ଦୀର୍ଘ 15 ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଉଛନ୍ତି ଏହି 6 ଟି ରାଶି, ମିଳିବ ଶନିଦେବ ଙ୍କ କୃପା, ଜୀବନରେ ହେବ ଧନର ବର୍ଷା

ଦର୍ଶକ ବନ୍ଧୁ ହିନ୍ଦୁ ଧର୍ମରେ ଶନିଙ୍କୁ ନ୍ୟାୟର ଦାତା କୁହାଯାଏ । ଏହା ସହ ଭଗବାନ ଶନିନୁ ପାପର ଦାତା ମଧ୍ୟ କୁହାଯାଏ । କାରଣ ଯେଉଁ ବ୍ୟକ୍ତି କର୍ମ କରିଥାଏ ଶନିଦେବ ତାଙ୍କୁ ସେଭଳି ଫଳ ଦେଇଥାନ୍ତି । ଶନିଦେବଙ୍କ କୃପା ହେଲେ ବ୍ୟାକୀତ୍ୟର ଜୀବନ ସୁଖ ସମୃଦ୍ଧି ଆସିଥାଏ । ଯେଉଁ ଲୋକ ଖରାପ କର୍ମ କରିଥାଏ ତାକୁ ଦଣ୍ଡ ଦେଇଥାନ୍ତି । ଯେଉଁ ଲୋକ ଭଲ କର୍ମ କରିଥାଏ ତାକୁ ଭଲ ଫଳ ଦେଇଥାନ୍ତି ।

ଏବେ ଶନିଦେବ ପ୍ରସନ୍ନ ହୋଇଛନ୍ତି ଏହି ୬ଟି ରାଶିଙ୍କ ଉପରେ । ଆଜି ଆମେ ଆପଣଙ୍କୁ ଶନିଦେବଙ୍କ ପ୍ରିୟ ରାଶି ବିଷୟରେ କହିବାକୁ ଯାଉଛୁ ।ମିଥୁନ ରାଶି : ମିଥୁନ ରାଶି ଶନିଙ୍କ ପ୍ରିୟ ରାଶି ହୋଇଥାନ୍ତି । ଏମାନଙ୍କ ଠାରେ ଖରାପ ଗୁଣ ନ ଥାଏ । ଏମାନେ ଲୋକଙ୍କୁ ସାହାଜ୍ଯ କରିବା ସହ ଜୀବନକୁ ଖୁସିରେ ବ୍ଯତୀତ କରିଥାନ୍ତି । ଏମିତି ଲୋକ ଶନିଦେବଙ୍କୁ ସର୍ବଦା ପସନ୍ଦ ଆସିଥାନ୍ତି । ଏମାନଙ୍କ ଉପରେ ଶନିଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ ।

ମକର ରାଶି : ମକର ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଭଗବାନ ଶନି । ତେଣୁ ଏମାନଙ୍କ ଉପରେ ଶନି ଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ଭଗବାନ ଶନି ଏମାନଙ୍କ ଜୀବନରେ ସୁଖ ପ୍ରଦାନ କରିଥାନ୍ତି । ଏମାନେ ନିଜ ପର୍ସରେ ମୟୁର ପର ରଖିଲେ ଶୁଭ ଫଳ ମିଳିଥାଏ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ବହୁତ ମେହନତୀ ହୋଇଥାନ୍ତି । ଏମାନେ ଅନ୍ୟକୁ ସାହାଜ୍ଯ କରିବାକୁ ଆଗେଇ ଆସିଥାନ୍ତି । ଏମାନେ ଅସହାୟ ଲୋକଙ୍କୁ ସାହାଜ୍ଯ କରନ୍ତି । ଭଗବାନ ଶନିଙ୍କୁ ଏମିତି ବ୍ୟକ୍ତି ପସନ୍ଦ ଆସିଥାନ୍ତି ।

ତୁଳା ରାଶି : ଏହି ରାଶିର ଲୋକ ମାନେ ଆଶାବାଦୀ, ଅନ୍ୟ କୁ ସାହାଜ୍ଯ କରିବା ଭଳି ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଠାରେ ନୀଡର ରହିଥାଏ । ଆପଣ ସର୍ତ୍ତନ ଅନୁଯାୟୀ ଜୀବନ ବ୍ଯତୀତ କରନ୍ତି । ଭଗବାନ ଶନିଙ୍କୁ ଏମାନେ ବହୁତ ପସନ୍ଦ ଆସିଥାନ୍ତି ।

କୁମ୍ଭ ରାଶି : ଏହି ରାଶିର ଲୋକ ତରବର ହୋଇ ନିସ୍ପତି ନିଅନ୍ତି ଅନହି । କାମ କରିବା ପୂର୍ବରୁ ଏମାନେ ବିଚାର ବିମର୍ଶ କରନ୍ତି । ପରିବାର ଓ ପରିଜନଙ୍କ ସହ ଏମନଙ୍କର ସମ୍ପର୍କ ଭଲ ରହିଥାଏ । ଏମାନେ କାହାକୁ ଦୁଖ ଦିଅନ୍ତି ନାହି । ଏମାନେ ବହୁତ ପରିମାଣରେ ଅସହାୟ ଲୋକଙ୍କୁ ସାହାଜ୍ଯ କରିଥାନ୍ତି । ଏମାନେ ଭଗବାନ ଶନିଙ୍କ ଅତି ପ୍ରିୟ ହୋଇଥାନ୍ତି ।

କର୍କଟ ରାଶି : ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଭଗବାନ ଶନିଦେବ । ଏହି ରାଶିର ଲୋକେ ସରଳ, ଶାନ୍ତ ସ୍ଵଭାବର ଅଟନ୍ତି । ଏମାନଙ୍କୁ ଭଗବାନ ଶନିଙ୍କ ଉପାସନା କରିବା ଜରୁରୀ ଅଟେ । ଚେଷ୍ଟା କରନ୍ତୁ ଏହା କରିବା ପାଇଁ । ଏମାନେ ନିଜର ସଂପର୍କକୁ ନେଇ ଗଭୀର ହୋଇଥାନ୍ତି । ଏମାନେ ଗରିବ ଲୋକଙ୍କୁ ସାହାଜ୍ୟ କରିଥାନ୍ତି । ଭଗବାନ ଶନିଙ୍କୁ ଏମିତି ଲୋକ ବହୁତ ପସନ୍ଦ ଆସନ୍ତି ।

Leave a Reply

Your email address will not be published. Required fields are marked *