Jyotish Shastra- 30 ମାର୍ଚ, ପବିତ୍ର ରାମ ନବମୀ ଠାରୁ 6 ଟି ରାଶିରେ ରାଜଯୋଗ, ଆସିବ ଖୁସିର ଦିନ

ବନ୍ଧୁଗଣ ଆପଣ ସମସ୍ତଙ୍କୁ ଆମ ତରଫରୁ ପବିତ୍ର ରାମ ନବମୀର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ । 30 ମାର୍ଚ୍ଚ ଗୁରୁବାର ଦିନ ପାଳିତ ହେବ  ପବିତ୍ର ରାମ ନବମୀ । ଏହି ଦିନ କିଛି ଏପରି କିଛି ବନୁଅଛି କି କିଛି ରାଶିଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଭଗବାନ କୃପା ସମସ୍ତ ରାଶିଙ୍କ ଉପରେ ରହିଥାଏ । କିନ୍ତୁ କିଛି ବିଶେଷ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଓ ସ୍ଥିତି ହିଁ କିଛି ରାଶିଙ୍କର ଭାଗ୍ୟ ନିର୍ଧାରଣ କରିଥାଏ ।

ଏହି ରାମ ନବମୀ ଠାରୁ କିଛି ରାଶିଙ୍କର ବଡ ପରିବର୍ତ୍ତନ ଘଟିବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ସିଂହ ରାଶି : ଏହି ରାଶିର ଲୋକ ମାନଙ୍କୁ ଅନେକ ଖୁସି ପ୍ରାପ୍ତ ହେବାକୁ ଯାଉଛି । ଯାହା ଫଳରେ ଏମାନଙ୍କର ସମୟ ଖୁବ ଆନନ୍ଦମୟ ହେବାକୁ ଯାଉଛି । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହୋଇପାରେ । କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ ।

କୁମ୍ଭ ରାଶି : ଆପଣଙ୍କ ଉପରେ ଭଗବାନ ଶ୍ରୀରାମ ଙ୍କ କୃପା ଦ୍ରୁଷ୍ଟି ଅଧିକ ରହିବ ପବିତ୍ର ରାମ ନବମୀ ଠାରୁ । ଯାହା ଫଳରେ ଆପଣ ସାମାଜିକ ସ୍ତରରେ ମାନ ସମାନ ପ୍ରାପ୍ତ କରିବେ । ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଆର୍ଥିକ ପକ୍ଷ ମଜବୁତ ହେବ । ଦାଂପତ୍ଯ ଜୀବନ ସୁଖମୟ ର ଅହିବ ।

ତୁଳା ରାଶି : ଆପଣଙ୍କ ଉପରେ ପ୍ରଭୁ ଶ୍ରୀରାମ କୃପା କାରଣରୁ ଭାଗ୍ୟରେ ଅଚାନକ ଧନ ପ୍ରାପ୍ତି ହେବାକୁ ଯାଉଛି । ସ୍ଵାସ୍ଥ୍ୟରେ ସୁଧାର ଆସିବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ । ଆପଣଙ୍କୁ ଧନବାନ ହେବାରୁ କେହି ଅଟକାଇ ପାରିବେ ନାହି । ସବୁ ପ୍ରକାରର ଭୌତିକ ସୁଖ ପ୍ରାପ୍ତ ହେବ ।

କନ୍ୟା ରାଶି : ଆପଣଙ୍କ ଉପରେ ମାତା ଦୂର୍ଗାଙ୍କ କୃପା ଦ୍ରୁଷ୍ଟି ଅଧିକ ରହିବ । ଯାହା ଫଳରେ ଆପଣଙ୍କର ଭବିଷ୍ୟତକୁ ନେଇ ଯେଉଁ ଚିନ୍ତା ରହିଥିଲା ତାହା ଦୂର ହେବାରେ ଲାଗିବ । ବଡ ଭଉଣୀ ଙ୍କ ଠାରୁ ଲାଇଫ ଚେଞ୍ଜ ହେବାର ପରାମର୍ଶ ମିଳିପାରେ । ଯେବେ ଟଙ୍କାର ଆବଶ୍ୟକତା ପଡିଲେ ଆପଣଙ୍କୁ ସଙ୍ଗେ ସଙ୍ଗେ ମିଳିବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର ଶୁଭ କାର୍ଯ୍ୟ ଆରମ୍ଭ ହେବ । ଗୁରୁଜନ ମାନଙ୍କ ସହ ସମୟ ବତିତ କରିବେ । ଏହି ରାମ ନବମୀ ଠାରୁ ଦିନ ଅତ୍ୟନ୍ତ ଶୁଭ ହେବ । ଯାହା ଫଳରେ ଆପଣ ଯାନବାହନ କ୍ରୟ କରିପାରନ୍ତି । ଜୀବନରେ ପଜେଟିଭ ପରିଣାମ ଦେଖିବାକୁ ମିଳିବ ।

ମକର ରାଶି : ଆପଣଙ୍କ ଉପରେ ପ୍ରଭୁ ଶ୍ରୀରାମ କୃପା ବର୍ଷିବାକୁ ଯାଉଛି । ରାମ ନବମୀ ଠାରୁ ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣ ଚେଷ୍ଟା କରିଲେ ପ୍ରତେକ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଯଶ, ଖ୍ୟାତି ବୃଦ୍ଧି ପାଇବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ ।

Leave a Reply

Your email address will not be published. Required fields are marked *