କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ କାର୍ଡ ରିଡିଂ ର ବିଷୟ ଯାହା ସାହାର୍ଯ୍ୟରେ ଆପଣ ଜାଣି ପାରିବେ, ଆପଣ ଏହା ଦ୍ଵାରା ଆପଣଙ୍କ ପର୍ସନ ଆପଣଙ୍କୁ ନେଇ କଣ ବିଚାର କରୁଛନ୍ତି ତାହା ଜାଣିପାରିବେ । ଆପଣ କାହା ବିଷୟରେ ଜାଣିବାକୁ ଚାହୁଁ ଥିଲେ କିମ୍ବା ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ତାହା ଜାଣିବା ପାଇଁ ଆପଣଙ୍କୁ 3ଟି ପ୍ରଜାପତି ମଧ୍ୟରୁ ଗୋଟେ ବାଛିବାକୁ ପଡିବ ।

ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣ ଅଲଗା ଅଲଗା ଲୋକଙ୍କ ପାଇଁ ଏହା ଜାଣି ପାରିବେ । ଆସନ୍ତୁ ଜାଣିବା ବିସ୍ତାର ଭାବେ । 1- ପ୍ରଥମ ନମ୍ବର : ଆପଣ ପ୍ରଥମ ନମ୍ବର ଚୁଜ କରିଥିଲେ ଆପଣଙ୍କର ଓ ଆପଣଙ୍କ ସାଥି ଙ୍କ ମଧ୍ୟରେ କଥା ହେଉ ନାହାନ୍ତି । ଟିକେ ସମୟ ନେବାକୁ ଚାହୁଁ ଛନ୍ତି ଆପଣଙ୍କ ପର୍ଶନ । ଆପଣ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ଏମିତି ସେ ଭାବୁଛନ୍ତି । କିନ୍ତୁ ଆପଣ ଅଧିକ ଚିନ୍ତା କରୁଛନ୍ତି ।

ଆପଣ କୌଣସି କାମରେ ତରବର ହୁଅନ୍ତି ନାହି । ଆତ୍ମବିଶ୍ବାସର କମି ଅଛି ଆପଣଙ୍କ ଠାରେ । ଆପଣ ଲୋକଙ୍କ ହିସାବରେ ନିଜର ନିସ୍ପତି ନେଇଥାନ୍ତି । ଆପଣଙ୍କ ପର୍ଶନ ଏମିତି ଭାବୁଛନ୍ତି ଆପଣଙ୍କୁ ନେଇ । ତାଙ୍କୁ ଲାଗୁଛି ଆପଣ ସବୁ କିଛି କରିପାରିବେ । ତଥାପି ଆପଣ କିଛି ନିସ୍ପତି ଠିକ ଟାଇମରେ ନେଇପାରୁ ନାହାନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ବହୁତ ଖୁସି ଅଛନ୍ତି । ସେ ଭାବୁଛନ୍ତି ଆପଣ ଏବେ ଲାଇଫରେ ଖୁସି ଅଛନ୍ତି । ଆପଣଙ୍କୁ ଘର ପରିବାର ବନ୍ଧୁ ସମସ୍ତେ ଭଲ ମିଳିଛନ୍ତି । ଆପଣଙ୍କ ସହ ଯିଏ ବନ୍ଧୁତା କରିଛି ସେ ଲକି ଅଟନ୍ତି । ଆପଣ ଲୋକଙ୍କୁ ବହୁତ ଖୁସି ରଖନ୍ତି । ଆପଣଙ୍କ ଲାଇଫରେ ବହୁତ ଭଲ ସମ୍ପର୍କ ଅଛି ।

ଆପଣ ଜୀବନରେ ସବୁ ଜିନିଷରେ ସମ୍ପନ୍ନ ଅଛନ୍ତି । ଆନ ବହୁତ ଭାଗ୍ୟଶାଳୀ ଅଟନ୍ତି ଏମିତି ସେ ଭାବୁଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ଆପଣଙ୍କ ସହ ସର୍ବଦା ରହିବାକୁ ଚାହୁଁ ଛନ୍ତି । ଆପଣଙ୍କ ସହ ସେ ନିଜ ଲାଇଫକୁ ଦେକୁଛନ୍ତି । ଟୃ ଲଭ ଆପଣଙ୍କ ପ୍ରତି ରହିଛି ।

3- ତୃତୀୟ ନମ୍ବର : ଆପଣ ତୃତୀୟ ନମ୍ବର ଚୟନ କରିଥିଲେ ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ଆପଣଙ୍କର ନିସ୍ପତି କୁ ଅପେକ୍ଷା କରିଛନ୍ତି । ସେ ଭାବୁଛନ୍ତି ଆପଣ ତାକୁ କିଛି କୁହନ୍ତି । ଆପଣ ବହୁତ ଭଲ । ଆପଣ କେବେ ବି କାହା ସହ ଭୁଲ କରିବେ ନାହି । ସେ ଆପଣଙ୍କ ସହ ସଚ୍ଚା ଭଲ ପାଇବା ରଖୁଛନ୍ତି । ଆପଣ କାହା ପ୍ରତି ଅନ୍ୟାୟ କରନ୍ତି ନାହି ।

ଏବେ ଆପଣଙ୍କ ପର୍ଶନ କିଛି କଥାକୁ ନେଇ ଅପେକ୍ଷା କରିଛନ୍ତି । ଆପଣ କେବେ ନିଜ ମନ କଥା କହିବେ ସେ ଭାବୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *