କାହାର ନାମ ଭାବି କୌଣସି ଗୋଟିଏ ବହି ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଦର୍ଶକ ବନ୍ଧୁ ମଣିଷ ଜୀବନ ବଡ ବିଚିତ୍ର ଅଟେ । କେତେବେଳେ କଣ ହୋଇଯିବ ତାହା କେହି କହି ପାରିବେ ନାହି । କିନ୍ତୁ ମଣିଷ ନିଜ ଜୀବନରେ କଣ ଚେଞ୍ଜ କରି ପାରିବ ତାହା ନିଜ ହାତରେ ଅଛି । କହିବାର ଅର୍ଥ ଏହା ଆକି ମଣିଷ ନିଜର ଆଗାମୀ ଭବିଷ୍ୟତକୁ ନେଇ କଣ ପଦକ୍ଷେପ ନେବ ତାହା ନିଜ ଉପରେ ନିର୍ଭର କରିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଆପଣ 3ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ଚୟନ କରି କେମିତି ଜାଣିବେ ଆପଣଙ୍କ ପର୍ଶନ କେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ଆଗାମୀ ସମୟରେ । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ନେଇ ବା ନିଜର କ୍ୟାରିୟର କୁ ନେଇ କେଉଁ ଭଳି ପଦକ୍ଷେପ ନେବାକୁ ଭାବୁଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

1- ଯଦି ଆପଣ ପ୍ରଥମ ବହି ର ଚିତ୍ରଟି ଚୁଜ କରୁଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଏନର୍ଜି ରହିଛି ଯାହା କେବେ ଚେଞ୍ଜ ହେବ ନାହି । ତାଙ୍କୁ ଲାଗୁଛି ଆପଣ ପରଫେକ୍ଟ ମଣିଷ ଅଟନ୍ତି । ସେ ଆପଣଙ୍କ ଉପରେ ବହୁତ ବିଶ୍ଵାସ କରୁଛନ୍ତି । ଆପଣ ଜୀବନରେ ଯାହା କରିଛନ୍ତି ତାହା ସବୁ ସତ ।

ସେ ଆପଣଙ୍କ ଆଡକୁ ଆକର୍ଷିତ ହେଉଛନ୍ତି । ଯଦି ସେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ତେବେ ଆପଣ ବୁଝନ୍ତୁ କଣ ହୋଇଛି । ଆପଣ ନିଜ ଆଡୁ ତାଙ୍କ ସହ କଥା ହୁଅନ୍ତୁ ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ବହି ର ଚିତ୍ରଟି ଚୁଜ କରିଛନ୍ତି ତେବେ ଆପଣଙ୍କୁ ନେଇ ବହୁତ ପଜେଟିଭ ଚିନ୍ତାଧାରା ରହିଛି । ସେ ଆପଣଙ୍କୁ ବନ୍ଧୁ ଭାବେ ଦେଖୁଛନ୍ତି । ସେ ଅପାନଙ୍କୁ ଏମିତି ଦେଖୁଛନ୍ତି କି ଆପଣ ଲୋକଙ୍କୁ ଖୁସିରେ ରଖୁଛନ୍ତି । ଏମିତି କିଛି କଥା ଅଛି ଯାହା ଆପଣ ତାଙ୍କୁ ଜଣାଇ ନାହାନ୍ତି । ସେ ଆପଣଙ୍କ ସହ ମଜବୁତ ସମ୍ପର୍କ ଅନୁଭବ କରୁଛନ୍ତି ।

ଆପଣଙ୍କ ପର୍ଶନଙ୍କର ଆଗାମୀ ପଦକ୍ଷେପ ହେଉଛି ବହୁତ କାମ କରି ସାରିଛନ୍ତି । ଏବେ ଆରାମ କରିବାକୁ ଚାହୁଁଛନ୍ତି । ସେ ଟିକେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ନିଜ ଲାଇଫ ପାଇଁ ସମୟ ବିତାଇବାକୁ ଚାହୁଁଛନ୍ତି ।

3- ଆପଣ ନିଜ ପର୍ଶନଙ୍କ ପାଇଁ ତୃତୀୟ ବହି ର ଚିତ୍ରଟି ଚୟନ କରିଥିଲେ ସେ ଭାବୁଛନ୍ତି ଆପଣ ସବୁ କିଛି ଛାଡି ତାଙ୍କ ପାଖକୁ ଆସୁଛନ୍ତି । ଆପଣ ବହୁତ ରାଗିକି ଅଛନ୍ତି । ଆପଣଙ୍କ ଠାରେ ଫାୟାରା ଏନର୍ଜି ରହିଛି । ଆପଣ ଯାହା ନିସ୍ପତି ନିଅନ୍ତି ତାହା କେବେ ଚେଞ୍ଜ କରନ୍ତି ନାହି । ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ନିସ୍ପତି ନେଇ ସାରିଛନ୍ତି ।

ନିଜ କାମକୁ ନେଇ ସବୁ କିଛି ପ୍ଳାନ କରି ସାରିଛନ୍ତି । ଆପଣ ବି ଏମିତି କିଛି ଅନୁଭବ କରୁଛନ୍ତି । ଆପଣ ତାଙ୍କ ଆଡକୁ ଆକର୍ଷିତ ହେଉଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ନିଜ ମନର କଥା ଶୁଣୁଛନ୍ତି । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *