କାହାର ବି ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ, କଣ କରୁଥିବେ, କେଉଁ ଭଳି ସ୍ଵଭାବ ବ୍ୟକ୍ତି ହୋଇଥିବେ ତାହା ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯଦି ଆପଣ କାହାକୁ ଲଭ କରୁଛନ୍ତି ତ ? ତେବେ ଆଜିର ସମୟରେ କାହାର ଗାର୍ଲଫ୍ରେଣ୍ଡ କି ବଏଫ୍ରେଣ୍ଡ ନାହି କହିଲେ ଭୁଲ ହେବ । ନିଶ୍ଚୟ ଆପଣ ବି କାହାକୁ ଜୀବନରେ ଲଭ କରୁଥିବେ ।

ଯଦି କରୁଛନ୍ତି ତେବେ ଆପଣଙ୍କ ସାଥିର ମନ କଥା ଜାଣିବାକୁ ଚାହୁଁ ଛନ୍ତି କି ? ସେଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଯାହା ପରେ ଆପଣ ନିଜ ସାଥିଙ୍କ ମନର ଅବସ୍ଥା କଣ ତାହା ଜାଣି ପାରିବେ । ତେବେ ଆପଣ ବାଛି ନେଲେ କାର୍ଡ । ଏବେ ଆସନ୍ତୁ ଜାଣିବା ।

1- ଯଦି ଆପଣ ପ୍ରଥମ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । ସେ ଆପଣଙ୍କ ବିଷୟରେ ବହୁତ ଭଲ ଭାବୁଛନ୍ତି । ଆପଣ ତାଙ୍କର ବହୁତ କେୟାର କରୁଛନ୍ତି । ଆପଣ ନିଜ କାମରେ ବ୍ୟସ୍ତ ରହି ବି ତାଙ୍କ ପାଇଁ ସମୟ ବାହାର କରୁଛନ୍ତି । ସେ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି । ଆପଣଙ୍କ ଭଳି ମଣିଷ ସମସ୍ତଙ୍କୁ ମିଳିବା ଦରାକର ଏମିତି ସେ ଭାବୁଛନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ମାନ ସମ୍ମାନ ଅଛି । ଅପାନଙ୍କ ରିଲେସନସିପ ବହୁତ ପୁରୁଣା ଅଛି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କର ଲଭ ପାର୍ଟନର ହୋଇପାରନ୍ତି । ସେ ଆପଣଙ୍କ ସହ ଏବେ ଏବେ ଦେଖା ହୋଇଛନ୍ତି । ସେ ଆପଣଙ୍କୁ ଏମିତି କିଛି କଥା କହିବେ ଯାହା ଆପଣ ଚାହୁଁ ଥିଲେ । ସେ ଆପଣଙ୍କ ଆଡକୁ ଅଧିକ ଆକର୍ଷିତ ହେଉଛନ୍ତି । ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

ସେ ଆପଣଙ୍କୁ ତାଙ୍କର ଲାଇଫ ପାର୍ଟନର ଭାବେ ଦେଖୁଛନ୍ତି । ସେ ଏହି ସମ୍ପର୍କ କୁ ନେଇ ବେଶ ଖୁସି ଅଛନ୍ତି । ସେ ନିଜକୁ ଲକି ମାନେ କରୁଛନ୍ତି ଆପଣ ତାଙ୍କ ଲାଇଫରେ ଅଛନ୍ତି । ଆପଣଙ୍କ ଲାଇଫରେ ସମସ୍ତଙ୍କର ଜାଗା ବହୁତ ଭିନ୍ନ ଏମିତି ସେ ଭାବୁଛନ୍ତି ।

3- ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ସାଥିଙ୍କ ପାଇଁ ଏନର୍ଜି ବହୁତ ଭଲ ରହିଛି । ତାଙ୍କୁ ଲାଗୁ ଆପଣ କୌଣସି ସମୟର ବା କଥାର ଅପେକ୍ଷା କରିଛନ୍ତି । ଆପଣ ଜୀବନରେ କଣ କରିବେ ତାହା ସ୍ଥିର କରି ସାରିଛନ୍ତି । ଆପଣ ସମାନ ବାଲା କୁ ଜଣାଇ ଦିଅନ୍ତି ନାହି ଆପଣଙ୍କ ମନରେ କଣ ଚାଲିଛି । ଆପଣଙ୍କୁ ବୁଝିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।

କିନ୍ତୁ ସେ ଜାଣିଛନ୍ତି ଆପଣଙ୍କ ମନରେ କିଛି ତ ଚାଲିଛି ଯାହା ଆପଣ ସେୟାର କରୁ ନାହାନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ ଲାଇଫକୁ କଣ୍ଟ୍ରୋଲ କରିବାକୁ ଚାହୁଁ ଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *