କାହାର ନାମ ଭାବି ଯେ କୌଣସି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ସାଙ୍ଗ ମାନେ ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ବା ପାଉଛନ୍ତି । ତେବେ ଆପଣଙ୍କ ମନର ମଣିଷ ଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ବା ବିଚାର ରହିଛି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କିମ୍ବା ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ଯଦି କେବେ ଆସିଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି କପଲ ଙ୍କ ଚିତ୍ର ।

ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ତାପରେ ଆପଣ ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଜାଣିବା ନେବା ଉତ୍ତର । 1- ପ୍ରଥମ ନମ୍ବର : ଆପଣ ଯାହାଙ୍କ ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ବହୁତ ଜଲ୍ଦି ରାଗି ଯାଉଛନ୍ତି । ସମ୍ପର୍କକୁ ଭାଙ୍ଗିବା ପାଇଁ ଆଗକୁ ବଢିଥାନ୍ତି ।

ଆପଣ ଏମିତି ଏକ ମଣିଷ ଯାହାକୁ ବୁଝିବା ତାଙ୍କ ପକ୍ଷେ ନାହି । କିନ୍ତୁ ସେ ଜାଣିଛନ୍ତି ଆପଣଙ୍କୁ କାହାର ଜରୁରତ ନାହି । ଏହି କାରଣରୁ ଆପଣ ସବୁବେଳେ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛନ୍ତି । ଆପଣ ନିଜ ମେହନତ ଦ୍ଵାରା ସବୁ କିଛି କରିଛନ୍ତି ଆଉ କରିବେ ମଧ୍ୟ । ଆପଣଙ୍କୁ ସିଏ ଯେତିକି ଭଲ ପାଉଛନ୍ତି ସେତିକି ଆପଣଙ୍କ ମନରେ ନାହି । ସେ ଆପଣଙ୍କୁ ଭୟ କରୁଛନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯଦି ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ଚିନ୍ତାରେ ଅଛନ୍ତି ବହୁତ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଠିକରେ ବୁଝିପାରୁ ନାହାନ୍ତି । ଆପଣ ନିଜ ବିଷୟରେ ଭାବୁଛନ୍ତି କିନ୍ତୁ ସମାନ ବାଲା ର ଅନୁଭୂତିକୁ ବୁଝିପାରୁ ନାହାନ୍ତି । ହୋଇପାରେ ସେ ଆପଣଙ୍କର ଲଭ ପାର୍ଟନର ହୋଇପାରନ୍ତି ।

ତାଙ୍କୁ ଲାଗୁଛି ଆପଣ ଯେମିତି ପୂର୍ବରୁ ତାଙ୍କ ପାଇଁ କେୟାର କରୁଥିଲେ ଆଉ ସେମିତି ନାହି । ବର୍ତ୍ତମାନ ଏ ସମ୍ପର୍କ ଆପଣଙ୍କ ପାଇଁ ଭାରି ହୋଇ ଯାଇଛି । ଆପଣ ଏମିତି ଭାବୁଛନ୍ତି ସମ୍ପର୍କ ଆପଣଙ୍କ ପାଇଁ ବୋଝ ହୋଇ ଯାଇଛି । ପୂର୍ବରୁ ଯାହା ଫିଲିଙ୍ଗ୍ସ ଥିଲ ଆପଣଙ୍କର ଥା ଆଉ ଏବେ ନାହି । ଏମିତି ସେ ଭାବୁଛନ୍ତି । ପୂର୍ବର ଅପେକ୍ଷା ତାଙ୍କ ପାଇଁ ଆପଣଙ୍କ ମନରେ ସେମିତି ଆଉ ଭଲ ପାଇବା ନାହି ଏମିତି ସେ ଭାବୁଛନ୍ତି ।

3- ତୃତୀୟ ନମ୍ବର : ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ଚୁଜ କରିଥିଲେ ତେବେ ଆପଣଙ୍କ ପର୍ଶନ ଦେଖୁଛନ୍ତି ଆପଣଙ୍କ ଆଡୁ ସମ୍ପର୍କ ବହୁତ ମଜବୁତ ଅଛି । ଆପଣଙ୍କ ଠାରେ ଭଲ ପାଇବା ଅଛି କିନ୍ତୁ ଦେଖାଉ ନାହାନ୍ତି । ତାଙ୍କୁ ଲାଗୁଛି ଆପଣ ବହୁତ ଭଲ ମଣିଷ । ତାଙ୍କୁ ଭଲ ପାଉଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବହୁତ ମଜବୁତ । କିନ୍ତୁ ଦେଖାଯାଉ ନାହି କିନ୍ତୁ ସମ୍ପର୍କର ଗଭୀରତା ଅଧିକ ରହିବ । ଆପଣ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି, ଲାଇକ, କେୟାର କରୁଛନ୍ତି କିନ୍ତୁ ଦେଖାଉ ନାହାନ୍ତି ।

Leave a Reply

Your email address will not be published. Required fields are marked *