ସାବଧାନ ! 100 ବର୍ଷରେ ପ୍ରଥମ ଥର କ୍ରୋଧିତ ହେଲେ ଶନିଦେବ, ଏହି 1 ରାଶିର କାନ୍ଦି କାନ୍ଦି କଟିବ ଦିନ, ଆପଣଙ୍କ ରାଶି ନୁହେଁ ତ ?

ବନ୍ଧୁଗଣ ଯେପରି କି ଆମେ ସମସ୍ତେ ଜାଣିଛୁ କି, ଗ୍ରହ ନକ୍ଷେତ୍ର ମାନଙ୍କର ଗତି ବିଧି କାରଣ ରୁ ଆମ ମନୁଷ୍ୟ ମାନଙ୍କ ଜୀବନ ରେ ସମୟ ସମୟ ରେ ସୁଖ ଓ ଦୁଃଖ ଲାଗି ରହିଥାଏ । ତାହାଛଡା ସବୁ ଗ୍ରହ ମାନଙ୍କ ମଧ୍ୟରେ ଶନିଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଇଥାଏ । ଶନିଦେବ ଉଚିତ ସମୟ ଦେଖି ସମସ୍ତ ଙ୍କୁ ସମସ୍ତ ଙ୍କର କର୍ମ ର ଫଳ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତି ଉପରେ ଶନିଦେବ ପ୍ରସନ୍ନ ଥାନ୍ତି ସେହି ବ୍ୟକ୍ତି ର ଭାଗ୍ୟ ରାତାରାତି ଚମକି ଉଠେ ।

ସେହିଠାରେ ଯେଉଁ ବ୍ୟକ୍ତି ଉପରେ ଶନିଦେବ କୁପିତ ହୋଇ ଯାଇଥାନ୍ତି , ସେହି ବ୍ୟକ୍ତି ର ଜୀବନ ଚିନ୍ତା ଓ ସମସ୍ଯା ରେ ଭରି ଯାଇଥାଏ । ଜ୍ଯୋତିଷ ମାନଙ୍କର ଗଣନା ରୁ ଜଣାଇବାକୁ ମିଳିଛି କି ଗ୍ରହ ନକ୍ଷେତ୍ର ମାନଙ୍କର ଚଳଣ ର କାରଣ ରୁ କିଛି ଏପରି ଯୋଗ ବନି ଅଛି, ଯାହା ଫଳରେ ଶନିଦେବ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ଯାହାର ପ୍ରଭାବ ମାତ୍ର ଗୋଟିଏ ରାଶି ର ବ୍ୟକ୍ତି ମାନଙ୍କ ଉପରେ ବିଶେଷ ଭାବରେ ରହିବ । ବ୍ୟକ୍ତି ର ଜୀବନ ରେ ଯାହା କିଛି ମଧ୍ୟ ଭଲ ମନ୍ଦ ହୋଇଥାଏ, ସେ ସବୁ କିଛି ଶନିଦେବ ଙ୍କର ମହାଦଶା କାରଣ ରୁ ହୋଇଥାଏ । ବେଳେବେଳେ ଅତି କଷ୍ଟ କାର୍ଯ୍ୟ ମଧ୍ୟ ଅତି ସରଳତା ର ସହ ହେବା ସମୟ ରେ ବେଳେବେଳେ ସହଜ ରେ ହେବାକୁ ଥିବା କାର୍ଯ୍ୟ ମଧ୍ୟ ହେଉ ହେଉ ରହି ଯାଇଥାଏ ।

ଏ ସବୁ କିଛି ମଣିଷ ମାନଙ୍କ ଜୀବନ ରେ ଶନି ମହାଦଶା ର କାରଣ ରୁ ଦେଖିବାକୁ ମିଳିଥାଏ । ଜ୍ଯୋତିଷ ଗଣନା ଅନୁସାରେ ଶନି ଯେତେବେଳେ ଗୋଟେ ଗ୍ରହ ରୁ ଅନ୍ୟ ଗ୍ରହ କୁ ଯାଇ ନିଜର ସ୍ଥାନ ପରିବର୍ତ୍ତନ କରିଥା’ନ୍ତି, ସେ ସମୟ ରେ ଏହାର ପ୍ରଭାବ ଅନ୍ୟ ଗ୍ରହ ଓ ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ମଧ୍ୟ ବିଶେଷ ଭାବରେ ଦେଖିବାକୁ ମିଳିଥାଏ ।

ଦୀର୍ଘ 23 ବର୍ଷ ପରେ ଶନି ମକର ରାଶି ରେ ପ୍ରବେଶ କରିଛନ୍ତି । ଯାହାଦ୍ୱାରା ଶନି ମହାଦଶା ର ପ୍ରଥମ ଚରଣ କୁମ୍ଭ ରାଶି ଉପରେ ଦେଖିବାକୁ ମିଳିବ । ମକର ରାଶି ଉପରେ ଏହି ମହଦଶା ର ଦ୍ଵିତୀୟ ଚରଣ ପଡିବ । ସେହିଠାରେ ଧନୁ ରାଶି ଉପରେ ଏହି ରାଶି ର ଅନ୍ତିମ ଚରଣ ରହିବ ।

ଶନିଦେବ ଙ୍କର ରାଶି ବଦଳାଇବା ଦ୍ଵାରା ବୃଷ ରାଶି ଉପରୁ ଏହି ଦଶା ଛାଡିଯିବ । ବୃଷ ସହିତ କନ୍ୟା ରାଶି ର ବ୍ୟକ୍ତି ମାନଙ୍କ ଉପରୁ ମଧ୍ୟ ଏହି ଦଶା ଉଠିବାକୁ ଯାଉଛି । ସେହି ସ୍ଥାନରେ ମିଥୁନ ଓ ତୁଳା ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ପୁନର୍ବାର ଏହି ଦଶା ଆରମ୍ଭ ହୋଇଯିବ ।

ଯେଉଁ ରାଶି ଗୁଡିକ ଶନି ମହାଦଶା ରୁ ଏହି ସମୟରେ ମୁକ୍ତି ପାଇ ଯାଇଛନ୍ତି, ସେମାନଙ୍କୁ ଜୀବନ ରେ ଅନେକ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *