କାହାର ନାମ ଭାବି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଦର୍ଶକ ବନ୍ଧୁ ନମସ୍କାର । ଆମେ ଆପଣଙ୍କୁ ଆମର ପରିବାର କୁ ସ୍ଵାଗତ ଜଣାଉଛୁ । ତେବେ ଆପଣ ନିଶ୍ଚୟ ଲାଇଫରେ କାହାକୁ ପ୍ରେମ କରିଥିବେ । ତେବେ ପ୍ରେମ କରିବା ପରେ ଆପଣଙ୍କ ମନର ସ୍ଥିତି କଣ ହୁଏ ତାହା ବି ଖୁବ ଭଲେ ଭାବେ ବୁଝିଥିବେ । ତେବେ ନିଜର ମନର ମଣିଷର ମନ କଥା କଣ ରହିଛି ତାହା ଜାଣିବାକୁ ବି ଇଚ୍ଛା ହୁଏ । ଏହି କଥାରେ ଟିକେ ବି ମିଛ ନାହି । ତେବେ ଆଜିର ଆମର ବିଷୟ ବସ୍ତୁ ରହିଛି ତାଙ୍କ ମନର ସ୍ଥିତି ଏବେ କଣ ଅଛି । ସେଥିପାଇଁ ଆପଣଙ୍କୁ 4ଟି ଚିଠି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ ।

1- ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଏବେ ଚିନ୍ତାରେ ଅଛନ୍ତି । ତଥାପି ସେ ଖୁସି ଅନୁଭବ କରୁଛନ୍ତି । ଏହି ଏନର୍ଜି ତାଙ୍କୁ ଭଲ ଅନୁଭବ କରାଉଛି । ଲୋକଙ୍କୁ ନେଇ ବହୁତ କଥା ଭାବୁଛନ୍ତି ସେ । ସେ ନିଜର ସମର୍କା କୁ ନେଇ କନଫିୟୁଜ ନାହାନ୍ତି । କୌଣସି ନିସ୍ପତି ନେଇ ସାରିଛନ୍ତି । କିନ୍ତୁ ଆଖ ପାଖର ଲୋକଙ୍କୁ ସେ ଭଲ ଭାବେ ପରଖୁଛନ୍ତି । ସେ ହୃଦୟରୁ ବହୁତ ଖୁସି ଅଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପର୍ଶନ ହୃଦୟ ରୁ ବହୁତ ଖୁସି ଅଛନ୍ତି । ତାଙ୍କ ଜୀବନରେ ଆଲୋକ ହିଁ ଆଲୋକ ଦେଖା ଯାଉହୀ । ସେ ବୁଲା ବୁଲି କରିବାକୁ ବହୁତ ଭଲ ପାଉଛନ୍ତି । ହୋଇପାରେ ସେ ଆପଣଙ୍କୁ ଦେଖାଉ ନାହାନ୍ତି କିନ୍ତୁ ସେ ବହୁତ ଖୁସି ଅଛନ୍ତି ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଏବେ ବହୁତ ନିରାଶ ଅଛନ୍ତି । ସେ ବର୍ତ୍ତମାନ କାହା ଅପେକ୍ଷା ରେ ଅଛନ୍ତି । ସେ କାହାକୁ ମିସ କରୁଛନ୍ତି । କୌଣସି ସମୟ ବା ସ୍ଥିତି ବା କାହାର ଆସିବାର ବା କୌଣସି ଜିନିଷର ସେ ଅପେକ୍ଷା କରିଛନ୍ତି । ସେ ଆପଣଙ୍କୁ ଅଧିକ ମିସ କରୁଛନ୍ତି ଯଦି ଆପଣ ରିଲେସନଶିପ ରେ ଅଛନ୍ତି । ସେ ଅପାନଙ୍କର ମ୍ୟାର୍ସେଜ କୁ ଅପେକ୍ଷା କରିଛନ୍ତି । ଆପଣଙ୍କ ଫନ ର ଅପେକ୍ଷା ରେ ସେ ଅଛନ୍ତି । ତାଙ୍କ ହୃଦୟର ଅବସ୍ଥା ଏମିତି କି ସେ ଟିକେ ଦୁଖୀ ଅକନ୍ତି ।

4- ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ କେମିତି ଅଛନ୍ତି ଆସନ୍ତୁ ଜାଣିବା । ତାଙ୍କ ହୃଦୟ ଏବେ କିଛି ଅନୁଭବ କରୁ ନାହି । କିନ୍ତୁ ସେ ବହୁତ ଖୁସି ଅଛନ୍ତି । ସେ ନୂଆ କିଛି କରିବାକୁ ଆଗେଇ ଯାଇଛନ୍ତି । ହୃଦୟ ରୁ ଖୁସି ଅଛନ୍ତି କିନ୍ତୁ କନଫିୟୁଜ ଅଛନ୍ତି ଯେ ସବୁ କିଛି ନୂଆ ଭଳି ଆରମ୍ଭ ହେବ କିନ୍ତୁ କେମିତି କରିବେ କଣ କରିବେ ତାହା ବୁଝିପାରୁ ନାହାନ୍ତି । ତାଙ୍କ ମନରେ ଏନର୍ଜି ବହୁତ ପଜେଟିଭ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *