କେବେ ହବ ବିବାହ ? କାହା ସହ ହେବ ଆପଣଙ୍କ ବିବାହ? Love ମ୍ୟାରେଜ ହେବ ନା Arrange ? ଜାଣିବା ପାଇଁ ବାଛନ୍ତୁ ଗୋଟେ ଚିତ୍ର !

ବନ୍ଧୁଗଣ ବାହାଘରକୁ ନେଇ ପ୍ରତେକ ବ୍ୟକ୍ତିଙ୍କ ମନରେ କିଛି ନା କିଛି ସ୍ଵପ୍ନ ଥାଏ । ଆଉ ସେହି ସ୍ଵପ୍ନ ଯେବେ ସାକାର ହୁଏ ନା ସେ ଖୁସି ନ କହିଲେ ସରେ । ତେବେ ବାହାଘର କେବେ ହେବ ଆଉ ଜୀବନସାଥି କେମିତି ହୋଇଥିବା ତାହାକୁ ନେଇ ମଧ୍ୟ ଅନେକଙ୍କ ମତରେ ଚିନ୍ତା ଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ନମ୍ବର ଯଥା 111, 222 ଓ 333 ।

ଆପଣଙ୍କ ବିବାହର ଡେଟ କେବେ ହେବ, ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ ତାହା ଆପଣ ଏହି 3ଟି ନମ୍ବର ମଧ୍ୟରୁ ଗୋଟେ ନମ୍ବର ବାଛି ଜାଣି ପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । 1- ପ୍ରଥମ ନମ୍ବର : ଯଦି ଆପଣ 111 ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ବିବାହ ହେବାର 3 ମାସ ସମୟ ଅଛି । ହୋଇପାରେ ବହୁତ ଜଲ୍ଦି ମଧ୍ୟ ନିର୍ବନ୍ଧ ବା ବିବାହ ହୋଇପାରେ ।

ଆପଣଙ୍କ ମ୍ୟାରେଜ ଡେଟ ଫିକ୍ସ ହୋଇପାରେ ମଧ୍ୟ । ଆପଣଙ୍କ ବିବାହ ଖରା ଦିନରେ ହୋଇପାରେ । ବହୁତ ସାରା ଲୋକ ଏମିତି ବି ଅଛନ୍ତି କି ଯେଉଁ ମାନଙ୍କର ମ୍ୟାରେଜ ସ୍ଥିର ହୋଇ ସାରିଛି । ଆପଣଙ୍କ ଲାଇଫ ପାର୍ଟନର ବହୁତ ଭଲ ମଣିଷ ହେବ ସହ ବୁଦ୍ଧିମାନ, ଧନବାନ ହୋଇଥିବେ । ତାଙ୍କ ପାଖରେ ଟଙ୍କାର ଅଭାବ ଦେଖାଯିବ ନାହି । ଘର ପରିବାର ବହୁତ ଭଲ ହୋଇଥିବ । ତାଙ୍କ ଠାରେ ଆତ୍ମବିଶ୍ଵାସ ବହଡୁ ରହିଥିବ ।

2- ଦ୍ଵିତୀୟ ନମ୍ବର : ଆପଣ 222 ନମ୍ବର ଚୁଜ କରିଥିଲେ ଆପଣଙ୍କର ବିବାହ ବହୁତ କମ ସମୟ ରହିଛି ବାହାଘର ପାଇଁ । କିଛି ଲୋକଙ୍କର ମ୍ୟାରେଜ ସ୍ଥିର ହୋଇ ସରାଇଛି ଆଉ କିଛି ଲୋକଙ୍କର ମ୍ୟାରେଜ ହେବାକୁ ଯାଉଛି । ହୋଇପାରେ ଏକରୁ ଦେଢ ମାସ ଭିତରେ ବାହାଘର ହେବାକୁ ଯାଉଛି । ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଗୁଡ ଲକ ନେଇକି ଆସିବେ ।

ସେ ଆସିଲେ ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବ । ସେ ଆପଣଙ୍କୁ ବୁଝିବେ । ସେ ଆପଣଙ୍କୁ ସର୍ବଦା ଖୁସିରେ ରଖିବେ । ଆପଣ ବହୁତ ଜଲ୍ଦି ରାଗି ଯାଇଥାନ୍ତି ତେଣୁ ସେ ଆପଣଙ୍କୁ ବୁଝାଇବେ । ମ୍ୟାରେଜ ପରେ ଆପଣଙ୍କ ଲାଇଫ ପୁରା ଚେଞ୍ଜ ହୋଇଯିବ ।

3- ତୃତୀୟ ନମ୍ବର : ଆପଣ 333 ନମ୍ବର ଚୟନ କରିଥିଲେ ଆପଣଙ୍କ ମ୍ୟାରେଜ ଶୀତ ଦିନରେ ହୋଇପାରେ । ଲଭ ମ୍ୟାରେଜର ଚାନ୍ସ ଅଧିକ ରହିଛି । ଆପଣଙ୍କ ବିବାହ 8ରୁ 9 ମାସ ଅଛି । ଆପଣଙ୍କ ବିବାହ ଏମିତି ସିଜିନରେ ହେବ ଯାହା ପାଇଁ ଆପଣ ବହୁତ ଖୁସି ହେବେ । ଆପଣଙ୍କ ଲାଇଫ ପାର୍ଟନର ବହୁତ ପଜେଟିଭ ଅଟନ୍ତି । ସେ ଆପଣଙ୍କୁ ଜାଣିଛନ୍ତି ଆପଣ ମଧ୍ୟ ତାଙ୍କୁ ଜାଣିଛନ୍ତି ।

ଆପଣ ତାଙ୍କ ସହ କଥା ହୋଇଛନ୍ତି ଦେଖିଛନ୍ତି ମଧ୍ୟ । ସେ ଆପଣଙ୍କ ଲାଇଫରେ ସବୁ କିଛି ହେବେ । ଆପଣ ତାଙ୍କ ସହ ପୁରା ଜୀବନ ବିତାଇବେ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *