( ଗୁରୁବାର ଦିନ ) କଦଳୀ ଗଛ ମୂଳରେ ପୋତିଦିଅନ୍ତୁ ଏହି ଜିନିଷ ( ଧନ, ବିବାହ, ସନ୍ତାନ, ଚାକିରି, ବ୍ୟବସାୟ ) ସମସ୍ୟା ଦୂର ହେବ

ବନ୍ଧୁଗଣ ବୃହସ୍ପତି ଦେବ ଦେବତାଙ୍କ ଗୁରୁ ଅଟନ୍ତି । ଆମର ଜନ୍ମ କୁଣ୍ଡଳୀରେ ବୃହସ୍ପତି ଦେବ ସବୁ ସୁଖର କାରକ, ବିବାହର କାରକ, ସନ୍ତାନ, ଜ୍ଞାନ ଓ ଶିକ୍ଷାର କାରକ ଅଟନ୍ତି । ଯଦି ଆମ ଜନ୍ମ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଅସୁବିଧାରେ ଥାନ୍ତି ତେବେ ଧନ ସଞ୍ଚୟରେ ଅସୁବିଧା ହୁଏ । ଭାଗ୍ୟ ଆମର ସାଥ ଦିଏ ନାହି । ଯଦି ଗୁରୁବାର ଦିନ ବୃହସ୍ପତି ଦେବଙ୍କ ପୂଜା କରିବା ଓ ଗୁରୁବାର ବ୍ରତ କରିବା ତେବେ ବହୁତ ଜଲ୍ଦି ଯାହା ବି ସମସ୍ଯା ଅଛି ତାହା ଦୂର ହୋଇଯାଏ ।

ଆଜି ଆମେ ଆପଣଙ୍କୁ କହିବୁ ଗୁରୁବାର ଦିନ କେଉଁ ଉପାୟ କରିଲେ ସବୁ ସମସ୍ୟାର ସମଧାନ ହୋଇଥାଏ । ଗୁରୁବାର ରେ କଦଳୀ ଗଛ ପୂଜା କରିଲେ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ଗୁରୁବାରେ କଦଳୀ ଗଛ ମୂଳରେ ଚନ୍ଦନ କାଠ ଏକ ହଳଦିଆ କପଡାରେ ବାନ୍ଧି ଅର୍ପଣ କରନ୍ତି ତେବେ ଜୀବନରେ ଧନର ଆଗମନ, ଆୟରେ ବୃଦ୍ଧି, ବ୍ୟାପାରରେ ବୃଦ୍ଧି ହୋଇଥାଏ ।

ଗୁରୁବାରରେ ସ୍ନାନ କର୍ମ ସାରି କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ତା ପରେ ଚନ୍ଦନର କିଛି କାଠ ହଳଦିଆ କପଡାରେ ବାନ୍ଧି କଦଳୀ ଗଛରେ ବାନ୍ଧିଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଗୁରୁବାରରେ କଦଳିଆ ଗଛରେ ଜଳରେ କିଛି ହଳଦୀ ମିଶାଇ ଅର୍ପଣ କରନ୍ତୁ । ଏହା ଦ୍ଵାରା ଭାଗ୍ୟ ଚମକିଥାଏ । ଯଦି ଚାକିରିରେ ବାଧା ଉତପନ ହେଉଛି, ବ୍ୟାପାରରେ ବୃଦ୍ଧି ହେଉ ନାହି ତେବେ କଳଦୀ ଗଛରେ ହଳଦୀ ଅର୍ପଣ କରନ୍ତୁ ।

ଯେଉଁ ଲୋକ ତାର ଜୀବନରେ ବହୁତ ଦୁଖରେ ଅଛନ୍ତି, ଘର ପରିବାରରେ ସମସ୍ଯା ଲାଗି ରହୁଛି, କିଛି କାମ ହେଉ ନାହି ଆପଣଙ୍କୁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅଳ୍ପ ଗୁଡ, ପାଣିରେ ଭିଜା ଯାଇଥିବା ଚଣା ଡାଲି ଅର୍ପଣ କରନ୍ତୁ । ଦେଖିବେ ବୃହସ୍ପତି ଦେବଙ୍କ କୃପା ହେବ । ଆପଣଙ୍କ ଜୀବନରେ ଯେଉଁ ଆମ ପୂରଣ ହୋଇପାରୁ ନ ଥିଲା ତାହା ପୂରଣ ହେବ ।

ଯଦି ଆପଣ କିଛି ନୂଆ କାମ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାରରେ କଦଳୀ ଗଛରେ ଜଳ ସହ ଚିନି ମିଶାଇ ଅର୍ପଣ କରନ୍ତୁ । ଜୀବନରେ ବହୁତ ଅଧିକ ସମସ୍ଯା ଅଛି, ମାଙ୍ଗଳିକ କାମରେ ବାଧା ଆସୁଛି, କରଜରେ ଘେରି ରହିଛନ୍ତି ତେବେ ଗୁରୁବାରରେ କଦଳୀ ଗଛ ମୂଳରେ 2ଟି ହଳଦୀ ଖଣ୍ଡ 7ଟି ଗୁରୁବାର କରନ୍ତୁ । ଜୀବନରେ ସବୁ ସମସ୍ଯା ଦୂର ହୋଇଥାଏ ।

ଯଦି ଆପଣ ଧନର ଅଭାବକୁ ନେଇ ଚିନ୍ତାରେ ଅଛନ୍ତି ବା ଧନୀ ହେବାକୁ ଚାହୁଁଛନ୍ତି ତେବେ ଗୁରୁବାରରେ କଦଳୀ ଗଛ ମୂଳରେ ଏକ ଟଙ୍କିଆ କଏନ ଅତି ଦିଅନ୍ତୁ । ଏମିତି ହେଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କ ଗୃହକୁ ଧନର ଆଗମନ ହୋଇଥାଏ । ବ୍ୟାପାରରେ ଲାଭ ହେବ ସହ ଚାକିରିରେ ପ୍ରମୋଶନ ହୋଇଥାଏ । ଦାଂପତ୍ଯ ଜୀବନରେ ସମସ୍ଯା ଅଛି ତେବେ ଗୁରୁବାରରେ କଦଳୀ ଗଛର ପୂଜା କରି ଭିଜା ଯାଇଥିବା କିସମିସ ଅର୍ପଣ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *