ଖରାପ ସମୟ ହେବ ନାଶ ଏହି ରାଶି ମାନ ଙ୍କ ଜୀବନ ରୁ ଦୁଃଖ ଦୂର କରିବେ ବାଜରଙ୍ଗବଳି । ମଙ୍ଗଳବାର ଓ ଶନିବାର ଏହି ଦୁଇ ବାର ହେଉଛି ହନୁମାନ ଙ୍କ ର ଦିନ । ଆଗାମୀ ମଙ୍ଗଳ ବାର ଦିନ ମଙ୍ଗଲତରି ସମୟ ଆରମ୍ଭ ହେବାକୁ ଯାଉଛି । ଯାହା ଫଳ ରେ କିଛି ରାଶି ଙ୍କ ଜୀବନ ରେ ଏବେ ମଙ୍ଗଳ ହିଁ ମଙ୍ଗଳ ହେବ । ଏମାନ ଙ୍କ ଜୀବନ ରୁ ସବୁ ସମସ୍ୟା ଦୂର ହେବ । ଏହି ସମୟ ରେ ମାନସିକ ଚିନ୍ତା ଦୁର ହେବ । ଭଲ ପରିବେଶ ରେ ଜୀବନ ଯାପନ କରିବେ । ପରିବାର ଲୋକଙ୍କ ସାହାର୍ଯ୍ୟ ମିଳିବ । ସମାଜ ରେ ନୂତନ ପରିଚୟ ସୃଷ୍ଟି କରିବେ ।
ତୁଳା ରାଶି – ଏହି ଲୋକ ମାନେ ସମସ୍ତଙ୍କ ସହ ମିଶିବାକୁ ଲାଗିବେ । ସମସ୍ତେ ଏମାନ ଙ୍କ କଥାବାର୍ତ୍ତା ରେ ପ୍ରସନ୍ନ ହେବେ । ଯାହା ଫଳ ରେ ସମସ୍ତ ଙ୍କ ହୃଦୟ କୁ ଏମାନେ ଛୁଇଁ ପାରିବେ । ସମସ୍ତେ ଏମାନ ଙ୍କୁ ସପକ୍ଷ କରିବେ । ପରିବାର ସହଯୋଗ ସହ ପ୍ରେମ ର ସହଯୋଗ ରହିବ ଯାହା ଫଳ ରେ ଏମାନ ଙ୍କ ମାନ ପ୍ରଫୁଲିତ ରହିବ । ଧନ ସମ୍ବନ୍ଧିତ ସମସ୍ୟା ଦୁର ହେବ । ବୈବାହିକ ଜୀବନ ସୁଖମୟ ହେବ ।
ମେଷ ରାଶି – କାର୍ଯ୍ୟ କ୍ଷେତ୍ର ରେ ଅନେକ ଲାଭ ପାଇବା ର ଯୋଗ ବନୂଚି । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଅସୀମିତ ଧନ ଲାଭ ହେବାର ସମ୍ପୂର୍ଣ୍ଣ ଯୋଗ ରହିଛି । ଜୀବନ ସାଥି ଙ୍କ ସହ ଭଲ ଭାବରେ ସମୟ ଅତିବାହିତ କରିବେ । ତାଙ୍କ ପଇସା ଧନ ଦଉଲତ ବୃଦ୍ଧି ଘଟିବ ।
ବୃଷ ରାଶି – କୋଟ ଓ କଚେରି ମାମଲା ଆପଣ ଙ୍କ ପକ୍ଷ ରେ ଯିବ । ସମସ୍ତ ଙ୍କ ସପକ୍ଷ ଆପଣ ଙ୍କ ପକ୍ଷ ରେ ରହିବ । ବ୍ୟାପାରିକ କ୍ଷେତ୍ର ରେ ଲାଭ ମିଳିବାର ଯୋଗ ବନୂଚି । ପାରିବାରିକ ଆର୍ଥିକ କ୍ଷେତ୍ର ରୁ ମୁକ୍ତି ମିଳିବ ଅଟକି ରହିଥିବା କାର୍ଯ୍ୟ ସଫଳତା ର ସହ ପୂରଣ ହେବ ।
ମିଥୁନ ରାଶି – ଏମାନ ଙ୍କ ର ଜୀବନ ର ଦୁଃଖ ସବୁ ଦୁର ହେବ । ଜୀବନରେ କିଛି ଏମିତି ଘଟିବକୁ ଯାଉଚି ଯେପରି ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହେବ । ଦୁଃଖ ଦୂର କରିବାକୁ ପଡ଼ିସରମ କରିବାକୁ ପଡ଼ିବ । କଠିନ ପରିଶ୍ରମ ଦ୍ୱରା କାର୍ଯ୍ୟ ର ହାସଲ କରିପାରିବେ । ମାନ ସମ୍ମାନ ରେ ଅବସର ଦେଖିବାକୁ ମିଳିବା ।
ବିଛା ରାଶି – ଏମାନ ନକର ଧନ ଓ ଯଶ ସମ୍ମାନ ବୃଦ୍ଧି ପାଇବ । ସମାଜ ରେ ନୂତନ ନୂତନ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ ସଫଳତା ରେ ପହଞ୍ଚିବ । ଆର୍ଥିକ ରୂପ ରେ ମଜବୁତ୍ ହେବେ । ଚାରିଆଡୁ ଖୁସି ମିଳିବ ନିଜର ପ୍ରେମ ପାଇବା ରେ ସଫଳ ହେବେ । ହନୁମାନ ଙ୍କ ଆରାଧନା କରିବା ଲାଭକର ରହିବ ।
କୁମ୍ଭ ରାଶି – ଏହି ରାଶି ର ଲୋକ ମାନେ ନିଜର ଭାଗ୍ୟ କୁ ନିଜେ ପରିବର୍ତ୍ତନ କରିବେ । ଚାକିରି ରେ ଉନ୍ନତି ଦେଖା ଯିବ । ବ୍ୟାପାର ରେ ଲାଭ ହେବା । ଏମାନ ଙ୍କ ଜୀବନ ରେ କେବଳ ଲାଭ ହିଁ ଲାଭ ମିଳିବ । ବଡ଼ ସଫଳତା ହାସଲ କରିବେ । ଏମାନ ଙ୍କ ମାନ ସମାନ ରେ ବୃଦ୍ଧି ଦେଖିବାକୁ ମିଳିବା । ଏମାନ ଙ୍କ ଭାଗ୍ୟ ଚମକି ଉଠିବ । ମଙ୍ଗଳ ବାର ଦିନ ହନୁମାନ ଙ୍କ ପୂଜା ନିଶ୍ଚିତ କରନ୍ତୁ । ଯାହା ଦ୍ଵାରା ତାଙ୍କ କୃପା ଆପଣ ପାଇ ପାରିବେ ।