କାହାର ନାମ ଭାବି କୌଣସି ଗୋଟିଏ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ସାଙ୍ଗ ମାନେ ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ବା ପାଉଛନ୍ତି । ତେବେ ଆପଣଙ୍କ ମନର ମଣିଷ ଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ବା ବିଚାର ରହିଛି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କିମ୍ବା ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ଯଦି କେବେ ଆସିଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ପତ୍ରର ଚିତ୍ର ।

ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ତାପରେ ଆପଣ ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଜାଣିବା ନେବା ଉତ୍ତର । 1- ପ୍ରଥମ ନମ୍ବର : ଆପଣ ଯାହାଙ୍କ ପାଇଁ ପ୍ରଥମ କାର୍ଡ ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ନିଜ କାମରେ ବ୍ୟସ୍ତ ଅଛନ୍ତି । ଯାହା ପାଇଁ ସେ ଆପଣଙ୍କୁ ସମୟ ଦେଇପାରୁ ନାହାନ୍ତି । ସେ ଆପଣଙ୍କୁ ନେଇ କିଛି ବି ଅନୁଭବ କରୁ ନାହାନ୍ତି ।

ସମ୍ପର୍କକୁ ନେଇ ଏବେ ତାଙ୍କର ମନ ଲାଗୁ ନାହି । ସେ ଆପଣଙ୍କ ବିଷୟରେ ଭାବୁଛନ୍ତି ଆପଣଙ୍କ ମନ ଭାବୁଛନ୍ତି । ହୋଇପାରେ ତାହାର କାରଣ ଆପଣ କି ଅନ୍ୟ କିଛି କାରଣ ହୋଇପାରେ । ଆପଣଙ୍କ ମନରେ ଏବେ ରହିଛି ଆପଣ ଏହି ସମ୍ପର୍କରୁ ବାହାରିବାକୁ ଚାହୁଁଛନ୍ତି ଏମିତି ସେ ଭବାଉଛନ୍ତି । ଆପଣ ତାଙ୍କୁ ନେଇ ଭବିଷ୍ୟତ ଗଢିବାକୁ ଚାହୁଁ ନହନ୍ତି ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ବାଛିଛନ୍ତି ଆପଣ ନିଜର ପର୍ଶନ ଙ୍କ ପାଇଁ ଭାବୁଛନ୍ତି ବହୁତ ଦୁଖୀ ଅଛନ୍ତି । ଆପଣଙ୍କ ପର୍ଶନ ସଂପର୍କକୁ ନେଇ ବହୁତ କିଛି ଭାବୁଛନ୍ତି କିନ୍ତୁ ସାହସ ନାହି । ଦୁଖର କାରଣ ଆପଣ ନିଜେ ଅଟନ୍ତି । ଆପଣଙ୍କ ପର୍ସନ ଭାବୁଛନ୍ତି ଆପଣଙ୍କ ଲାଇଫରେ ବହୁତ ବିକଳ୍ପ ଅଛି । ସେଥିପାଇଁ ଆପଣ କିଛି ଏମିତି କରୁଛନ୍ତି ଯାହା ଦ୍ଵାରା ଆପଣ କଣ ଚାହୁଁଛନ୍ତି ସେ ଜାଣିପାରୁ ନାହାନ୍ତି ।

ଆପଣଙ୍କ ପର୍ସନ ଖରାପ ନୁହଁନ୍ତି । ଆପଣ ଏମିତି ଲୋକଙ୍କ ସହ ମିସିଛନ୍ତି ଯିଏ ଆପଣଙ୍କୁ ଧୋକା ଦେଇଛନ୍ତି ଏମିତି ସେ ଭାବୁଛନ୍ତି । ସଂପର୍କକୁ ନେଇ ସେ ସନ୍ଦେହ କରୁଛନ୍ତି ।

3- ତୃତୀୟ ନମ୍ବର : ଆପଣ ଯଦି ତୃତୀୟ କାର୍ଡ ଚୟନ କରିଛନ୍ତି ଆପଣ ତାଙ୍କ ବିଷୟରେ ଭାବୁଛନ୍ତି ଆପଣଙ୍କ ପର୍ସନ ଆଉ କାହାକୁ ପସନ୍ଦ କରୁଛନ୍ତି । କେଉଁଠି ନା କେଉଁଠି ଆପଣଙ୍କ ମନରେ ଅନେକ ସନ୍ଦେହ ଆସୁଛି ତାଙ୍କୁ ନେଇ । ଆପଣଙ୍କୁ ଲାଗୁଛି ତାଙ୍କ ଜୀବନରେ ଏତେ ଖୁସି ଆସି କିନ୍ତୁ ତାର କାରଣ ଆପଣ ନୁହେଁ । ହୋଇପାରେ ସେ ଆପଣଙ୍କୁ ଧୋକା ଦେଉଛନ୍ତି ଏମିତି ଆପଣ ଭାବୁଛନ୍ତି ।

ଆପଣଙ୍କ ପର୍ଶନ କିନ୍ତୁ ଭାବୁଛନ୍ତି ଆପଣଙ୍କ ଲାଇଫରେ ସବୁ କିଛି ଠିକ ଅଛି । ଆପଣ ନିଜ ଲୋକଙ୍କ ବିଷୟରେ ଅଧିକ ଭାବିଥାନ୍ତି । କେଉଁଠି ନା କେଉଁଠି ଆପଣ ତାଙ୍କୁ ନେଇ କ୍ଲିୟର ନୁହନ୍ତି । ତାଙ୍କୁ ଲାଗୁଛି ଆପଣ ଯେଉଁ ଜାଗାରେ ଅଛନ୍ତି ସେଥିରୁ ବାହାରିବାକୁ ଚାହୁଁ ଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *