March ମାସ ଆରମ୍ଭରୁ ଏହି ରାଶିକୁ ମିଳିବ ବିଡା ବିଡା ଟଙ୍କା, ମା’ ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଆଉ ରହିବନି ଧନର ଅଭାବ

ସତ୍ୟ କର୍ମ କରୁଥିବା ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସଦା ସର୍ବଦା ଲାଗି ରହିଥାଏ । ତାଙ୍କ ଦୟାରୁ ଆମେମାନେ ବଞ୍ଚିଛୁ । ଏହି ରାଶିର ଲୋକ ମାନଙ୍କୁ ମାର୍ଚ୍ଚ ମାସରେ ବହୁତ ବଡ ଖୁସି ଖବର ପ୍ରାପ୍ତ ହେବାକୁ ଯାଉଛି । ଏହି ରାଶିର ଲୋକଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ଧନୁ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅଶେଷ କୃପା ଦ୍ରୁଷ୍ଟି ରହିବାକୁ ଯାଉଛି । ଯାହା ଫଳରେ ଆର୍ଥିକ ଦୃଷ୍ଟିରୁ ମାର୍ଚ୍ଚ ମାସଟି ବହୁତ ଭଲ ଭଲ ରହିବ । ଆପଣଙ୍କର ଆୟରେ ବୃଦ୍ଧି ଘଟିବ । ଯାହା ଫଳରେ ବିଦେଶରୁ ଧନ ପ୍ରାପ୍ତ ହେବ । ବିଦେଶରେ କରୁଥିବା ବ୍ୟବସାୟୀଙ୍କ ପାଇଁ ଦିନ ଭଲ ରହିବ ।

ସିଂହ ରାଶି : ସିଂହ ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅଶେଷ କୃପା ଦ୍ରୁଷ୍ଟି ରହିବ । ମାର୍ଚ୍ଚ ମାସରେ ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବାର ଅଛି । ଯାହା ଫଳରେ ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ । ସେୟାର ବଜାରରେ ଟଙ୍କା ଫେରି ପାଇବେ । ସମାଜରେ ମନ ସମାନ ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭ ହେବ ।

କର୍କଟ ରାଶି : ଆପଣଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ ବିଶେଷ ଦ୍ରୁଷ୍ଟି ପଡିବ । ଆପଣ ଧନବାନ ହେବାକୁ ଯାଉଛନ୍ତି । ମାର୍ଚ୍ଚ ମାସରେ ଆର୍ଥିକ ଲଭ ପାଇବେ । ଅଟକିଥିବା ଟଙ୍କା ଗ୍ରହ କରାଯିବ ତଥାପି ଆର୍ଥିକ ପ୍ରତିବନ୍ଧକ ଭଳି ସମସ୍ଯା ରହିବ । ସରକାରି କ୍ଷେତ୍ରରୁ ଲାଭ ପାଇବେ । ଆପଣଙ୍କୁ କର୍ମର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ ।

ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପାରୁ ମାର୍ଚ୍ଚ ମାସଟି ଆର୍ଥିକ ସ୍ଥିତି ଅନୁକୂଳ ରହିବ । ମାସର ପ୍ରଥମରୁ ଆର୍ଥିକ ଲାଭ ହେବ । ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ । ବ୍ୟବସାୟରେ ବିକାଶ ହେବ । ଏହି ସମୟରେ ଉପକୃତ ହେବେ । ପୁରୁଣା ରୁଣରୁ ମୁକ୍ତି ପାଇବେ । ଏହି ମାସରେ ବିଦେଶରେ କରୁଥିବା ବ୍ୟବସାୟ ଭଲ ଚାଲିବ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ମାର୍ଚ୍ଚ ମାସଟି ଅତ୍ୟନ୍ତ ଶୁଭ ରହିଛି । ମା ଲକ୍ଷ୍ମୀଙ୍କ କୃପାରୁ ଧନ ଆପଣଙ୍କ ଜୀବନରେ ଆସିବ । ପୈତୃକ ସମ୍ପତିର ବିବାଦର ଅନ୍ତ ହେବ । ଭାଗ୍ଯର ସହଯୋଗ ପାଇବେ । ଏହି ସମୟରେ ଟଙ୍କା ଆସିବ । କଠିନ ପରିଶ୍ରମର ଫଳ ମିଳିବ । ଶେୟାର ବଜାରରେ ବିନୋଯୋଗ କରି ଆପଣ ବହୁତ ଲାଭବାନ ହେବେ ।

ମିଥୁନ ରାଶି : ମାର୍ଚ୍ଚ ମାସଟି ଆପଣଙ୍କ ପାଇଁ ଶୁଭ ରହିଛି । ଆର୍ଥିକ ସ୍ଥିତି ଦୃଢ ହେବ । କୌଣସି କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହେବ କିନ୍ତୁ ଦୁଇ ଗୁଣା ଅର୍ଥ ଆସିବ । ପରିବାରର ସଦସ୍ୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ । ସଂପୂର୍ଣ୍ଣ ସୁଖ ପ୍ରାପ୍ତ କରିବେ । ନୂତନ କ୍ଷେତ୍ରରେ ବ୍ୟବସାୟରେ ବିସ୍ତାର କରିବେ । ପୈତୃକ ସମ୍ପତିର ଲାଭ ପାଇବେ ।

Leave a Reply

Your email address will not be published. Required fields are marked *