ଅନୁଭବ ଙ୍କ ଠାରୁ ଅଲଗା ରହି ବି ମା ହେଲେ ହିରୋଇନ ବର୍ଷା । ଆସନ୍ତୁ ଜାଣିବା କଣ ରହିଛି ସତ୍ୟତା…

ଆପଣ ମାନେ ଜାଣିଥିବେ ସିନେମା ଜଗତ ର ୪ ଟି ମୁଖ୍ୟ ସଖା ଥାଏ । ସେହି ଗୁଡିକ ହେଲା ଓଲିଉଡ , ବଲିଉଅଡ , ଟଲିଉଡ , ଓ ହଲିଉଡ । ତେବେ ଓଲିଉଡ ଆମ ଓଡିଆ ସିନେମା ଜଗତ ର ନାମ ଅଟେ । ଆମ ଓଡିଆ ସିନେମା ଜଗତରେ ବହୁତ ନାମିଦାମି କଳାକାର ଅଛନ୍ତି । ଏହି କଳାକାର ମାନଙ୍କ ମଧ୍ୟରୁ ଅନେକ ସିନେ ତାରକା ଲୋକଙ୍କ ର ବହୁତ ପ୍ରିୟ ହୋଇଥାନ୍ତି । ତେବେ ଏହି ସିନେ ତରକା ମାନଙ୍କ ମଧ୍ୟରୁ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ବହୁତ ଲୋକ ପ୍ରିୟ ଅଭିନେତ୍ରୀ । ସେ ନିଜର ଅଭିନୟ ମାଧ୍ୟମରେ ଓଡିଆବାସୀଙ୍କର ମନ କିଣି ନେଇଥିଲେ ।

ବର୍ଷା ପ୍ରିୟଦର୍ଶୀନି ଜେଣ ସଫଳ ଅଜଭିନେତ୍ରୀ ଅଟନ୍ତି । ସେ ଅନେକ ଚଳଚିତ୍ର ରେ ମୁଖ୍ୟ ଭୂମିକା ଭାବେ କାମ କରିଛନ୍ତି । ତେବେ ବର୍ଷାଙ୍କୁ ଓଲିଉଡ କୁଇନ ମଧ୍ୟ କୁହନ୍ତି । ବର୍ଷା ଙ୍କୁ ସୁପରଷ୍ଟାର ଅନୁଭବ ପ୍ରେମ ବିବାହ କରିଥିଲେ । ଏହି ଦୁଇ ଜଣ ଏକା ସହ ଅନେକ ସିନେମା କରିଛନ୍ତି ।

ତେବେ ସେମାନଙ୍କ ବିବାହ ର ଅନେକ ବର୍ଷ ପରେ ଏବେ ଏହା ଖବର ଆସୁ ଅଛି କି ସେମାନଙ୍କ ର କିଛି ପାରିବାରିକ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ବିବାଦ ପରେ ବର୍ଷା ତାଙ୍କ ମା ଙ୍କ ଘରେ ରହୁଥିଲେ । ବର୍ଷାଙ୍କ ଅଭିଯୋଗ ଏହା ଥିଲା କି ତାଙ୍କୁ ତାଙ୍କ ଶାଶୁ ଘରେ ମାନସିକ ଅତ୍ୟାଚାର କରାଯାଉଛି ।

ତେବେ ସେ ଏହା ମଧ୍ୟ କହିଥିଲେ ସେ ତାଙ୍କ ଶାଶୁ ଘରେ ସୁରକ୍ଷିତ ଭାବୁ ନାହାନ୍ତି । ତେଣୁ ବର୍ଷାଙ୍କ ପାଇଁ ସ୍ଵତନ୍ତ୍ର ଜଣେ ମହିଳା ପୋଲିସ କାର୍ମଚାରୀ ତାଙ୍କ ସହ ତାଙ୍କ ଘରେ ରହୁଥିଲେ । ତେବେ ବର୍ଷା ଏକ ଭଲ ସମାଜ ସେବି ଭାବେ ମଧ୍ୟ ଏବେ ବେସ ପରିଚିତ । ସେ ନିଜର ଏକ ସଂସ୍ଥା ମଧ୍ୟ ଖୋଲିଛନ୍ତି ।

ଅନେକ ଲୋକଙ୍କୁ ଯେଉଁମାନେ ଅସହାୟ , ଗରିବ ତାଙ୍କୁ ବର୍ଷା ବହୁତ ସାହାର୍ଯ୍ୟ କରୁଛନ୍ତି । ତେବେ ଏହି ଚଳିତ ବର୍ଷର ଇଲେକ୍ସନ ରେ ବର୍ଷା ପ୍ରିୟ ଦର୍ଶିନୀ ପାର୍ଥୀ ଭାବେ ଛିଡା ହୋଇଛନ୍ତି । ତେବେ ସୋସିଆଲ ମିଡିଆରେ ବର୍ଷା ଙ୍କର ଏକ ଫଟୋ ବହୁତ ଭାଇରାଲ ହେଉଛି । ସେହି ଫୋଟୋରେ ବର୍ଷା ଏକ ଶିଶୁ କୁ ଧରିଛନ୍ତି ।

ଏହାକୁ ଦେଖି ବହୁତ ଲୋକ ଭବିଛନ୍ତି ଯେ ବର୍ଷା ମା ହୋଇ ସାରିଛନ୍ତି ଓ ସେହି ଶିଶୁ ଟି ତାଙ୍କର । କିନ୍ତୁ ଏହା ଲୋକଙ୍କ ର ଭ୍ରମ ଅଟେ । ଫଟୋ ରେ ଥିବା ଶିଶୁ ଟି ହେଉଛି ବର୍ଷା ପ୍ରିୟଦର୍ଶିନୀ ଙ୍କ ଭଉଣୀ ର ଛୁଆ । ତେବେ ବର୍ଷା ନିଜର ଭଉଣୀ ର ଛୁଆ କୁ ଧରି ଫଟୋ ଉଠାଇ ଛନ୍ତି କିନ୍ତୁ ଅନେକ ଲୋକ ଭାବୁଛନ୍ତି ଏହା ବର୍ଷା ଅନୁଭବ ଙ୍କର ସନ୍ତାନ ଅଟେ । କିନ୍ତୁ ଏହା ପ୍ରକୃତ ରେ ବର୍ଷା ପ୍ରିୟଦର୍ଶିନୀଙ୍କ ଭଉଣୀଙ୍କର ସନ୍ତାନ ଅଟେ । ବର୍ଷା ବର୍ତମାନ ମାଉସୀ ହୋଇଛନ୍ତି । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *