ଘର ଛାଡି ପଳେଇବେ ସବୁ ମୂଷା, ଦେଖନ୍ତୁ ମୂଷା ମାରିବାର ସବୁଠୁ ସହଜ ଏବଂ ଚମତ୍କାରୀ ଘରୋଇ ଉପାୟ

ବନ୍ଧୁଗଣ ଘରେ ମୂଷା ରହିଲେ ଅନେକ ହଇରାଣ କରିଥାନ୍ତି ତାହା ଆପଣ ମାନେ ଜାଣିଥିବେ । ଏମିତିକି ଦାମୀ ଜିନିଷକୁ ମୂଷା ଖରାପ କରି ଦିଅନ୍ତି । ସେଥିପାଇଁ ବଜାରୁ ଆମେ ମୂଷା ମରା ଔଷଧ ଆଣିଥାଉ । କିନ୍ତୁ ତାହା ଆମ କୋଟ ପିଲାଙ୍କ ପାଇଁ କ୍ଷତିକାରକ ଅଟେ । ଆମେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ମୂଷା ମରିଯିବେ ।

ପ୍ରଥମ ସାମଗ୍ରୀର ଆବଶ୍ୟକ ହେଉଛି ଜର୍ଦା । ଜର୍ଦା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । କିନ୍ତୁ ଏହା ମୂଷାଙ୍କ ପାଇଁ ବି କ୍ଷତିକାରକ ହୋଇଥାଏ । ଏହାର ସେବନ ଦ୍ଵାରା ମୂଷା ମାନେ ବେହୋସ ହୋଇ ପାଣି ପାଇଁ ବାହାରକୁ ଚାଲି ଆସନ୍ତି । ଏଥିପାଇଁ ଆପଣଙ୍କୁ ଆବଶ୍ୟକ 1 ଚାମଚ ଜର୍ଦା ର ପ୍ରୟୋଗ କରଟୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଶୁଦ୍ଧ ଦେଶୀ ଗାଈ ଘିଅ । ମୂଷାଙ୍କୁ ଘିଅର ସ୍ମେଲ ବହୁତ ଭଲ ଆସିଥାଏ ।

ଏବେ ଏକ ଚାମଚ ଘିଅ ନେଇ ଜର୍ଦାରେ ମିଶ୍ରଣ କରନ୍ତୁ । ତା ପରେ ତୃତୀୟ ସାମଗ୍ରୀ ହେଉଛି ବେସନ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଆପଣ ଚାହିଁଲେ ଅଟାର ପ୍ରୟୋଗ କରିପାରିବେ । 2 ଚାମଚ ବେଶନ ଆଡ କରି ଅଟା ଦଳିବା ଭଳି ଏହାକୁ ଚକଡନ୍ତୁ । ଏହାକୁ ବେସୀ ହାଡ ନ କରି ନରମ ରଖିବେ । ଏହାକୁ ଅଟା ଗୁଳା ଭଳି ଏକ ଗୋଳା ତିଆରି କରନ୍ତୁ ।

ଏଥିରେ ଆଉ ଅଳ୍ପ ଘିଅ ମିଶାଇ ଦିଅନ୍ତୁ ଯାହାର ସ୍ମେଲ ମୂଷା ଙ୍କୁ ଅଧିକ ଆକର୍ଷିତ କରିବ । ଆପଣ ଏହି ଅଟା ଗୁଆର ଛୋଟ ଛୋଟ ଗୁଳା କରି ଦିଅନ୍ତୁ । ଆପଣ ଯେପରି ମୂଷା ମରା ଔଷଧ ମୂଷାଙ୍କୁ ଦିଅନ୍ତି ଠିକ ସେହିପରି ମୂଷା ମାନେ ଯେଉଁଠି ଅଧିକା ଥିବେ ସେହି ଗୁଳା ରୁ ଗୋଟେ ଗୋଟେ ପକାଇ ଦିଅନ୍ତୁ । ଏହାର ସୁଗନ୍ଧ ରେ ମୂଷା ଆକର୍ଷିତ ହୁଏ ଏବଂ ଆସି ଏହାକୁ ଖାଇଥାଏ ।

ଯେବେ ଆପଣ ଏହି ରେମେଡି କୁ ମୂଷା ଙ୍କୁ ଖାଇବାକୁ ଦେବେ ଧ୍ୟାନ ରଖିବେ ସେତେବେଳେ ପାଣି  କୁ ସଂପୂର୍ଣ୍ଣ ଲୁଚାଇ ଦେବେ । ମୂଷା ଙ୍କ ଠାରୁ ପାଣି କୁ ଦୂରେଇ ରଖିବେ । କାରଣ ଏହି ଗୁଳା ଖାଇବା ଆରେ ମୂଷା ବେହୋସ ଅବସ୍ଥାକୁ ଆସିବେ ଆଉ ପାଣି ଖୋଜିବେ ।

ଆପଣଙ୍କ ଘରୁ ପାଣି ପାଇଯିବେ ତେବେ ଘର ବାହାରକୁ ଯିବେ ନାହି । ତେଣୁ ଏହାର ପ୍ରୟୋଗ କରିବା ସମୟରେ ପାଣି ଲୁଚାଇ ଦିଅନ୍ତୁ । ମୂଷା ଯେମିତି ପଣି ପିଇବା ନାହି । ଦେଖିବେ ମୂଷା ଜୀବନ ବିକଳରେ ଘରୁ ବାହାରକୁ ପଳାଇବ । ଏହାର ସେବନରେ ମୂଷା ମାନେ ତୁରନ୍ତ ଘରୁ ବାହାରିଯିବେ । ଏହି ରେମେଡି ବ୍ୟବହାର ହେବା ମାତ୍ରେ ଏହାର ଅସର ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *