କାହାର ନାମ ଭାବି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ, କଣ କରୁଥିବେ, କେଉଁ ଭଳି ସ୍ଵଭବା ବ୍ୟକ୍ତି ହୋଇଥିବେ ତାହା ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯଦି ଆପଣ କାହାକୁ ଲଭ କରୁଛନ୍ତି ତ ? ତେବେ ଆଜିର ସମୟରେ କାହାର ଗାର୍ଲଫ୍ରେଣ୍ଡ କି ବଏଫ୍ରେଣ୍ଡ ନାହି କହିଲେ ଭୁଲ ହେବ । ନିଶ୍ଚୟ ଆପଣ ବି କାହାକୁ ଜୀବନରେ ଲଭ କରୁଥିବେ ।

ଯଦି କରୁଛନ୍ତି ତେବେ ଆପଣଙ୍କ ସାଥିର ମନ କଥା ଜାଣିବାକୁ ଚାହୁଁ ଛନ୍ତି କି ? ସେଥିପାଇଁ ଆପଣଙ୍କୁ 3ଟି କପ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଯାହା ପରେ ଆପଣ ନିଜ ସାଥିଙ୍କ ମନର ହାଲ ଜାଣି ପାରିବେ । ତେବେ ଆପଣ ବାଛି ନେଲେ କାର୍ଡ । ଏବେ ଆସନ୍ତୁ ଜାଣିବା । 1- ଯଦି ଆପଣ ପ୍ରଥମ କପ ର ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣଙ୍କ ମନରେ କଣ ଚଳଉଛି ତାହା କେହି ବୁଝିପାରୁ ନାହାନ୍ତି ।

ଆପଣ ବହୁତ ବୁଦ୍ଧି ସହକାରେ କାମ କରୁଛନ୍ତି । କିନ୍ତୁ ଆପଣ ଯେତେ କରିଲେ ବି ଇଛି ନା କିଛି ଭୁଲ ହେଉଛି । ଆପଣ ରିଲେସନସିପ ରେ ଥିଲେ ସମ୍ପର୍କ ଭଲ ନାହି । ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ନେଗେଟିଭ ଭାବୁଛନ୍ତି । ସେ ଏବେ ଆପଣଙ୍କ ଉପରେ ରାଗିଛନ୍ତି । ଆଉ ସମୟକୁ ଅପେକ୍ଷା କରିଛନ୍ତି । ସେ ଆପଣଙ୍କୁ ନେଇ ପଜେଟିଭ ଭାବୁ ନାହାନ୍ତି । ତାଙ୍କୁ ଲାଗୁଛି ଆପଣ ନିଜ ବିଷୟରେ ଭାବୁଛନ୍ତି ।

2- ଯଦି ଆପଣ ଦ୍ଵିତୀୟ କପ ର ଚିତ୍ର କୁ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ଆପଣଙ୍କୁ ସେ ପରଫେକ୍ଟ ବ୍ୟକ୍ତି ଭାବେ ଦେଖୁଛନ୍ତି । ଆପଣ ସବୁ କିଛି କରିପାରିବେ ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କୁ ପାୱାର ଫୁଲ ପାୱାର ରେ ଦେଖୁଛନ୍ତି । ଆପଣ ପ୍ରତେକ କାମକୁ ଭଲ ଭାବେ କରୁଛନ୍ତି । ଆପଣ ସବୁ କିଛି ହ୍ୟାଣ୍ଡେଲ କରୁଛନ୍ତି । ଆପଣ ଯେମିତି କଥା କହୁଛନ୍ତି, କମ କରୁଛନ୍ତି ସବୁ କିଛି ତାଙ୍କୁ ପ୍ରଭାବିତ କରୁଛି । ଆପଣ ପ୍ରତେକ ଜିନିଷ ରେ ପରଫେକ୍ଟ ଏମିତି ସେ ଭାବୁଛନ୍ତି । ଯାହା ପାଇଁ ଆପଣଙ୍କ ମନରେ ଗର୍ବ ଆସୁଛି ଯାହା ତାଙ୍କୁ ପସନ୍ଦ ନୁହେଁ ।

 

3- ଯଦି ଆପଣ ତୃତୀୟ କପ ର ଚିତ୍ର ବାଚିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କ ଦୁଖକୁ ବହୁତ ଭଲ ଭାବେ ବୁଝୁଛନ୍ତି । ଆପଣ ଏତେ ଦୁଖୀ ଅଛନ୍ତି କି ରାତିରେ ଭଲରେ ନିଦ ହେଉ ନାହି । ଆପଣ ବହୁତ କାନ୍ଦୁ ଛନ୍ତି ଚିନ୍ତାରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ନିଜ ଲାଇଫରେ ବିଲକୁଲ ଖୁସି ନାହାନ୍ତି । ସେ ଆପଣଙ୍କ ଦୁଖକୁ ଅନୁଭବ କରୁଛନ୍ତି । ଆପଣଙ୍କ ସହ କିଛି ବି ଭଲ ହେଉ ନାହି । କାହା କଥା ଆପଣ ଭାବୁଛନ୍ତି । ଆପଣଙ୍କର ତାଙ୍କ ସହ ସମ୍ପର୍କ କାରଣରୁ ଆପଣ ଦୁଖୀ ହେଉଛନ୍ତି ଯାହା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *