ବନ୍ଧୁଗଣ ସରକାର କଲେ ବଡ ଘୋଷଣା ଯାହାକି ଜନଧନ ଖାତା ଧାରି ଙ୍କ ପାଇଁ ଖୁସିର ଖବର । ଏବେ ବିନା ବାଲାନ୍ସ ରେ ମଧ୍ୟ ଉଠାଇ ପାରିବେ ୧୦୦୦୦ ଟଙ୍କା । ଯଦି ଆପଣଙ୍କର ଜନଧନ ଆକାଉଣ୍ଟ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଜନଧନ ଯୋଜନା ଖାତାରେ ଅନେକ ସୁବିଧା ମିଳୁଛି । ତେବେ ଆମେ ଆପଣଙ୍କୁ କହି ରଖୁଛୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଙ୍କ ଜନଧନ ଯୋଜନା ଅନୁସାରେ ଜିରୋ ବାଲାନ୍ସରେ ସେଭିଂ ଖାତା ଖୋଲାଯାଏ ।
ଏଥିରେ ଦୁର୍ଘଟଣା ବୀମା, ଅଲଗା ଫେସିଲିଟୀ, ଚେକ ବୁକ ସମେତ ଅନ୍ୟ ବହୁତ ଲାଭ ମଧ୍ୟ ମିଳିଥାଏ । ଜଣାନ୍ତୁ କେମିତି ମିଳିବ ୧୦୦୦୦ ଟଙ୍କା । ଜନଧନ ଯୋଜନା ଅନୁସାରେ ଆପଣଙ୍କ ଆକାଉଣ୍ଟ ରେ ଗୋଟେ ପଇସା ନଥିଲେ ମଧ୍ୟ ଆପଣଙ୍କୁ ୧୦୦୦୦ ଟଙ୍କା ମିଳିପାରିବ । ଏହି ସୁବିଧା କମ ସମୟରେ ଲୋନ ପରୁ । ଏହି ସୁବିଧା ଆଗରୁ ୫୦୦୦ ପର୍ଯ୍ୟନ୍ତ ରହିଥିଲା ।
କିନ୍ତୁ ବର୍ତ୍ତମାନ ସରକାର ଏହାକୁ ବଢାଇ ୧୦୦୦୦ କରିଦେଇଛନ୍ତି । ଆକାଉଣ୍ଟ ରେ ଓଭର ଡ୍ରାଫ୍ଟ ସୁବିଧା ପାଇଁ ବୟସ ସୀମା ସର୍ବାଧିକ ୬୫ ବର୍ଷ ଧାର୍ଯ୍ୟ କରାଯାଇଛି । ଏହି ସୁବିଧାର ଫାଇଦା ଉଠାଇବାକୁ ଆପଣଙ୍କୁ ଜନଧନ ଆକାଉଣ୍ଟ ରେ ଅତି କମରେ ୬ ମାସ ପୂରଣ ହେବା ଉଚିତ । ନଚେତ ଆପଣଙ୍କୁ କେବଳ ୨୦୦୦ ଟଙ୍କା ମିଳିପାରିବ ।
ଏହି ଜନଧନ ଯୋଜନା କଣ ? ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସରକାର ଙ୍କ ଏକ ମହତ୍ତ୍ଵ ଯୋଜନା ଯାହା ବାଙ୍କିଂ ସେଭିଂ ତଥା ଜନଖାତା, ଋଣ, ବିମାରି ପେନସନ ଭଳି ଅନେକ ସୁବିଧା ଭାରତର ନାଗରିକ ଙ୍କ ପାଇଁ ଚେଷ୍ଟା କରିଥାଏ । ଏହି ଖାତା କୌଣସି ବି ବ୍ୟାଙ୍କ କର୍ମଚାରୀ ବା ପ୍ରତିନିଧି ବା ଆଉଟଲଟ ରେ ଖୋଲାଯାଇ ହେବ । ତେବେ ଚାଲନ୍ତୁ ଜାଣିବା ଏହି ଆକାଉଣ୍ଟ କେମିତି ଖୋଲିବେ ।
ଜନଧନ ଯୋଜନା ଅନୁସାରେ ଏହି ଖାତା ବ୍ୟାଙ୍କ ରେ ଜିରୋ ବାଲାନ୍ସ ରେ ଖୋଲିହେବ । କିନ୍ତୁ ଯଦି ଆପଣ ଚାହିଁବେ ତେବେ ପ୍ରାଇଭେଟ ବ୍ୟାଙ୍କ ରେ ମଧ୍ୟ ଏହି ଆକାଉଣ୍ଟ ଖୋଲି ପାରିବେ । ଯଦି ଆପଣଙ୍କ ପାଖରେ କୌଣସି ସେଭିଂ ଆକାଉଣ୍ଟ ଅଛି ତେବେ ଆପଣ ତାହାକୁ ମଧ୍ୟ ଜନଧନ ଆକାଉଣ୍ଟ ରେ ପରିଣତ କରିପାରିବେ । ଭାରତରେ ରହୁଥିବା କୌଣସି ବି ନାଗରିକ ଯାହାର ବୟସ ୧୦ ବର୍ଷରୁ ଅଧିକ ରହିଛି ସେମାନେ ଏହି ଜନଧନ ଖାତା ଖୋଲିପାରିବ । ତେବେ ବନ୍ଧୁଗଣ ଏହା ଥିଲା ସରକାର ଙ୍କ କିଛି ବଡ ଅପଡେଟ । ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।