ଆସିଗଲା ଶ୍ରାବଣ ମାସ, 5ଟି ରାଶି ପାଇଁ ଖୁସିର ଖବର, ଚମକିବ ଭାଗ୍ୟ… ହେବେ କୋଟିପତି- Jyotisha Shastra

ବନ୍ଧୁଗଣ ଜୁଲାଇ 14 ତାରିଖ ରୁ ଆରମ୍ଭ ହୋଇସାରିଛି ଶ୍ରାବଣ ମାସ । ତେବେ ଏହି 5 ଟି ରାଶି ରେ ପରିବର୍ତ୍ତନ ଦେଖା ଯିବ । ଏହା ଆସନ୍ତା ମାସ 12 ତାରିଖ ରେ ସମାପ୍ତ ହେବ । ଏଥର ଶ୍ରାବଣ ମାସ ରେ ଚାରୋଟି ସୋମବାର ପଡ଼ୁଛି । ଶ୍ରାବଣ ରେ ପଡ଼ୁଥିବା ସୋମବାର ର ବିଶେଷ ମହତ୍ତ୍ଵ ରହିଛି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଏହି ମାସ ର ବିଧିପୂର୍ବକ ପୂଜାର୍ଚ୍ଚନା କରିଥାଏ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ମାସ ରେ ମହାଦେବ ଙ୍କ କୃପା ଏହି 5 ଟି ରାଶି ଙ୍କ ଉପରେ ପଡ଼ିବାକୁ ଯାଉଛି । ଗ୍ରହ ମାନ ଙ୍କ ଚଳନ ଦ୍ଵାରା ହିଁ ମନୁଷ୍ୟ ଜୀବନ ରେ ସଫଳତା ବା ବିଫଳତା ମିଳିଥାଏ । ଆଜି ର ପ୍ରତ୍ୟେକ କାର୍ଯ୍ୟ ରାଶି ସହ ଜଡ଼ିତ ହୋଇଥାଏ । ତେବେ ଆସନ୍ତୁ ଜଣାଇବା ସେହି ଭାଗ୍ୟବାନ 5ଟି ରାଶି ବିଷୟରେ ।

ବୃଷ ରାଶି – ଲମ୍ବା ସମୟ ପର୍ଯ୍ୟନ୍ତ ଆପଣ ଯେଉଁ ସମସ୍ୟା ରେ ସମ୍ମୁଖୀନ ହୋଇଥିଲେ ତାହା ଖୁବ୍ ଶୀଘ୍ର ଦୁର ହେବ । ନୂଆ ନୂଆ ଅବସର ପ୍ରାପ୍ତ ହେବ । ଯାହା ଉନ୍ନତି ଆଡ଼କୁ ନେଇଯିବ । ଏହି ଯୋଗ କାରଣ ରୁ ଆପଣ ଙ୍କ ର ନୂଆ ନୂଆ ମିତ୍ର ସୃଷ୍ଟି ହେବେ । ଯାହା ଲାଭକାରୀ ହେବ ସଠିକ୍ ଦିଗ ଦେଖାଇବେ । ବ୍ୟପାର ବାଣିଜ୍ୟ ରେ ଲାଭ ହେବ ।

କନ୍ୟା ରାଶି – ଜୀବନ ସାଥି ଙ୍କ ସହ ଭଲ ଭାବେ ସମୟ ଅତିବାହିତ କରିବେ । ସମ୍ପର୍କ ନିବିଡ଼ ଘନତ୍ଵ ହେବ । ଦାମ୍ପତ୍ୟ ଜୀବନ ର କଷ୍ଟ ଦୂର ହେବ । ଶୁଭ ଫଳ ମିଳିବ ଯାହାକି ଆପଣ ବୋହୁତ ଦିନ ରୁ ଚିନ୍ତା କରିଥିଲେ । ଭାଗ୍ୟ ର ସାଥ ମିଳିବ ।

ମିଥୁନ ରାଶି – ଆପଣ ଙ୍କ ଭାଗ୍ୟ ର ଡୋରି ଲାଗିଯିବ । ଆପଣ ନକର ଖୁବ୍ ଭଲ ସମୟ ଆସିବାକୁ ଯାଉଛି । ସଫଳତା ଆପଣ ଙ୍କ ସାମ୍ନା ରେ ରହିବ । ଯୋଜନା କାର୍ଯ୍ୟକାରୀ ହେବ । ଶୁଖି ପରିବାର ଟିଏ ସୃଷ୍ଟି ହେବା । ଜୀବନ ସାଥି ଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ମାତ ଲକ୍ଷ୍ମୀ ଙ୍କ କୃପା ଆପଣ ଙ୍କ ଉପରେ ରହିବ । ଲାଭ ହିଁ ଲାଭ ହେବ । ଆଗକୁ ଆସୁଥିବା ସମୟ ଆପଣ ଙ୍କ ପାଇ ବୋହୁତ ଲାଭଦାୟକ ହେବ ।

କୁମ୍ଭ ରାଶି – ଆପଣ ଙ୍କୁ ଈର୍ଷା କରୁଥିବା ଲୋକ ଠାରୁ ଆପଣ ଆଗକୁ ଯିବେ । ଅସୁବିଧା ଠାରୁ ଦୂରେଇ ଯିବେ । ଜୀବନ ରେ ଉନ୍ନତି ଘଟିବ । ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରହିବେ । ଜୀବନ ସାଥି ଙ୍କ ସାଥ ମିଳିବ । ଭାଗ୍ୟ ର ସହଯୋଗ ମିଳିବା । ଧନ ଜନିତ ସମସ୍ୟା ଦୂରେଇ ଯିବ । ନିଜ ପରିବାର ସହ ଅଧିକ ସମୟ ଅତିବାହିତ କରିବେ ।

ମୀନ ରାଶି – ଚାକିରି ରେ ରହିଥିବା ସମସ୍ତ ସମସ୍ୟା ଦୂର ହେବା । କୌଣସି ବାଧା ବିଘ୍ନ ଆପଣ ଙ୍କୁ କାର୍ଯ୍ୟ ରେ ସଫଳତା ପାଇବାକୁ ଅଟକାଇପାରିବେ ନାହିଁ । ସମସ୍ୟା ର ସମଧାନ ହେବ । କୌଣସି ଭଲ କାର୍ଯ୍ୟ ଆରମ୍ଭ କରନ୍ତୁ । ତାହା ଭଲ ଫଳ ପ୍ରାପ୍ତ କରାଇବ । କାହାକୁ ସହାୟତା କରିଥିଲେ ତାହା ଆପଣ ଙ୍କୁ ଉଚ୍ଚମାନ ର ସମ୍ମାନ ଦେବ ।

Leave a Reply

Your email address will not be published. Required fields are marked *