କାହାର ନାମ ଭାବି ବାଛନ୍ତୁ ଯେ କୌଣସି 1 ଚିତ୍ର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ବନ୍ଧୁଗଣ ପ୍ରତେକ ମଣିଷ ନିଜର ବର୍ତ୍ତମାନର ସ୍ଥିତି ଜାଣିଆ ପାଇଁ ଜ୍ଯୋତିଷ ଶାସ୍ତ୍ରର ସହର ନେଇଥାନ୍ତି । କିଛି କ୍ଷେତ୍ରରେ ମଣିଷ ଅନେକ କଥା ଜାଣିପାରେ ମଧ୍ୟ । କିନ୍ତୁ ଟାର୍ଟୋ କାର୍ଡ ସାହାଜ୍ଯ ରେ ମଧ୍ୟ ଆପଣ ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ କଥା ଜାଣିପାରିବେ । ତେବେ ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଧାରଣ ରହିଛି ତାହା ଜାଣିବାକୁ ଚାହୁଁଛନ୍ତି କି ? ତେବେ 3ଟି ହାତୀ ଚିତ୍ର ମଧ୍ୟରୁ ବାଛନ୍ତୁ କୌଣସି ଗୋଟେ ଚିତ୍ର । ଏହା ଟାଇମଲେସ ରିଡିଙ୍ଗ ଅଟେ ।

1- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ ଅନୁଭବ କରୁଛନ୍ତି ଆପଣଙ୍କ ବିନା କିଛି ନାହି । ଆପଣ ଅଛନ୍ତି ତ ତାଙ୍କର ସବୁ କିଛି ଅଛି । ଜୀବନରେ ଖୁସି ଦେଖିଲେ ସେ ଆପଣଙ୍କ ସହ ଦେଖନ୍ତୁ । ଲାଇଫରେ ଆପଣଙ୍କୁ ନେଇ ସବୁ କିଛି ଭାବୁଛନ୍ତି । ଆପଣଙ୍କ ବିଷୟରେ ବହୁତ ପଜେଟିଭ ଚିନ୍ତା ଅରୁଛନ୍ତି । ତାଙ୍କୁ କିଛି ଦରାକର ନାହି । ଆପଣ ଅଛନ୍ତି ତ ସବୁ ଅଛି । ଆପଣ ଧନ ସମ୍ପତିର ଲୋଭ କରନ୍ତି ନାହି ଆପଣଙ୍କୁ ବାସ ପ୍ରେମ ଦରକାର ।

2- ଦ୍ଵିତୀୟ ନମ୍ବର : ଆପଣ ଯଦି ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କର ନ୍ଯାଚୁରାଲ ସମ୍ପର୍କ ଅଛି । ଯାହା ଅଛି ଆଗରେ ଅଛି କିଛି ଲୁଚା ଛପା ନାହି । ଆପଣ ଯାହା ଆପଣଙ୍କ ପର୍ଶନଙ୍କୁ କୁହନ୍ତି ସେ ତାହା ଗ୍ରହଣ କରନ୍ତି । ଆପଣଙ୍କର ସମ୍ପର୍କ ଖୋଲା ବହି ଭଳି । ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି । ସେ ଆପଣଙ୍କୁ ବହୁତ ସମ୍ମାନ କରନ୍ତି । ସାରା ଜୀବନ ସେ ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁ ଛନ୍ତି । ଆପଣ କେବେ ଭୁଲ କରିବେ ନାହି । ଆପଣ ପ୍ରତେକ ସ୍ଥିତିରେ ସାଥ ନିଭାଇବେ । ଆପଣ ସ୍ଵାର୍ଥୀ ନୁହନ୍ତି ଯାହା ତାଙ୍କୁ ଅଧିକ ଆକର୍ଷିତ କରୁଛି ।

3- ତୃତୀୟ ନମ୍ବର : ଅପାନଙ୍କ ପରସନ ଏବେ ବହୁତ ଦୁଖି ଆଉ ନିରାଶ ଅଛନ୍ତି । ସେ ଚୁପଚାପ ରହି ଆପଣଙ୍କ ବିଷୟରେ ଭାବୁଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ କୁ ନେଇ ଭାବୁଛନ୍ତି । ଏମିତି କିଛି କଥା ତାଙ୍କ ମନରେ ଚାଲିଛି ଯାହା ପାଇଁ ସେ ଜୀବନରେ ଖୁସି ସାଉଁନ୍ଟି ପାରୁ ନାହାନ୍ତି । ଆପଣ ଦୁହିଙ୍କ ମଧ୍ୟରେ କିଛି ଏମିତି ହୋଇଛି । ହୋଇପାରେ ଆପଣ ତାଙ୍କୁ ବ୍ଲକ କରିଛନ୍ତି ବା ସେ ଆପଣଙ୍କୁ ବ୍ଲକ କରିଛନ୍ତି ।

ଏହା ଭାବି ସେ ଦୁଖୀ ହେବାକୁ ଚାହୁଁ ଛନ୍ତି । ସେ ଆପଣଙ୍କ ଆଡକୁ ଆସିବାକୁ ଚାହୁଁ ଛନ୍ତି କିନ୍ତୁ ଏହା ତାଙ୍କ ପକ୍ଷେ ସମ୍ଭବ ହେଉ ନାହି । ସେ ଭାବୁଛନ୍ତି ଆପଣ ତାଙ୍କୁ ଦୁଖୀ କରୁଛନ୍ତି ବ ଦୁଖ ଭଳି କଥା କହୁଛନ୍ତି । କାରଣ ଆପଣ ନିଜେ ଜୀବନରେ ଦୁଖୀ ଅଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *