ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ର ଚିତ୍ର, ଦେଖିବା ଯାହାଙ୍କୁ ଆପଣ ପ୍ରେମ କରନ୍ତି ସେ ବି ଆପଣଙ୍କୁ ପ୍ରେମ କରୁଛନ୍ତି କି ନାହିଁ- Love Quiz

ସାଙ୍ଗ ମାନେ ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ବା ପାଉଛନ୍ତି । ତେବେ ଆପଣଙ୍କ ମନର ମଣିଷ ଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ବା ବିଚାର ରହିଛି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କିମ୍ବା ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ଯଦି କେବେ ଆସିଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ନମ୍ବର । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ ।

ତା ପରେ ଆପଣ ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଜାଣିବା ନେବା ଉତ୍ତର । ୧- ଆପଣ ଯାହାଙ୍କ ପାଇଁ ପ୍ରଥମ କାର୍ଡ ଚୁଜ କରିଛନ୍ତି ତେବେ ଆପଣ ଚାହୁଁଛନ୍ତି ଜଲ୍ଦି ଜଣ ପଡିଯାଏ ଆପଣଙ୍କ ସମର୍କରେ ଭବିଷ୍ୟତ କଣ । ଆପଣ ନିଜର ସାଥୀଙ୍କୁ ବହୁତ ପସନ୍ଦ କରୁଛନ୍ତି । ଆପଣ ଅପେକ୍ଷାରେ ଅଛନ୍ତି ତାଙ୍କ ଫୋନ, ମ୍ଯାସେଜର ।

ଆପଣ ଚାହୁଁଛନ୍ତି ଆପଣ ଏହି ସମ୍ପର୍କରେ ଯେତେ ପ୍ରେମ ଦେଇଛନ୍ତି ସେତିକି ଭଲ ପାଇବା ମିଳୁ । ଆପଣଙ୍କ ସାଥି ବହୁତ ପସନ୍ଦ କରୁଛନ୍ତି ସତ କିନ୍ତୁ ସଂପର୍କକୁ ବାନ୍ଧିକି ରଖିଛନ୍ତି । ଆପଣ ତାଙ୍କୁ ପ୍ରପୋଜ କରନ୍ତୁ ଏମିତି ସେ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଏତେ ସମୟ କି ଉଦ୍ୟମ କରୁପାରୁ ନାହାନ୍ତି ଯାହା ଆପଣଙ୍କୁ କରିବା ଦରକାର ।

୨- ଆପଣ ଯଦି ଦ୍ଵିତୀୟ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କୁ ଲାଗୁଛି ଆପଣଙ୍କ ସାଥି ଝଗଡା କରୁଛନ୍ତି । ଆପଣ ସର୍ବଦା ଚେଷ୍ଟା କରୁଛନ୍ତି ଯାହା କାରଣରୁ କଳହ ହେଉଛି । ପ୍ରତିଯୋଗୀତା ରହିଛି ଆପଣଙ୍କ ସମ୍ପର୍କରେ । ଆପଣ ଦୁହେଁ ଦୁହିଙ୍କୁ ଦେଖାଇ ହେଉଛନ୍ତି । ଆପଣଙ୍କୁ ଲାଗୁଛି ସେ ଆପଣଙ୍କୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି ବା ଦେଖାଉଛନ୍ତି ।

କିନ୍ତୁ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣଙ୍କ ସାଥି କ୍ଲିୟର ଅଟନ୍ତି କିନ୍ତୁ ସେ ଆପଣଙ୍କୁ ବୁଝିପାରୁ ନାହାନ୍ତି । ଆପଣ କାହିଁକି ରାଗୁଛନ୍ତି ଗର୍ବ ଦେଖାଉଛନ୍ତି । ଆପଣଙ୍କର ବ୍ୟକ୍ତିଗତ ସମସ୍ଯା କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି । ସେ ଆପଣଙ୍କର କେୟାର କରିଥାନ୍ତି ।

୩- ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣ ତାଙ୍କୁ ବହୁତ ଭଲ ଭାବେ ବୁଝୁଛନ୍ତି। ସମାନ ଦେଉଛନ୍ତି । ସେ ଧାର୍ମିକ କାର୍ଯ୍ୟରେ ଲୀନ ରହିଥାନ୍ତି । ଯାହା ଖୁବ କମ ଲୋକଙ୍କ ଠାରେ ଦେଖାଯାଏ । ଆପଣଙ୍କ ପର୍ଶନ ଏହା ଭାବୁଛନ୍ତି ଯେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ସବୁବେଳେ ଖୁସିରେ ରହିଥାନ୍ତି । ଆପଣ ଯାହା ଭାବୁଛନ୍ତି ସେ ମଧ୍ୟ ସେୟା ଭାବୁଛନ୍ତି । ସେ ଆପଣଙ୍କ ବିଷୟରେ ଚିନ୍ତା କରୁଛନ୍ତି ଆପଣଙ୍କ ଦୁଖକୁ ଅନୁଭବ କରୁଛନ୍ତି । ସେ ଆପଣଙ୍କୁ ଦୁଖରେ ଦେଖିପାରିବେ ନାହି । ସେ ଆପଣଙ୍କ ପାଇଁ ବହୁତ କିଛି କରିବାକୁ ଚାହୁଁ ଛନ୍ତି । ବହୁତ ସାରା ଧନ ସମ୍ପତି ସେ ପାଇବାକୁ ଚାହୁଁ ଛନ୍ତି ।

Leave a Reply

Your email address will not be published. Required fields are marked *