କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ , ଭବିଷ୍ୟତ ସମ୍ବନ୍ଧୀୟ କିଛି ବିଷୟବସ୍ତୁ ଆପଣମାନଙ୍କ ଆଗରେ ଏକ ନୂତନ ଆକାରରେ ରଖିବାକୁ ଆସିଛୁ । ଭବିଷ୍ୟତ ବିଷୟରେ ଜାଣିବାକୁ ସମସ୍ତେ ଇଛା କରିଥାନ୍ତି । ଆପଣ ଏବେ କେଉଁ ସବୁ ପରିସ୍ଥିତି ନେଇ ଯାଉଛନ୍ତି ତାହା ଆପଣଙ୍କ ପାଇଁ କଷ୍ଟକର ହେଉଛି ତାହା କଣ ସବୁ ଦିନ ପାଇ ନ ରହିବ ।  ଏପରି ପ୍ରଶ୍ନର ଝଞ୍ଜାରେ ଆପଣ ଅଛନ୍ତି ।

ତେବେ ଆଜି ଆମେ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଦୁଇଟି ପାରା ଭଗବାନ ଗଣେଶକୁ ସ୍ମରଣ କରି କୋଣସି ଗୋଟାଏ ପାରା କୁ ଚୟନ କରନ୍ତୁ । ଆପଣଙ୍କ ଆଗରେ ରହିଛି ବସିଥିବା ପାରା ଓ ଉଡୁଥିବା ପାରା । ଏହାକୁ ଆମେ 1 ଓ 2 ଭାବରେ ଭାଗରେ ବିଭାଜିତ କରିଛୁ । ଅବି ମୁଁ ଆପଣଙ୍କୁ ପାଞ୍ଚ ମିନିଟ୍ ର ସମୟ ଦେବି ଆପଣଙ୍କ ମନକୁ ପସନ୍ଦ ଆସୁଥିବା ପାରା କୁ ବାଛନ୍ତୁ । ଧ୍ୟାନ ଦେବେ ଆପଣ କେବଳ ଯେଉଁ ପାରା କୁ ଚୟନ କରିଛନ୍ତି ତାହା ବିଷୟରେ ଜାଣନ୍ତୁ ।

ଅନ୍ୟପାରା ସହ ଯୋଡିତ ସୂଚନା ଆପଣଙ୍କ ନିମନ୍ତେ ଅନାବଶ୍ୟକ ହୋଇଥାଏ । ଆସନ୍ତୁ ଜାଣିବା ପାରା ଭିତରେ ଗୁପ୍ତ ରହସ୍ୟ ବିଷୟରେ ସ୍ପଷ୍ଟ ଧାରଣା । ପ୍ରଥମ ବସିଥିବା ପାରାକୁ ଚୟନ କରିଥିବା ଲୋକମାନେ ଏବେ ମାନସିକ ଚିନ୍ତା  ମଧ୍ୟ ଦେଇ ଗମନ କରୁଛନ୍ତି । ଆପଣଙ୍କୁ କୋଣସି କାମରେ ମନ ଲାଗୁନାହିଁ । ଆପଣ କରିବାକୁ ଯାଉଥିବା କାର୍ଯ୍ୟ ଅସଫଳ ହେବା କାରଣରୁ ଆପଣ ହୃଦୟରୁ ଭାଙ୍ଗି ପଡିଛନ୍ତି ।

ଆପଣ ଶତ୍ରୁ ଯେଉଁମାନେ ଥିଲେ ସେମାଙ୍କ ଉପରେ ଆପଣ ବିଜୟ ପ୍ରାପ୍ତ କରିଛନ୍ତି । ମାତ୍ର ସେହି ବିଜୟ କୁ ନେଇ ଆପଣ ଖୁସି ଅନୁଭବ କରୁ ନାହାନ୍ତି । ଆପଣ କାହା ସହ ବନ୍ଧୁତା କରିବା ପୂର୍ବରୁ ଥରେ ଭଲ ଭାବରେ ଚିନ୍ତା କରି କରନ୍ତୁ । ଏହା ବ୍ୟତୀତ ଆପଣଙ୍କ ଗୋଟାଏ ପ୍ରିୟ ଜୀବ ବା  ପାଳିତ ଜନ୍ତୁ ଅଛି ଯାହାକୁ ନେଇ ଆପଣ ସର୍ବଦା ଚିନ୍ତା ରେ ରହୁଛନ୍ତି ।  ମାତ୍ର ଏବେ ଆପଣଙ୍କ ଚିନ୍ତା ଦୂର ହେବାକୁ ଯାଉଛି ଆପଣ ଥରେ ଆପଣଙ୍କ ଜାତକ ଦେଖେଇ ନିଅନ୍ତୁ ।

ସନ୍ତାନ ନେଇକି ଥିବା ଚିନ୍ତା ଦୂର ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଅଟକି ଯାଇଥିବା କାର୍ଯ୍ୟ ସଫଳତା ପୂର୍ବକ ସଂପୂର୍ଣ୍ଣ ହେଇଯିବ  । ଦ୍ଵିତୀୟ ଉଡୁଥିବା ପାରାକୁ ଚୟନ କରିଥିବା ଲୋକମାନଙ୍କ ଚିନ୍ତା ସବୁ ଦିନ ପାଇଁ ଦୂର ହେଇଯିବ । ଶନି,ରାହୁ କେତୁ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିବା ଆପଣ ଅନୁଭବ କରୁଛନ୍ତି । ମାତ୍ର ତାହା ପାଇଁ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ପ୍ରିୟ ଦେବାଦେବୀମାନଙ୍କର ପୂଜା କରନ୍ତୁ ।

ଆପଣ ଜୀବନ ରେ ଆଉ ମନ୍ଦ ଫଳ କୁ ଭୋଗ କରିବେ ନାହିଁ । ଆପଣଙ୍କ କର୍ମ ର ଫଳ ମିଳିବା ବିଳମ୍ବ ହେଉଛି କିନ୍ତୁ ନିଶ୍ଚୟ ଆପଣ କର୍ମର ଫଳ ପ୍ରାପ୍ତ କରିବେ । ଆପଣ ଅଶ୍ଵସ୍ତଥ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଦେଖିବେ ଆପଣ ଭୋଗ କରୁଥିବା ଦୁଃଖକଷ୍ଟ ସବୁ ଦିନ ପାଇଁ ଦୂର ହେଇଯିବ । ଆପଣଙ୍କ ଜୀବନରେ ଧନ ଏବଂ ଖୁସିର ବର୍ଷା ହେବାକୁ ଯାଉଛି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *