କାହାର ନାମ ଭାବି କୌଣସି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ନନକୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 3ଟି କବାଟ ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 3 ନମ୍ବର 3 ଜଣଙ୍କ ପାଇଁ ଚୁଜ କରିପାରିବେ ।

ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ଆପଣ ତାଙ୍କ ସହ କଥା ହେବାକୁ ଚାହୁଁ ଛନ୍ତି । ଆପଣ ତାଙ୍କ ସହ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ଉପରେ ରାଗିଛନ୍ତି ।

ଆପଣ ସମ୍ପର୍କରେ ଯାହା କରିଛନ୍ତି ସେଥିପାଇଁ ସେ ସମସ୍ୟାରେ ଅଛନ୍ତି । ତାଙ୍କ ଲାଇଫରେ ସବୁ କିଛି ଠିକ ଚାଲିଛି । ତାଙ୍କ ଲାଇଫରେ ସବୁ କଣ୍ଟ୍ରୋଲ ଅଛି । ଆପଣଙ୍କ ବିଷୟରେ ସେ ଭାବୁଛନ୍ତି ସେ ଯାହା ରିଲେସନରେ ଯାହା ଦେଇଛନ୍ତି ଆପଣ ତାହା ଦେଇ ନାହାନ୍ତି । ତାଙ୍କୁ ଲାଗୁଛି ସଂପର୍କକୁ ବଞ୍ଚାଇବାକୁ ଆପଣ ଚେଷ୍ଟା କରୁଛନ୍ତି । ସେ ଏବେ ଏହି ସଂପର୍କକୁ ନେଇ ଖୁସି ନାହାନ୍ତି । ଆପଣ ତାଙ୍କୁ ଏତେ ଡେରିରେ କାହିଁକି ସବୁ ବୁଝା ପଡୁଛି ।

୨- ଦ୍ଵିତୀୟ ନମ୍ବର : ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ବାଛିଛନ୍ତି ଆପଣ ତାଙ୍କୁ ନେଇ ଚିନ୍ତାରେ ଅଛନ୍ତି । ଏହି ସମ୍ପର୍କ ଅଛି ତ ଆପଣ ବହୁତ ଖୁସି ଅଛନ୍ତି । ଆପଣ ସମ୍ପର୍କକୁ ଭଲ କରିବାକୁ ଚାହୁଁଛନ୍ତି । ଆପଣଙ୍କ ପର୍ଶନ ଏବେ ମୁଭ ଅନ କରିବାକୁ ଭାବୁଛନ୍ତି । ସେ ଏବେ ବହୁତ ଦୁଖରେ ଅଛନ୍ତି । ତାଙ୍କ ଜୀବନରେ ଆଉ କିଛି ବଞ୍ଚି ନାହି । ଆପଣଙ୍କ ସହ ବହୁତ ଷ୍ଟ୍ରାଙ୍ଗ ଫିଲିଙ୍ଗ୍ସ ଅଛି ତାଙ୍କର । ଆପଣଙ୍କ ତରଫରୁ ସେ ନିସ୍ପତି ର ଅପେକ୍ଷାରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ସେତିକି ଭଲ ପାଇବା ଦେଉ ନାହାନ୍ତି ଯେତିକି ସେ ପାଇବା ଉଚିତ ।

୩- ତୃତୀୟ ନମ୍ବର : ଆପଣ ନିଜ ପର୍ଶନଙ୍କ ପାଇଁ ତୃତୀୟ ନମ୍ବର ଚୟନ କରିଥିଲେ ଆପଣ ରିଲେଶନକୁ ନେଇ ଅନୁଭୂତି ପଜେଟିଭ ଅଛି । ଆପଣ ସବୁ କିଛି ଛାଡି ଆପଣଙ୍କ ପର୍ଶନଙ୍କର ହେବାକୁ ଭାବୁଛନ୍ତି । ଆପଣଙ୍କୁ ଜଣାଅଛି ସମୟ ଲାଗିବ । ସେ ଆପଣଙ୍କ ସହ ଲାଇଫକୁ ଦେଖୁଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବହୁତ ପୁରୁଣା । ସେ ଚେଷ୍ଟା କରୁଛନ୍ତି ନିଜର ସଂପର୍କକୁ ବେହତର ଭବିଷ୍ୟତ ଦେବା ପାଇଁ ।

ସେ ଜାଣିଛନ୍ତି ଆପଣ ବୁଦ୍ଧିମାନ । ଆପଣଙ୍କ ମନରେ ଯାହା ଚାଲିଥାଏ ତାହା ଆପଣ ସେୟାର କରନ୍ତି ନାହି ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *