Jyotish Shastra- ପଣା ସଂକ୍ରାନ୍ତି ଠାରୁ ସୁନା ଠାରୁ ବି ଅଧିକ ଚମକିବ ଏହି 6 ଟି ରାଶିର ଭାଗ୍ୟ, ଏଥିରେ ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଏପ୍ରିଲ 14ରେ ପଡୁଛି ପବିତ୍ର ମହାବିଷୁବ ପଣା ସଙ୍କ୍ରାନ୍ତି । ଏହି ଦିନ ହନୁମାନ ଜୟନ୍ତୀ ମଧ୍ୟ ପଡୁଛି । ତା ସହ ସୂର୍ଯ୍ୟଦେବ ବିଷୁବ ରେଖାକୁ ଗତି କରିବେ ଏବଂ ଏହି ଦିନକୁ ଓଡିଆ ଲୋକେ ଓଡିଆ ନବ ବର୍ଷ ଭାବେ ପାଳନ କରିଥାନ୍ତି । ଜ୍ୟୋତିଶଙ୍କ ମତରେ ଏହିପରି ବିରାଟ ପରିବର୍ତ୍ତନ ସହ ଗ୍ରହ ମାନଙ୍କର ଗୋଚର କାରଣରୁ କିଛି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ଏପ୍ରିଲ 14 2023 ଠାରୁ 2025 ଯାଏଁ କିଛି ରାଶିଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ଏହି ରାଶି ଏହି ଦିନ ଠାରୁ ରାଜାଙ୍କ ଭଳି ସମୟ କଟାଇବେ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଆପଣଙ୍କ ପାଇଁ ପଣା ସଙ୍କ୍ରାନ୍ତି ଠାରୁ ଦିନ ଗୁଡିକ ବହୁତ ଶୁଭ ସାବ୍ଯସ୍ତ ହେବାକୁ ଯାଉଛି । ଯାହା ଫଳରେ ଏମାନଙ୍କର ସମୟ ଖୁବ ଆନନ୍ଦମୟ ହେବାକୁ ଯାଉଛି । ଆର୍ଥିକ ପକ୍ଷରେ ଦୃଢ ଆସିବ । କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ଜୀବନର ଉନ୍ନତିର ମାର୍ଗ ଖୋଲିବ । ନୂଆ ଯୋଜନା ପ୍ରସ୍ତୁତ କରିବେ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ଓଡିଆ ନବ ବର୍ଷ ଠାରୁ ପ୍ରଭୁ ହନୁମାନଙ୍କ କୃପାରୁ ଭାଗ୍ୟ ଉଦୟ ହେବାକୁ ଯାଉଛି । ଯାହା ଫଳରେ ଏମାନେ ସାମାଜିକ ସ୍ତରରେ ମାନ ସମାନ ପ୍ରାପ୍ତ କରିବେ । ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଆର୍ଥିକ ପକ୍ଷ ମଜବୁତ ହେବାକୁ ଲାଗିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା ରାଶି : ଆପଣଙ୍କ ପାଇଁ 2023 ଏପ୍ରିଲ 14 ଠାରୁ 2025 ପର୍ଯ୍ଯନ୍ତ ପ୍ରଭୁ ହନୁମାନଙ୍କ କୃପାରୁ ଭାଗ୍ୟ ଉଦୟ ହେବାକୁ ଯାଉଛି । ଯାହା ଫଳରେ ଏମାନଙ୍କ ଭାଗ୍ୟରେ ଅଚାନକ ଧନ ପ୍ରାପ୍ତ ହେବାକୁ ଯାଉଛି । ଭାଗ୍ଯର ସହଯୋଗ ମିଳିବ । ସାମାଜିକ ସ୍ତରରେ ବୃଦ୍ଧି ହେବ । ଆପଣ ଧନବାନ ହେବାକୁ ଯାଉଛନ୍ତି । ସବୁ ପ୍ରକାରର ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ ।

କନ୍ୟା ରାଶି : ଆପଣଙ୍କ ପାଇଁ ସଙ୍କ୍ରାନ୍ତି ଠାରୁ ଭାଗ୍ୟ ଚମକିବାକୁ ଯାଉଛି । ଯାହା ଫଳରେ ଭବିଷ୍ୟକୁ ନେଇ ଯେଉଁ ଚିନ୍ତା ରହିଥିଲା ତାହା ଦୂର ହେବ । ବଡ ଭଉଣୀଙ୍କ ଠାରୁ ଲାଇଫ ଚେଞ୍ଜ କରିବାର ପରାମର୍ଶ ମିଳିପାରେ । ଅଯଥା ଖର୍ଚ୍ଚ ବନ୍ଦ ହେବ । ଟଙ୍କାର ଆବଶ୍ୟକ ପଡିଲେ ସଙ୍ଗେ ସଙ୍ଗେ ଟଙ୍କା ମିଳିବ ।

ମିଥୁନ ରାଶି : ଆପଣଙ୍କ ପାଇଁ ଓଡିଆ ନବ ବର୍ଷ ବହୁତ ଭଲ ସାବ୍ୟସ୍ତ ହେବ । ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ । ଏହି ଦିନ ଠାରୁ ଆପଣଙ୍କର ଶୁଭ ସମୟର ଆରମ୍ଭ ହେବ । ଯାହା ଫଳରେ ଆପଣ ଯାନବାହାନ କ୍ରୟ କରିପାରନ୍ତି । ଜୀବନରେ ପଜେଟିଭ ପରିଣାମ ଦେଖିବାକୁ ମିଳିବ । ଏମାନଙ୍କର ଧନରେ ବୃଦ୍ଧି ଘଟିବ ।

ମକର ରାଶି : ଆପଣଙ୍କ ପାଇଁ ପଣା ସଙ୍କ୍ରାନ୍ତି ଠାରୁ ଭାଗ୍ୟ ଚମକିବାକୁ ଯାଉଛି । ଆପଣଙ୍କୁ ଖୁସି ଖବର ପ୍ରାପ୍ତ ହେବ । ଘରେ ପୂଜା ପାଠର ଆରମ୍ଭ କରିବେ । ଯାହା ଦ୍ଵାରା ପଜେଟିଭ ଅନୁଭବ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *