କେବେ ହବ ବିବାହ ? କାହା ସହ ହେବ ଆପଣଙ୍କ ବିବାହ? Love ମ୍ୟାରେଜ ହେବ ନା Arrange ? ଜାଣିବା ପାଇଁ ବାଛନ୍ତୁ ଗୋଟେ ଚିତ୍ର !

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆଜିର ଏହି ପୋଷ୍ଟ ଟି ଆପଣ ଙ୍କୁ ଆଶା କରୁଛୁ ଖୁବ ଅଧିକ ପସନ୍ଦ ଆସିବ । ଏଠାରେ ତଳେ ତିନୋଟି ଚିତ୍ର ଦିଆଯାଇଛି । ଆପଣ ଏଠି ମଧ୍ୟରୁ ନିଜ ପସନ୍ଦର ର ଏକ ଚିତ୍ର କୁ ଚୟନ କରି ନିଅନ୍ତୁ । ଏହା ଦ୍ଵାରା ଆପଣ ଜାଣି ପାରିବେ କି ଆପଣ ଙ୍କ ବିବାହ କେବେ ହେବ । ତେବେ ଚାଲନ୍ତୁ ଜାଣିବା ।

ତେବେ ଏଠାରେ ଯେଉଁ ମାନେ ପ୍ରଥମ ଚିତ୍ର କୁ ଚୟନ କରିଛନ୍ତି, ସେମାନଙ୍କ ପାଇଁ ବର୍ଷା ଦିନ ରେ ବା ବର୍ଷା ଋତୁ ରେ ବିବାହ ର ଯୋଗ ରହିଛି । ତାହାଛଡା ଆପଣ ମାନଙ୍କ ବିବାହ ଅଧିକ ବିଳମ୍ବ ରେ ହେବ ନାହିଁ କି ଅଧିକ ଶୀଘ୍ର ମଧ୍ୟ ହେବ ନାହିଁ ।

ହୋଇ ପାରେ 7 ମାସ ବା 1 ବର୍ଷ ମଧ୍ୟରେ ଆପଣ ମାନଙ୍କର ବିବାହ ହୋଇ ଯାଇ ପାରେ । ନମ୍ବର 2 କୁ ଚୟନ କରିଥିବା ବ୍ୟକ୍ତି ଆପଣ ବିବାହ ରେ କିଛି ସମୟ ଲାଗି ପାରେ । ଅତ୍ଯାଧିକ ବେଶୀ ମଧ୍ୟ ନୁହେଁ । ତଥାପି ଦେଢ ବର୍ଷ ପାଖା ପାଖି ଲାଗି ଯାଇ ପାରେ । ତଥାପି ଆପଣ ଙ୍କୁ ଏହି ସମୟ ଅତ୍ଯାଧିକ ବେଶୀ ମଧ୍ୟ ଲାଗିବ ନାହିଁ ।

କାରଣ ଏହା ମଧ୍ୟରେ ଅନେକ କିଛି ଏପରି ରହିଛି, ଯାହାକୁ ଆପଣ ପୂରଣ କରିବେ । ଆପଣଙ୍କ ଜୀବନ ସାଥି ମଧ୍ୟ ଆପଣ ଙ୍କର ଖୁବ ଧ୍ୟାନ ରଖିବେ । ସେ ବାସ୍ତବ ରେ ମଧ୍ୟ ଖୁବ ଭଲ ମଣିଷ ଜେନ ହୋଇଥିବେ । ନମ୍ବର 3 କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ତାଙ୍କ ମାନଙ୍କ ପାଇଁ ବିବାହର ଯୋଗ ଏକ ଏପରି ସମୟରେ ହେବାର ରହିଛି, ଯେଉଁ ସମୟରେ କି ପାଗ ନ ଅଧିକ ଥଣ୍ଡା ଥିବ ନ ଗରମ ।

ବସନ୍ତ ଋତୁ ରେ ର ସମୟ ହୋଇପାରେ । ଆସୁଥିବା ଜୁଲାଇ, ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସ ରେ ବିବାହ ହେବାର ଯୋଗ ଅଛି । ତଥାପି 6 ରୁ 7 ମାସ ହୋଇ ଯାଇ ପାରେ । କିନ୍ତୁ ଆପଣ ଙ୍କୁ ଏକ ଖୁବ ଭଲ ଜୀବନ ସାଥି ଟିଏ ମିଳିବ । ଯେ କି ଆପଣଙ୍କୁ ସମ୍ମାନ କରିବା ସହ ଆପଣ ଙ୍କୁ ଖୁବ ଅଧିକ ଭଲ ମଧ୍ୟ ପାଇବେ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *