟରେ ବୃଦ୍ଧି ହେବ । ପୁରୁଣା ବୁଡିଯାଇଥିବା ଟଙ୍କା ପଇସା ପୁଣି ଫେରି ଆସିବାର ସମ୍ଭାବନା ରହିଛି ।
ଚାକିରୀରେ ପଦନ୍ନତି ହୋଇପାରେ । ଯଦି ଭଲ ଜୀବନସାଥୀଙ୍କର ସନ୍ଧାନରେ ଅଛନ୍ତି ତେବେ ତାହା ଆପଣଙ୍କର ପୁରା ହେବା ସହିତ ଆପଣଙ୍କୁ ଆପଣଙ୍କର ମନପସନ୍ଦର ଜୀବନସାଥୀଟିଏ ନିଶ୍ଚୟ ପ୍ରାପ୍ତ ହେବ । ଜୀବନସାଥୀଙ୍କ ସହିତ ପ୍ରେମ ସମ୍ବଦ୍ଧ ଅଧିକ ମଧୁର ରହିବ । ଏବେ ଆପଣଙ୍କର ଆୟ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ । ଅଯଥା ଜିନିଷରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ । ଆପଣଙ୍କର ପରିବାର ପାଇଁ ଆପଣଙ୍କର କର୍ତ୍ତବ୍ୟ ଭଲ ରହିବ । ସମସ୍ତେ ଆପଣଙ୍କ ଠାରେ ଖୁସିରେ ରହିବେ । ଏବଂ ଧନ ସମ୍ପତ୍ତି ଭରପୁର ରହିବ ।
ଘରେ ଏବଂ ପରିବାରରେ ସମସ୍ତେ ହସ ଖୁସିରେ ବେଶୀ ଭାବୁକ ସ୍ୱଭାବରେ ହୁଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ହୃଦୟକୁ ଆଘାତ ଲାଗିପାରେ ଏବଂ ଆପଣ ଏଥିପାଇଁ ଦୁଃଖୀ ମଧ୍ୟ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଏମାନଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ । ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଠିକ ସମୟ ଅଟେ ।
ଯେଉଁମାନେ ପ୍ରେମ ଜୀବନଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ । ଆପଣଙ୍କର ଘରେ ଖୁସିର ବାତାବରଣ ରହିବ । ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ । ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେହି ବନ୍ଧୁମାନେ ଆପଣଙ୍କୁ ସବୁପ୍ରକାରର ସହଯୋଗ କରିବେ । ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି । ନିଜର ପୁରୁଣା ପଇସା ଫେରସ୍ତ ପାଇବେ । ଆପଣ ଯଦି କାହାକୁ ଶୁଦ୍ଧ କିମ୍ବା ପାଇସା ଉଧାର ଦେଇଥିବେ ତାହା ଆଉ ଫେରସ୍ତ ପାଇ ପାରୁନାହାନ୍ତି ତେବେ ଏହି ସମୟରେ ପାଇପାରିବେ ।
ଯେଉଁମାନଙ୍କର ବିବାହରେ କୌଣସି ପ୍ରକାରର ବିଳମ୍ବ ହେଉଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ବନୁଅଛି । ଏହି ୮ ଟି ରାଶିର ଯେଉଁ ବିଦ୍ୟାର୍ଥୀମାନେ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି ତ ସେମାନେ ସେଥିରେ ସଫଳ ହେବେ । ଆପଣ କୌଣସି ନୂତନ ଯାନ କିଣିବାକୁ ମନ ବଳାଇ ପାରନ୍ତି । ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାତାବରଣ ସୃଷ୍ଟି ହେବ । ଅର୍ଥ ସ୍ଥିତି ସୁଦୃଢ଼ ହେବ । ବ୍ୟବସାୟରେ ଲାଭ ପାଇବେ । ଚାକିରୀରେ ପଦନ୍ନତି ହେବ । ସହଯୋଗୀଙ୍କ ସହଯୋଗ ମିଳିବ । ବ୍ୟବସାୟ ବା ଚାକିରୀରେ ବହୁତ କିଛି ନୂଆ ଜିନିଷ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ ।
ଆପଣ ନିଜ ସ୍ୱାସ୍ଥ୍ୟ ଏବଂ ବ୍ୟବସାୟ ବା କାର୍ଯ୍ୟକୁ ନେଇ ସାବଧାନ ରହିବେ । ଟିକେ ଅସାବଧାନତା ଆପଣଙ୍କ ପାଇଁ ଖରାପ ହୋଇପାରେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଆପଣ ଏବଂ ଆପଣଙ୍କର ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ନିଜ ପରିବାର ସହିତ ସୁଖର ସମୟ ବିତାଇବେ । ଟିକେ ପରିଶ୍ରମ ଦ୍ୱାରା ଆପଣ ବଡ଼ ସଫଳତା ପାଇପାରିବେ ।
କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ତେବେ ବନ୍ଧୁଗଣ ଆମେ ଯେଉଁ ୮ ଗୋଟି ରାଶିଙ୍କ ବିଷୟରେ ଆଲୋଚନା କରୁଛେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ମିଥୁନ ରାଶି ।