ଗାଈ ପୁଛକୁ ପିନ୍ଧିବାର ଚମତ୍କାରି ଫାଇଦା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ଗୋ-ମାତା ସମୁଦ୍ର ମନ୍ଥନ ସମୟରେ ଉତପନ ହୋଇଥିଲେ । ଜଗତ କଲ୍ୟାଣ ପାଇଁ ଦେବତାଙ୍କୁ ନିଜ ଶରୀରରେ ସ୍ଥାନ ଦେଇଛନ୍ତି ଗୋ-ମାତା । ଗୋ-ମାତା ଙ୍କର କ୍ଷୀରକୁ ଅମୃତ ମାନା ଯାଇଥାଏ । ତାଙ୍କର କ୍ଷୀର ପିଇବା ଦ୍ଵାରା ସବୁ ପ୍ରକରାର ରୋଗ ଦୂର ହୋଇଥାଏ । ବେଦ ଅନୁଯାୟୀ ଗୋମାତା ଙ୍କର ପୁଛ ରେ ଭଗବାନ ହନୁମାନଙ୍କର ବାସ ହୋଇଥାଏ । ଏହା ବେଦ ଶାସ୍ତ୍ରରେ ଉଲେଖ ଅଛି ।

ଆଜି ଆମେ ଆପଣଙ୍କୁ କହିବୁ ଗୋ-ମାତା ଙ୍କ ପୁଛ କୁ ପିନ୍ଧିବା ଦ୍ଵାରା ଏହାର ହମତ୍କାରୀ ଫାଇଦା କଣ ହୋଇଥାଏ । ଗୋ-ମାତା ଙ୍କ ଲାଞ୍ଜ ରେ ଝାଡିବା ଦ୍ଵାରା ତତ୍କାଳ ନଜର ଦ୍ରୁଷ୍ଟି ଦୂର ହୋଇଥାଏ । ଆମ ହିନ୍ଦୁ ଧର୍ମରେ ଗୋ-ମାତା ପୂଜନୀୟ ଅଟନ୍ତି । ଯଦି ଆପଣଙ୍କ ଜୀବନରେ ଦୁଖ ଦୁର୍ଭାଗ୍ୟ ଅଛି ତେବେ ଗୋ-ମାତାଙ୍କ ପୁଛ ନିଶ୍ଚୟ ଧାରଣ କରନ୍ତୁ । ଏହା ଦ୍ଵାରା ଜୀବନର ଦୁର୍ଭାଗ୍ୟ ଦୂର ହୋଇଥାଏ ।

ଯେଉଁ ମାନଙ୍କର କୁଣ୍ଡଳୀରେ କାଳ ସର୍ପ ଓ ପିତୃ ଦୋଷ ଲାଗିଛି ତାହା ମୃ-ତ୍ୟୁ ଯୋଗ ହୋଇଥାଏ । ଏଥିରୁ ବଞ୍ଚିବା ପାଇଁ ଗୋ-ମାତା ଙ୍କ ପୁଛରୁ କିଛି ମାତ୍ରାରେ ଚୁଟିକୁ ଅବଶ୍ୟ ଧାରଣ କରନ୍ତୁ । ଧର୍ମ ଶାସ୍ତ୍ରରେ ଗୋ-ମାତା ଙ୍କୁ ଘାସ ଖୁଆଇବା ଦ୍ଵାରା ଅର୍ଣ୍ଣ ଓ ଧନର ଅଭାବ ହୁଏ ନାହି । ଯେଉଁ ଲୋକ ଧନବାନ ହେବାକୁ ଚାହୁଁଛନ୍ତି ସେମାନେ ଗୋ-ମାତା ଙ୍କୁ ଘାସ ଖାଇବାକୁ ଦେବା ଉଚିତ ।

ଗୋ-ମାତାଙ୍କ ସେବା ନିସ୍ଵାର୍ଥପର ଭାବେ କରିଲେ ପୂଣ୍ୟ ମିଳିଥାଏ । ଗୋ-ମାତାଙ୍କ ପୁଛ ଧାରଣ କରିଲେ ନେଗେଟିଭ ଶକ୍ତି କେବେ ଛୁଇଁ ପାରିବ ନାହି । ଆପଣଙ୍କ ଠାରୁ ଦୂରେଇ ରହିବ । ଯଦି ମଙ୍ଗଳ ଦୋଷକୁ ସମାପ୍ତ କରିବାକୁ ଚାହୁଁଛନ୍ତି, ବିବାହରେ ଡେରି ହେଉଛି ତେବେ ଗୋ-ମାତା ଙ୍କ ପୁଛ ରୁ ବାଳ ଧାରଣ କରନ୍ତୁ । ରକ୍ତ ଜନିତ କିଛି ରୋଗ ହୋଇଥିଲେ ଗୋ-ମାତା ଙ୍କ ପୁଛ ବାଳ କୁ ପିନ୍ଧିବା ଦ୍ଵାରା ଅତ୍ୟନ୍ତ ଲାଭ ମିଳିଥାଏ ।

କାରଣ ତାଙ୍କ ପୁଛରେ ପ୍ରଭୁ ହନୁମାନ ଙ୍କ ବାସ ହୋଇଥାଏ । ଭଗବାନ ହନୁମାନଙ୍କୁ ମଙ୍ଗଳ ସ୍ୱରୂପ ମାନାଯାଏ । ଗୋ-ମାତାଙ୍କ ସେବା କରିଲେ ଯେତେ ବଡ ଦୁର୍ଭାଗ୍ୟ ହେଲେ ବି ତାହା ଦୂର ହୋଇଯାଏ । ଏହା ସହ ମା ଲକ୍ଷ୍ମୀ ଓ ପ୍ରଭୁ ହନୁମାନ ଙ୍କ କୃପା ପ୍ରାପ୍ତ ହୁଏ । ଯେଉଁ ଧଳା ରଙ୍ଗର ଗାଈ ଥାନ୍ତି ସେମାନଙ୍କର ପୁଛ କୁ ଧାରଣ କରିବା ଉଚିତ ।

ଏହାକୁ ସର୍ବଦା ତମ୍ବା ତାବିଜରେ 5ଟି ତୁଳସୀ ପତ୍ର ସହ ସିନ୍ଦୁର ନେଇ ମଙ୍ଗଳବାର ଦିନ ଧାରଣ କରନ୍ତୁ । କିଛି ଧୂପକାଠି ଜଳାଇ ତାବିଜରେ ଧୂଆଁ ଦେଖାଇ ଦେବେ । ଆପଣଙ୍କୁ ନିଶ୍ଚୟ ଏହାକୁ ଧାରଣ କରନ୍ତୁ । ଦେଖିବେ ଏହାର ଚମତ୍କାରୀତା କିଭଳି ଭାବେ । ଏହାକୁ ଆପଣ ବିଶ୍ଵାସ ର ସହ ଧାରଣ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରୁ ଦୁଖ ଦୁର୍ଦ୍ଦଶା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *