କେବେ ହବ ବିବାହ ? କାହା ସହ ହେବ ଆପଣଙ୍କ ବିବାହ? Love ମ୍ୟାରେଜ ହେବ ନା Arrange ? ଜାଣିବା ପାଇଁ ବାଛନ୍ତୁ ଗୋଟେ ଚିତ୍ର !

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ନିଜର ମ୍ୟାରେଜ କୁ ନେଇ କିଛି ନା କିଛି ସ୍ଵପ୍ନ ରହିଥାଏ । ଆଉ ଏହି ସ୍ଵପ୍ନ ଯେବେ ସାକାର ହୁଏ ସେତେବେଳେ ମଣିଷ ର ଭାଗ୍ୟ ଚମକି ଯାଇଥାଏ । ତେବେ ବିବାହକୁ ନେଇ ପ୍ରତେକ ବାପା ମା ଚିନ୍ତା ରେ ରହିଥାନ୍ତି କେବେ ହେବ କେମିତି ହେବ କଣ ହେବ । ତେବେ ଆଉ ଏବେ ଚିନ୍ତା କରିବାର ନାହି ।

କାରଣ ଲୋକେ ଜ୍ଯୋତିଷ ଶାସ୍ତ୍ର ର ସାହାରା ନେଇଥାନ୍ତି ବିବାହ କେବେ ହେବ ତାହା ଜାଣିବା ପାଇଁ । କିନ୍ତୁ ଆପଣ ଟାର୍ଟୋ କାର୍ଡ ଜରିଆରେ ମଧ୍ୟ ବିବାହ କେବେ ତାହା ଜାଣି ପାରିବେ । ସେଥିପାଇଁ ଆମେ ଆଣିଥିବା 4ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ନମ୍ବର ଚୁଜ କରନ୍ତୁ । ତାପରେ ଆପଣ ଜାଣି ପାରିବେ ଆପଣଙ୍କ ବିବାହ କେବେ ହେବ । ବାଛି ନେଲେ ନମ୍ବର ତେବେ ଆସନ୍ତୁ ଜାଣିବା ଜବାବ ।

1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଏବେ ଆପଣଙ୍କର ସମୟ ଭଲ ଅଛି । ଆପଣଙ୍କର ବୟସ ହୋଇ ନାହି ମ୍ୟାରେଜ ପାଇଁ । ମ୍ୟାରେଜ ହେବ କିନ୍ତୁ ବହୁତ ସମୟ ଅଛି ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଏମିତି କେହି ଅଛନ୍ତି ଯାହାଙ୍କ ଏପାଇଁ  ଆପଣ ଚିନ୍ତାରେ ଅଛନ୍ତି । ଆପଣ ତାଙ୍କ ସହ ମ୍ୟାରେଜ କରିବାକୁ ଚାହୁଁ ଛନ୍ତି । ଆପଣ ଯେବେ ଯାଏଁ କିଛି ଭାବିବେ ନାହି ସେବେ ଯାଏଁ କିଛି ହେବ ନାହି । ତଥାପି ସମୟ କହିଲେ ବହୁତ ଜଲ୍ଦି ହେବ ଆପଣଙ୍କର ମ୍ୟାରେଜ । ଆପଣଙ୍କ ଲଭ ମ୍ୟାରେଜ ହେବ । ଆପଣ ଯେବେ ନିସ୍ପତି ନେବେ ସେତେବେଳେ ଆପଣଙ୍କର ମ୍ୟାରେଜ ହେବ ।

3- ତୃତୀୟ ନମ୍ବର : ଯଦି ଆପଣ ନିଜ ପାଇଁ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ବିବାହରେ ଟିକେ ସମୟ ଲାଗିପାରେ । ହୋଇପାରେ 7 ରୁ 10 ମାସ ସମୟ ଲାଗିପରେ । ଏମିତି ବି ହୋଇପାରେ ଆପଣଙ୍କର ମ୍ୟାରେଜ 1 ବର୍ଷ ବି ହୋଇପାରେ । କିଛି ଲୋକଙ୍କ ପାଇଁ ଏହି ସମୟ ସୀମା ରହିବ । ଆଉ କିଛି ଲୋକଙ୍କ ପାଇଁ 4ରୁ ସାଢେ ଚାରି ମାସ ସମୟ ଲାଗିପାରେ । ଅଧିକ ଲୋକଙ୍କ ପାଇଁ 7 ରୁ 10 ମାସ ଲାଗିପରେ ମ୍ୟାରେଜ ପାଇଁ ।

4- ଚତୁର୍ଥ ନମ୍ବର : ଯଦି ଆପଣ ନିଜ ବିବାହ ବିଷୟରେ ଜାଣିବାକୁ ଚାହୁଁ ଛନ୍ତି ଆଉ ଚତୁର୍ଥ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ମ୍ୟାରେଜ ବହୁତ ଜଲ୍ଦି ହେବାକୁ ଯାଉଛି । ହୋଇପାରେ ଏକ ମାସ ଭିତରେ ଆପଣଙ୍କର ମ୍ୟାରେଜ ହୋଇପାରେ । ଏହା ଖୁବ କମ ଲୋକଙ୍କ ପାଇଁ କନେକ୍ଟ ହୋଇପାରେ । କିଛି ଲୋକଙ୍କ ପାଇଁ ଏକ ସପ୍ତାହ ମଧ୍ୟ ହୋଇପାରେ । ଅଧିକ ସମୟ ଲାଗିବ ନାହି ଆପଣଙ୍କ ବିବାହ ପାଇଁ । ଲଭ ମ୍ୟାରେଜର ଚାନ୍ସ ଅଧିକ ରହିଛି ଆରେଞ୍ଜ ମ୍ୟାରେଜ ଅପେକ୍ଷା ।

Leave a Reply

Your email address will not be published. Required fields are marked *