କାହାର ନାମ ଭାବି ଏକ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ ପ୍ରତେକ ମଣିଷ ନିଜ ଜୀବନରେ ନିଶ୍ଚୟ ଭଲ ପାଇଥାଏ । ଆଉ ଜୀବନରେ ଭଲ ପାଇବା ଥରେ ହୋଇଥାଏ । କିନ୍ତୁ ଅନେକ ଥର ବୁଝାମଣା ଠିକ ନ ଥିବାରୁ ସମ୍ପର୍କ ଭାଙ୍ଗି ଯାଇଥାଏ । ଅନେକ ପ୍ରେମୀ ଯୁଗଳ ନିଜର ପାର୍ଟନରଙ୍କ ମନ କଥା ଜାଣିବାକୁ ଚେଷ୍ଟା କରନ୍ତି କିନ୍ତୁ ବୁଝିପାରନ୍ତି ନାହି । ଆଜି ଆମେ ଆପଣଙ୍କ ପାଇଁ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଛୁ ।

ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ବାଛିବାକୁ ପଡିବ । ଯାହା ଦ୍ଵାରା ଆପଣ ଜାଣିପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ୧- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥା ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ଆଗକୁ ବଢିବା ଜାଣିଛନ୍ତି । ଆପଣଙ୍କୁ ନେଇ ସଠିକ ରାୟ ରହିଛି ତାଙ୍କ ମନରେ । ଆପଣଙ୍କର ବିଚଳିତ ଭାବନା ତାଙ୍କୁ ପସନ୍ଦ ନୁହେଁ ।

ଆପଣଙ୍କୁ କିଛି କାମ କରିବାକୁ ହେଲେ ତରବର ହୁଅନ୍ତି । କିନ୍ତୁ ଆପଣଙ୍କ ପର୍ଶନଙ୍କୁ ଲାଗୁଛି ଏମିତି କରିବା କଥା ନୁହେଁ । ସବୁ କିଛି ଆପଣଙ୍କ ଠାରେ ଅଧିକ ଅଛି ଯାହା ତାଙ୍କୁ ପସନ୍ଦ ନୁହେଁ । ସେ ଆପଣଙ୍କର ବନ୍ଧୁ ହୋଇପାରନ୍ତି ଆଉ ଏବେ ଏବେ ଦୁହିଙ୍କର ଭେଟ ହୋଇଛି । ତାଙ୍କୁ ଲାଗୁଛି ଆପଣଙ୍କ ଉପରେ ଅଧିକ ଭରସା କରିବା ଉଚିତ ନୁହେଁ ।

୨- ଦ୍ଵିତୀୟ ନମ୍ବର ; ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଭଲ ମଣିଷ ଅଟନ୍ତି । ପ୍ରେମ ରହିଛି ଆପଣଙ୍କ ସହ ତାଙ୍କର । ସେ ଆପଣଙ୍କୁ ଭଲ ପାଇବା ଦେବାକୁ ଚାହୁଁଛନ୍ତି ଆଉ ପାଇବାକୁ ଚାହୁଁଛନ୍ତି । ଆପଣ ଯେମିତି ସେମିତି ଦେଖାଇଥାନ୍ତି । ଆପଣଙ୍କ ଠାରେ କିଛି ଏମିତି କଥା ନାହି ଯାହା ଆପଣ ଲୁଚାଇଛନ୍ତି । ତାଙ୍କୁ ଲାଗୁଛି ଆପଣ ଦୁହିଙ୍କର ସମ୍ପର୍କ ଉପର ବାଲା ବନାଇଛନ୍ତି ।

ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି । ଆପଣଙ୍କ ଉପରେ ବିଶ୍ଵାସ କରୁଛନ୍ତି । ଆପଣ ଲୋକଙ୍କୁ ଭଲ ପାଇବା ଦେଇଥାନ୍ତି । ସେ ଆପଣଙ୍କର ଲାଇଫ ପାର୍ଟନର, ଲଭ ପାର୍ଟନର ହୋଇପାରନ୍ତି ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ ବହୁତ ଭଲ ଭାବେ ଜାଣିଛନ୍ତି ଆଉ ମିସ କରୁଛନ୍ତି । ଈଶ୍ଵରଙ୍କୁ ପ୍ରାର୍ଥନା କରୁଛନ୍ତି ଆପଣ ଦୁହିଙ୍କ ଭିତରେ ଯାହା ହୋଇଛି ସବୁ କିଛି ଠିକ ହୋଇଯାଉ । ସେ ଆପଣଙ୍କ ସହ କଥା ହେବାକୁ ଚାହୁଁ ଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କର ଦୁଖକୁ ବୁଝିଥାନ୍ତି ଅନୁଭବ କରିଥାନ୍ତି ।

ଆପଣ ଦୁହେଁ ପରସ୍ପର ସହ କଥା ହୁଅନ୍ତୁ ଯାହା ଦ୍ଵାରା ଆପଣଙ୍କର ସମ୍ପର୍କ ଆଗକୁ ବଢିବ । ଆପଣ ଦୁହିଙ୍କର ଫିଲିଙ୍ଗ୍ସ ସମାନ ରହିଛି । ଆପଣ ତାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଆଉ ସେ ମଧ୍ୟ । ଆପଣଙ୍କ ଦୁହିଙ୍କ ଭିତରେ ସଚ୍ଚା ପ୍ରେମ ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *