ଈଶ୍ବରଙ୍କ ନାମ ନେଇ ବାଛନ୍ତୁ ଯେ କୌଣସି ଗୋଟିଏ କଳସ, ଦେଖିବା ଆପଣଙ୍କ ଇଚ୍ଛା ପୂର୍ଣ ହେବ କି ନାହିଁ ( Personality Test )

ନମସ୍କାର ବନ୍ଧୁଗଣ । ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଆଉ ଏକ ନୂତନ ବିଷୟ । ଆଜିର ଏହି କାର୍ଡ ରିଡିଂ ରେ ଦେଖିବା ଆପଣ ମାନଙ୍କୁ ୟୁନିଭେର୍ସ କେଉଁ କେଉଁ ସନ୍ଦେଶ ମାନ ଦେବାକୁ ଯାଉଛି । ବନ୍ଧୁଗଣ ନିମ୍ନୋକ୍ତ 4 ଟି ନମ୍ବର ମାନଙ୍କ ମଧ୍ୟରୁ ଯେଉଁ ନମ୍ବର ଟି ଆପଣଙ୍କୁ ନିଜ ପ୍ରତି ଆକର୍ଷିତ ହେଲା ଭଳି ଜଣା ପଡୁଛି, ଆପଣ ସେହି ଏକ ନମ୍ବର ଟିକୁ ଚୟନ କରି ନିଅନ୍ତୁ । ଏହା ଏକ ଜେନେରାଲ ରିଡିଂ ଅଟେ ।

ସମସ୍ତଙ୍କ ସହ କନେକ୍ଟ ହୋଇ ନଥାଏ, କିନ୍ତୁ ଯେଉଁ ମାନଙ୍କ ସହ ଏହା କନେକ୍ଟ ହେଉଛି, ସେମାନେ ଏହାକୁ ଖୁବ ପଜେଟିଭ ହୋଇ ଦେଖନ୍ତୁ । ବନ୍ଧୁଗଣ ଯଦି ଆପଣ ଏହି ନମ୍ବର ମାନଙ୍କ ମଧ୍ୟରୁ 1 ନମ୍ବର ଟି କୁ ଚୟନ କରିଥାନ୍ତି, ତେବେ ଆପଣ ମାନେ ଜାଣି ରଖନ୍ତୁ ଆସୁଥିବା ସମୟ ଟି ଆପଣଙ୍କ ଜୀବନରେ ଅନେକ ଖୁସି ନେଇ କରି ଆସୁଅଛି ।

ଜୀବନ ରେ କିଛି ପରିବର୍ତ୍ତନ ଆପଣ ମଧ୍ୟ ଦେଖିବାକୁ ପାଇବେ । ଆପଣଙ୍କ ପାଇଁ ଏହା ସନ୍ଦେଶ ଅଛି କି ୟୁନିଭର୍ସ କହିବାକୁ ଚହୁଁଛନ୍ତି କି ସେ ଆପଣଙ୍କ ସହ ଅଛନ୍ତି । ମାତ୍ର ଆପଣ ଅସ୍ଥିର ହୁଅନ୍ତୁ ନାହିଁ । ଈଶ୍ଵରଙ୍କ ଉପରେ ବିଶ୍ଵାସ ରଖନ୍ତୁ । ସବୁ ଠିକ ହୋଇଯିବ । ଆସନ୍ତୁ ଜାଣିବା 2 ନମ୍ବର କାର୍ଡ ଟିରେ କଣ ସନ୍ଦେଶ ରହିଅଛି ।

ଯେଉଁ ମାନେ ମଧ୍ୟ 2 ନମ୍ବର କାର୍ଡ ଟି କୁ ଚୟନ କରିଛନ୍ତି, ତାଙ୍କ ପାଇଁ ଖୁବ ଭଲ ସମୟ ଆସୁଅଛି । ଅନେକ ଦିନ ରୁ ନ ହେଉଥିବା ସମସ୍ତ କାମ ଗୁଡିକ ଏବେ ସୁରୁଖୁରୁ ରେ ହୋଇ ଚାଲିବ । ଆପଣଙ୍କ ଜୀବନରେ ଦୁଃଖ ର ଏବେ ନାସ ହୋଇଗଲା ବୋଲି ଆପଣ ଜାଣି ରଖନ୍ତୁ । ସମୟ ଟି ଆପଣଙ୍କ ପାଇଁ ଖୁବ ଭଲ ରହିଛି । 3 ନମ୍ବର କାର୍ଡ ଟି ମଧ୍ୟ ଖୁବ ଭଲ ଅଛି ।

ବନ୍ଧୁଗଣ, ଏହା ଏକ ଲଭର୍ସ କାର୍ଡ ଅଟେ । ଯେଉଁ ମାନେ ମଧ୍ୟ ଏହି କାର୍ଡ ଟିକୁ ଚୟନ କରିଛନ୍ତି, ଜାଣି ରଖନ୍ତୁ ଖୁବ ଶୀଘ୍ର ଆପଣଙ୍କ ଜୀବନରେ କାହାର ଏକ ପ୍ରବେଶ ହେବାକୁ ଯାଉଛି । ଅନେକ ଦିନ ରୁ ଆପଣ ଯାହାର ପ୍ରତୀକ୍ଷା କରୁଥିଲେ, ଖୁବ ଶୀଘ୍ର ସେ ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଯାଉଛନ୍ତି ।

ଆପଣ ଙ୍କର ସମସ୍ତ ସ୍ଵପ୍ନ ଏବେ ସତ ର ରୂପ ନେବାକୁ ଯାଉଛି । ଖୁବ ଭଲ କାର୍ଡ ଟି ଅଛି । ଆସନ୍ତୁ ଜାଣିବା ଶେଷ କାର୍ଡ ଟି କିପରି ଅଛି ? 4 ନୁମ୍ବର କୁ ବାଛିଥିବା ବ୍ୟକ୍ତି, ଆପଣ ମାନଙ୍କ ଜୀବନରେ ଥିବା ସମସ୍ତ ଦୁଃଖର ବଦଳ ହାତିବାକୁ ଯାଉଛି । ସମୟ ନିଜର ସ୍ଥାନ ପରିବର୍ତ୍ତନ କରି ସରିଲାଣି ।

ବର୍ତ୍ତମାନ ଆପଣଙ୍କ ଜୀବନରେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ଆପଣ ମାନେ ମାତ୍ର ଧର୍ଯ୍ୟ ର ସହ ଭଲ ସମୟ କୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ । ଚେଷ୍ଟା କରନ୍ତୁ ନିଜକୁ ସବୁବେଳେ ଏକ ସକାରାତ୍ମକ ଊର୍ଜା ରେ ସ୍ଥିର କରି ରଖିବା ପାଇଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *