କଳା ଦୁଦୁରା ଚେର କୋଟିପତି କାହିଁକି କରିଥାଏ, ୨୪ ଘଣ୍ଟାରେ ଭାଗ୍ୟ ଚମକିବ, ଦୁଦୁରା ଗଛ…

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦୁଦୁରା ଗଛକୁ ତନ୍ତ୍ର ମନ୍ତ୍ରର ଭଣ୍ଡାର ମାନା ଯାଇଥାଏ । କୁହାଯାଏ କୌଣସି ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଆଗରେ ଦୁଦୁରା ଫୁଲ ଅର୍ପଣ କରି ବୀଜ ମନ୍ତ୍ର ଜପ କରିଥାଏ ତେବେ ଧନର ଅଭାବ କେବେ ହୁଏ ନାହି । ଏହି ପ୍ରକାରରେ ଏହାର ଚେରକୁ ଯଦି ମହାଦେବଙ୍କୁ ଅର୍ପଣ କରାଯାଏ ବୀଜ ମନ୍ତ୍ର ଜପ କରାଯାଏ ତେବେ ସେହି ବ୍ଯକ୍ତିର ଜୀବନରୁ ସବୁ ଦିନ ପାଇଁ କଷ୍ଟ ଦୂର ହୋଇଯାଏ ।

କୌଣସି ବ୍ଯକ୍ତିର ନବ ଗ୍ରହର ସ୍ଥିତି ଠିକ ନାହି ତେବେ ଭଗବାନ ଶନିଙ୍କୁ ଦୁଦୁରା ଫୁଲ ଅର୍ପଣ କରି ବୀଜ ମନ୍ତ୍ର ଜପ କରିବା ଉଚିତ । ଆଜି ଆମେ ଆପଣଙ୍କୁ କହିବୁ ଦୁଦୁରା ଫୁଲ ଆପଣଙ୍କୁ କାହିଁକି କୋଟିପତି କରାଇଥାଏ । ଭଗବାନ ଶିବଙ୍କର ବହୁତ ପ୍ରିୟ ହୋଇଥାଏ ଦୁଦୁରା ଫୁଲ । ଦୁଦୁରା ଫୁଲ 3 ପ୍ରକାରର ହୋଇଥାଏ ଯଥା ଧଳା, ନୀଳ ଓ କଳା ରଙ୍ଗର ଫୁଲ ।

ଯଦି ଆପଣଙ୍କ ଘରକୁ ଧନର ଆଗମନ ହେଉ ନାହି, କରଜରେ ବୁଡି ରହିଛନ୍ତି, ଧନ ଆସିବାର ସବୁ ମାର୍ଗ ବନ୍ଦ ହୋଇଯାଇଛି ତେବେ ଦୁଦୁରା ଗଛର ବ୍ୟବହାର କରି ଆପଣ ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି କ୍ରିୟା ବହୁତ ସହଜ ଅଟେ । ଏଥିପାଇଁ ଆପଣଙ୍କୁ 4ଟି ଶୁକ୍ରବାର ଧଳା ଦୁଦୁରା ପ୍ରାପ୍ତ କରିବାକୁ ହେବ ।

ସୂର୍ଯ୍ୟାସ୍ତ ପରେ 7ଟା ରୁ 9ଟା ସମୟକୁ ଭଲ ମାନାଯାଇଥାଏ ପୂଜା କରିବା ପାଇଁ । ଏହି ସମୟରେ ମା ଲକ୍ଷ୍ମୀଙ୍କ ଫୋଟୋ କୁ ପୂଜା ଘରେ ସ୍ଥାପନ କରି ଗୋଟେ ଧଳା ଦୁଦୁରା ଅର୍ପଣ କରନ୍ତୁ । ମା ଲକ୍ଷ୍ମୀଙ୍କୁ ଘିଅର ଦୀପ ଜଳାଇ ଶ୍ରୀଙ୍ଗ ଜପ କରି ଆପଣଙ୍କୁ ହାତ ଯୋଡି ମନସ୍କାମନା କହିବାକୁ ହେବ । ଏହା ଦ୍ଵାରା ଆପଣଙ୍କର କଷ୍ଟ ସମସ୍ଯା ଶେଷ ହୋଇଥାଏ ।

ଏତିକି କରିବା ମାତ୍ରେ ଆପଣଙ୍କ ପାଖରେ ପୁରା ବର୍ଷ ଧନର ଅଭାବ ହେବ ନାହି । ଆପଣ ଯେଉଁ ରୋଗକୁ ନେଇ ଚିନ୍ତାରେ ଅଛନ୍ତି, ଆପଣଙ୍କ ଉପରୁ ତନ୍ତ୍ର ମନ୍ତ୍ରର ପ୍ରଭାବ ଦୂର ହେଉ ଏଥିପାଇଁ ଆପଣଙ୍କୁ ନୀଳ ରଙ୍ଗର ଦୁଦୁରା ପ୍ରାପ୍ତ କରିବାକୁ ହେବ । ନୀଳ ଦୁଦୁରା ବହୁତ ସହଜରେ ମିଳିଥାଏ । ଏଥିପାଇଁ ଆପଣଙ୍କୁ ସକାଳୁ ସ୍ନାନାଦୀ କାର୍ଯ୍ୟ ସାରି ଶିବ ମନ୍ଦିରକୁ ଯାଆନ୍ତୁ ।

ତମ୍ବା ପାତ୍ରରେ ପାଣି ସହ ନୀଳ ଦୁଦୁରା ଫୁଲ, ପାତ୍ର ନେଇ ମହାଦେବଙ୍କୁ ଅର୍ପଣ କରନ୍ତୁ । ଏହା ସହ ଓମ ନମହ ଶିବାୟ 503 ଥର ଜପ କରନ୍ତୁ । ଏହି ଉପାୟଟି 3ଟି ସୋମବାର କରିଲେ ବ୍ଯକ୍ତିର ଜୀବନରେ ପୁରା ବର୍ଷ କଷ୍ଟ ଆସିବ ନାହି । ତୃତୀୟ କ୍ରିୟା ଏମିତି କ୍ରିୟା ଅଟେ ଯାହା କି ଆପଣଙ୍କ ଶତ୍ରୁ କେବେ ଆପଣଙ୍କର କ୍ଷତି ପହଞ୍ଚାଇ ପାରିବ ନାହି ।

4ଟି ଶନିବାର ଦିନ ସନ୍ଧ୍ୟାରେ ଏକ ଲୋଟା ଜଳ ନେଇ ଓସ୍ତ ଗଛରେ ଅର୍ପଣ କରନ୍ତୁ । ତାପରେ ଶନି ମନ୍ଦିରକୁ ଯାଇ କଳା ଦୁଦୁରା ଅର୍ପଣ କରି ଶନି ଚାଳିଶା ଜପ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *