500 ବର୍ଷ ପରେ ମହାଦେବ ଆଣିଲେ ଏହି 4ଟି ରାଶି ପାଇଁ ଖୁସି ଖବର, ଦେଖନ୍ତୁ କଣ ଏଥିରେ ଆପଣଙ୍କ ରାଶି ଅଛି ?

ଦର୍ଶକ ବନ୍ଧୁ, ସମସ୍ତେ ହିଁ ନିଜ ନିଜ ଜୀବନରେ ପ୍ରଭୁ ଭୋଳାନାଥ ଙ୍କୁ ପ୍ରସନ୍ନ କରିବାକୁ ଇଛା କରିଥାନ୍ତି । କାରଣ ଏହା ଅସମସ୍ତେ ହିଁ ଜାଣିଥାନ୍ତି କି ଯାହା ଉପରେ ଥରେ ପ୍ରଭୁ ଭୋଳନାଥ ଙ୍କର କୃପା ଦ୍ରୁଷ୍ଟି ପଡିଯାଏ, ସେହି ବ୍ୟକ୍ତି ଜୀବନର ସମସ୍ତ ଦୁଃଖ ସୁଖରେ ପରିଣତ ହୋଇ ଯାଇଥାଏ । ପ୍ରଭୁ ଦେବ ଦେବ ମହାଦେବ ନିଜ ଭକ୍ତ ଙ୍କର ଅଳ୍ପ ଭକ୍ତି ରେ ମଧ୍ୟ ଖୁବ ଅଧିକ ପ୍ରସନ୍ନ ହୋଇ ସେମାନଙ୍କ ଜୀବନର ସମସ୍ତ ଦୁଃଖ ର ନାସ କରି ଦେଇଥାନ୍ତି । ତେଣୁ ତାଙ୍କୁ ଭୋଳାନାଥ ବୋଲି ମଧ୍ୟ କୁହାଯାଇ ଥାଏ ।

ଜ୍ଯୋତିଷ ଶାସ୍ତ୍ର ର ଗଣନାରୁ ଜଣା ପଡିଛି କି ରାଶି ଚକ୍ର ରେ ଥିବା ବାର ଗୋଟି ରାଶି ମଧ୍ୟରୁ 4 ଟି ରାଶି ଏପରି ଅଛନ୍ତି, ଯେଉଁ ମାନଙ୍କର ଉପରେ ଦେବ ଦେବ ମହାଦେବ ସବୁବେଳେ ଖୁବ ଅଧିକ ପ୍ରସନ୍ନ ହୋଇ ରହିଥାନ୍ତି ।

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଯଦି କେତେବେଳେ କିଛି ସମସ୍ଯା ଆସେ ତେବେ ମହାଦେବ ସ୍ଵୟଂ ସେହି ବ୍ୟକ୍ତି କୁ ନିଜ କୋଳରେ ଉଠାଇ ନିଅନ୍ତି ପଛେ ତାଙ୍କୁ କିଛି କଷ୍ଟ ହେବାକୁ ଦିଅନ୍ତି ନାହିଁ । ତେବେ ଆସନ୍ତୁ ସେହି ମହା ଭାଗ୍ୟଶାଳୀ ରାଶି ମାନେ କେଉଁ ମାନେ ଅଟନ୍ତି ।

ପ୍ରଥମ ଭାଗ୍ୟଶାଳୀ ରାଶି ଟି ହେଉଛନ୍ତି ମେଷ ରାଶି । ଏହି ରାଶିର ବ୍ୟକ୍ତି ମାନେ ଭଗବାନ ଶିବ ଙ୍କର ଖୁବ ଅଧିକ ବିଶ୍ବାସ ଓ ଭକ୍ତି ର ସହକାରେ ପୂଜା ଆରାଧନା କରିଥାନ୍ତି । ଭଗବାନ ଶିବ ମଧ୍ୟ ଏହି ରାଶିର ବ୍ୟକ୍ତି ମାନଙ୍କର ଅଳ୍ପ ପୂଜାରେ ମଧ୍ୟ ଖୁବ ଅଧିକ ସନ୍ତୁଷ୍ଟ ହୋଇ ଯାଇ ଥାଆନ୍ତି ।

ଏହା ସହ ଏମାନଙ୍କର ସମସ୍ତ ଇଛା କୁ ମଧ୍ୟ ପୂରଣ କରି ଦେଇଥାନ୍ତି । ପରବର୍ତ୍ତୀ ରାଶି ଟି ହେଉଛି ବୃଷ । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶିବ ଙ୍କର ବିଶେଷ କୃପା ସବୁବେଳେ ଲାଗି ରହିଥାଏ । ଏମାନଙ୍କ ଜୀବନରେ ସବୁବେଳେ ଏମାନଙ୍କ ସହ ମହାଦେବ ରହିଥା’ନ୍ତି ।

ଏମାନଙ୍କୁ କୌଣସି ପରିସ୍ଥିତି ରେ ମଧ୍ୟ ମହାଦେବ ଏକୁଟିଆ ଛାଡି ନଥା’ନ୍ତି । ଏମାନେ ସବୁବେଳେ ମହାଦେବ ଙ୍କର ପ୍ରିୟ ଓ ମହାଦେବ ମଧ୍ୟ ଏମାନଙ୍କର ସବୁବେଳେ ପ୍ରିୟ ହୋଇ ରହିଥାନ୍ତି । ପରବର୍ତ୍ତୀ ରାଶି ଟି ହେଉଛି ମକର ରାଶି । ଏହି ରାଶିର ବ୍ୟକ୍ତି ମାନକ ଜୀବନରେ ମହାଦେବ ଙ୍କର କୃପା ସବୁବେଳେ ଲାଗି ରହିଥାଏ ।

ମହାଦେବ ଙ୍କ ଆଶୀର୍ବାଦ ରୁ ଏମାନଙ୍କ ଜୀବନରେ କୌଣସି ପରସ୍ଥିତି ବା ସମସ୍ଯା ଏମାନଙ୍କୁ ବିଚଳିତ କରି ପରି ନଥାଏ । ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ର ସହକାରେ ସ୍ବାଉବେଳେ ମହାଦେବ ଙ୍କର ଭକ୍ତି ଓ ଆରାଧନା କରିଥାନ୍ତି ।

ଆଗାମୀ ରାଶି ଟି ହେଉଛି କୁମ୍ଭ ରାଶି ଏହି ରାଶିର ବ୍ୟକ୍ତି ମାନେ ମଧ୍ୟ ମହାଦେବ ଙ୍କର ଅତ୍ୟନ୍ତ ପୃଇୟ ହୋଇ ଥାନ୍ତି । ଏମାନେ ସବୁବେଳେ ନିଜ ଠାରୁ ଅଧିକ ନିଜ ଲୋକ ଙ୍କ ବିଷ୍ୟ ରେ ଚିନ୍ତା କରିଥାନ୍ତି ଏମାନଙ୍କର ଏହି ଗୁଣ କାରଣ ରୁ ହିଁ ଏମାନେ ମହାଦେବ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

ତାହାସହ ଏମାନଙ୍କ ମନରେ ଦେବ ଦେବ ମହାଦେବ ଙ୍କ ପାଇଁ ମଧ୍ୟ ପ୍ରଗାଢ ପ୍ରେମ ଭରି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟରେ ଯେଉଁ ମାନଙ୍କର ରାଶି ଏହି 4 ଟି ବିଶେଷ ରାଶି ମଧ୍ୟରୁ କୌଣସି ଟି ହୋଇଥାଏ, ସେମାନେ ଆମକୁ ତଳେ କମେଣ୍ଟ ରେ ଲେଖି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *