ଆଜି ଅକ୍ଷୟ ତୃତୀୟାରେ 6ଟି ରାଶି ଉପରେ ଧନ ବର୍ଷା କରିବେ ମା’ ଲକ୍ଷ୍ମୀ, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ- Akshaya trutiya

ବନ୍ଧୁଗଣ ଏହି 7ଟି ରାଶିରେ ହେବ ଧନର ବର୍ଷା । ଏମାନଙ୍କର ଜୀବନ ବଦଳିବାକୁ ଯାଉଛି । ଏମାନଙ୍କ ଭାଗ୍ୟରେ ଏମିତି ପରିବର୍ତ୍ତନ ଆସିବ ଯାହା କେବେ ଚିନ୍ତା କରି ନ ଥିବେ । ଗ୍ରହ ମାନଙ୍କର ଚଳନରେ ଏପରି କିଛି ହୋଇଥାଏ କି ଆମେ ଯାହା ବି ଯେତେ ପ୍ରୟାସ କରିଥାଉ ନା କାହିଁକି ବହୁତ ଅଧିକ ପରିଶ୍ରମ ପରେ ସଫଳ ହୋଇନ ଥାଉ ।

କିନ୍ତୁ ଗ୍ରହର ଚଳନରେ ହିଁ ଭାଗ୍ଯର ଭବିଷ୍ୟତ ନିର୍ଧାରିତ କରିଥାଏ । ଗ୍ରହର ଚଳନ ଦ୍ଵାରା ବ୍ଯକ୍ତିର ଭାଗ୍ୟ ସ୍ଥିର ହୋଇଥାଏ । ତେବେ ଅକ୍ଷୟ ତୃତୀୟା ପର ଠାରୁ ଏହି 7ଟି ରାଶି ହେବାକୁ ଯାଉଛନ୍ତି ଧନୀ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । କୁମ୍ଭ ରାଶି : ଆପଣ ଏବେ ମାଲାମାଲ ହେବାକୁ ଯାଉଛନ୍ତି । ଏମାନଙ୍କ ଜୀବନରେ ଯାହା ବି ସମସ୍ଯା ରହିଛି ଏହି ଶୁଭ ସଂଯୋଗ କାରଣରୁ ସମାଧାନ ହୋଇଯିବ । ଆପଣଙ୍କ ଜୀବନ ଧନଧାନ୍ୟରେ ପୂର୍ଣ୍ଣ ହେବ । ସମାଜରେ ପ୍ରତିସ୍ଥିତି ବ୍ୟକ୍ତି ଭାବେ ଆପଣ ପରିଚିତ କରାଇବେ ।

କନ୍ୟା ରାଶି : ଆପଣଙ୍କର ଭାଗ୍ଯର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି । ଯେ କୌଣସି ନୂତନ କାମ ଆରମ୍ଭ କରିବେ ସେଥିରେ ଉନ୍ନତି ପ୍ରାପ୍ତ କରିବେ । ଆସନ୍ତା ସମୟରେ ଧନର ଅଭାବ ରହିବ ନାହି । ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବାକୁ ଯାଉଛି । ଧାର୍ମିକ ସ୍ଥାନକୁ ଯାତ୍ରା କରିବେ ।

ମେଷ ରାଶି : ଆପଣଙ୍କ ଜୀବନରେ ବହୁତ ଜଲ୍ଦି ଶୁଭ ସମୟର ଆଗମନ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଜୀବନରେ ଯାହା ବି ସମସ୍ଯା ରହିଥିଲା ଘଟିବାକୁ ଥିବା ରାଜଯୋଗ କାରଣରୁ ସବୁ ସମସ୍ୟାର ଅନ୍ତ ହେବ । ଘରେ ସର୍ବଦା ସୁଖ ଶାନ୍ତି ଲାଗି ରହିବ ।

ଧନୁ ରାଶି : ଆପଣଙ୍କୁ ଜୀବନ ସାଥିଙ୍କ ସହଯୋଗ ମିଳିବ । ଯେଉଁ ମାନେ ବ୍ୟାପାର କ୍ଷେତ୍ରରେ ରହିଛନ୍ତି ସେମାନଙ୍କୁ ଅଧିକ ଧନ ଲାଭ ହେବାର ନଜର ଆସୁଛି । ସମାଜରେ ମାନ ସମାନ ପ୍ରତିଷ୍ଠା ବଢିବାର ଯୋଗ ଅଛି ।

ମକର ରାଶି : ଏହି ରାଶିର ଲୋକଙ୍କ ପରିବାରରେ ଖୁସି ଆସିବାକୁ ଯାଉଛି । ଦାଂପତ୍ଯ ଜୀବନ ସୁଖମୟ ହେବ । ଗୃହକୁ ନୂଆ ଅତିଥି ବା ଶିଶୁଙ୍କର ଆଗାନ ହେବ । ମିତ୍ର ମାନଙ୍କର ସହଯୋଗ ପ୍ରାପ୍ତ ହେବ । ବଡ ଧରଣର ଲାଭ ମିଳିବାର ସମ୍ଭାବନା ଅଛି ।

ମିଥୁନ ରାଶି : ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଧନ, ଦୌଲତ ଓ ଭୌତିକ ସୁଖ ସୁବିଧା ଆପଣଙ୍କୁ ପ୍ରାପ୍ତ ହେବ । ବ୍ୟାପାର ବାଣିଜ୍ୟ କରୁଥିବା ଲୋକଙ୍କୁ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ । ସେମାନଙ୍କର ସାହାଜ୍ୟା ମିଳିବାର ସମ୍ଭାବନା ଅଛି । ପୁରୁଣା କରଜରୁ ମୁକ୍ତି ମିଳିବ ।

କର୍କଟ ରାଶି : ଆପଣଙ୍କର ଘର ପରିବାରରେ ସୁଖ ସମୃଦ୍ଧି ଧନର ଆଗମନ ହେବ । ବ୍ୟାପାର କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ସାମାଜିକ କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବାକୁ ଯାଉଛି । କଠିନରୁ କଠିନ କାମ ସହଜରେ କରିପାରିବେ ।

Leave a Reply

Your email address will not be published. Required fields are marked *