କାହାର ନାମ ଭାବି ହୃଦୟରୁ ବାଛନ୍ତୁ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?- Love Quiz

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ଆଗରେ ନେଇକି ଆସୁଛି ତିନୋଟି ସଂଖ୍ୟା ସେଥି ମଧ୍ୟରୁ ଆପଣ କୋଣସି ଗୋଟାଏ ନମ୍ବର ବାଛିପାରିବେ । ଆପଣଙ୍କ ଜୀବନରେ ଏମିତି କିଏ ବ୍ୟକ୍ତି ଥିବେ ଯାହାଙ୍କ ବିଷୟରେ ଆପଣ ସର୍ବଦା ଆଲୋଚନା କରନ୍ତି । ଅଥବା ଆପଣଙ୍କ ତାଙ୍କୁ ଭଲ ପାଇଥାନ୍ତି । ମାତ୍ର ଆପଣ ଜାଣି ନ ଥାନ୍ତି କି ଆପଣ ଯାହାଙ୍କ ବିଷୟରେ ଭଲ ପାଇବା ଅନୁଭୂତି କରୁଛନ୍ତି ସେ ବ୍ୟକ୍ତି ଜଣକ ଆପଣଙ୍କ ପ୍ରତି କଣ ଅନୁଭବ କରନ୍ତି ।

ତେବେ ଆଜି ଆପଣ ଏହି ତିନୋଟି ସଂଖ୍ୟା ମଧ୍ୟରୁ କାହାର ନାମ ଚିନ୍ତା କରି ଗୋଟାଏ ନମ୍ବର ବାଛନ୍ତୁ ଏବଂ ତୁମକୁ ନେଇ ତାହାଙ୍କ ମନରେ କଣ ରହିଛି ଜାଣନ୍ତୁ । ମୁଁ ଅବି ଆପଣଙ୍କୁ ପାଞ୍ଚ ମିନିଟ୍ ସମୟ ଦଉଛି । ଆପଣ ଜାଣିବାକୁ ଚାହୁଥିବା ବ୍ୟକ୍ତିଙ୍କ ନାମକୁ ମନରେ ଭାବି ନମ୍ବର ଚୟନ କରନ୍ତୁ । 

ପ୍ରଥମ ନମ୍ବର : ଚୟନ କରିଥିବା ଲୋକମାନଙ୍କ ପାଇଁ ସେ ବ୍ୟକ୍ତି ଆପଣଙ୍କ ଠାରୁ ବହୁତ ଗୁଡାଏ  ବିଷୟ ଲୁଚେଇକି ରଖିଛନ୍ତି । ଆପଣଙ୍କ ସହ ସେ ହୃଦୟ ଖୋଲି କଥା ହେବାକୁ ଡରୁଛନ୍ତି । ତେଣୁ ଆପଣ ଚେଷ୍ଟା କରିବେ ସେ ଯେପରି ଆପଣଙ୍କ ସହ ମୁହ ଖୋଲି କଥା ହେଇପାରେ । ଆପଣଙ୍କ ପାଖରେ ସବୁ ଖୁସି ଅଛି କିନ୍ତୁ ଆପଣ ତାଙ୍କୁ ଅନୁଭବ କରିପାରୁନାହାନ୍ତି । 

ଦ୍ଵିତୀୟ ନମ୍ବର :   ଏହି ନମ୍ବର ଆପଣ ଯାହାଙ୍କ ପାଇଁ ଚୟନ କରିଥାନ୍ତି । ସେ ବ୍ୟକ୍ତି ଜଣକ ଆପଣଙ୍କୁ  ବହୁତ ଭାଲ ପାଉଛନ୍ତି । ମାତ୍ର ତାଙ୍କ ମନ କଥାକୁ ଆପଣଙ୍କ ସମୁଖରେ ରଖିବାକୁ ପଛ ଘୁଞ୍ଚା ହେଉଛନ୍ତି । ସେ ଭାବୁଛନ୍ତି କି ଆପଣ ତାଙ୍କ ପ୍ରେମ କୁ ମନା କରିଦେବେ । ଏହା  ସହିତ ସେ ଭାବନ୍ତି କି ଆପଣ ଆଉ କାହା ସହ ପ୍ରେମ ସମ୍ପକରେ ଅଛନ୍ତି । ତେଣୁ ତାଙ୍କ ପ୍ରେମ କୁ ଆପଣ ଠୁକୁରାଇ ଦେବେ । 

ମାତ୍ର ତାଙ୍କ ଚିନ୍ତା ଧାରା ସଂପୂର୍ଣ୍ଣ ଭୁଲ ଅଟେ କାରଣ ଆପଣ ଆଉ କାହା ସହ ପ୍ରେମ ସମ୍ପକରେ ନାହାନ୍ତୁ । ତୃତୀୟ ନମ୍ବର : ଏହି ନମ୍ବର ଆପଣ ଯାହା ପାଇଁ ବାଚିଛନ୍ତି ଦୁହେଁ ଦୁହିଙ୍କୁ ବୁଜନ୍ତି ଓ ବହୁତ ଭଲ ପାଆନ୍ତି । ମାତ୍ର ସେ ତାଙ୍କ ଭବିଷ୍ୟତ ଓ ପରିବାରକୁ ନେଇ ଅତ୍ୟଧିକ ଚିନ୍ତା କରି ମନରୁ ଭାଙ୍ଗି ପଡିଛନ୍ତି । ମାତ୍ର ସେ ଆପଣଙ୍କୁ ତାଙ୍କ ଜୀବନରୁ ହରାଇବାକୁ କଦାପି ଚାହୁନାହାନ୍ତି ।

ଆପଣ ଉଭୟଙ୍କ ସମ୍ପର୍କ ବହୁତ ସୁଦୂଢ ଅଟେ । ଆପଣ ମଧ୍ୟରେ କୋଣସି ଆସୁଥିବା ଆସିଲେ ମଧ୍ୟ ତାହା ବେଶୀ ସମୟ ରହିପାରେ ନାହିଁ । ଇଶ୍ଵରଙ୍କ ଦୟା ଆପଣମାନଙ୍କ ଉପରେ ସର୍ବଦା ରହିଛି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।   

Leave a Reply

Your email address will not be published. Required fields are marked *