4 ଏପ୍ରିଲ ୨୦୨୩ ବଡ ମଙ୍ଗଳବାର, କରନ୍ତୁ ଏହି 5ଟିରୁ କୌଣସି ଗୋଟେ ଉପାୟ, ଦାରିଦ୍ର୍ୟତା ଭୁଲିଯିବ ଆପଣଙ୍କ ଘରର ରାସ୍ତା

ବନ୍ଧୁଗଣ ସପ୍ତାହର ପ୍ରତେକ ଦିନ ଅଲଗା ଅଲଗା ଦେବୀ ଦେବତାଙ୍କୁ ସମର୍ପିତ ଅଟେ । ମଙ୍ଗଳବାର ଦିନ ସଙ୍କଟ ମୋଚନ ହନୁମାନଙ୍କୁ ସମର୍ପିତ ଅଟେ । ହନୁମାନ ମହାରାଜଙ୍କ ବିଷୟରେ ଏହା କୁହାଯାଏ କି କେମିତି ବି ସମସ୍ୟାରେ ତାଙ୍କର ଭକ୍ତ ଥାନ୍ତୁ ତତ୍କାଳ ଏଥିରୁ ମୁକ୍ତି ଦେଇଥାନ୍ତି । ଏଥିପାଇଁ ହନୁମାନ ଙ୍କୁ ସଙ୍କମୋଚନ କୁହାଯାଏ । ଆଜିର ବିଷୟ ବସ୍ତୁ ବହୁତ ସୁନ୍ଦର ଅଛି ।

କଣ ଚଢାଇବା ଦ୍ଵାରା ହନୁମାନ ଙ୍କୁ କେଉଁ ଫଳ ପ୍ରାପ୍ତ ହୋଇଥାଏ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେମିତି ଆପଣ ଚାକିରି ଚାହୁଁଛନ୍ତି, ବ୍ୟାପାର ଭଲ ଚାଲୁ ନ ଥିଲେ ଇତ୍ୟାଦି । ୧- ଯଦି ଆପଣଙ୍କ ଜୀବନରେ ବଡ ସଙ୍କଟ ଅଛି, ବହୁତ ସମସ୍ୟାରେ ରହୁଛନ୍ତି, ମାନସିକ ଚିନ୍ତାରେ ରହୁଛନ୍ତି ସେଥିପାଇଁ ଆପଣ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ବିଡା ପାନ ଅର୍ପଣ କରନ୍ତୁ ।

ଏହି ସମୟରେ ୧୦୮ ଥର ପ୍ରଭୁ ରାମଙ୍କ ନାମ ଜପ କରିବେ । ହନୁମାନ ମହାରାଜ ତତ୍କାଳ ଆପଣଙ୍କର ସବୁ ସମସ୍ଯା ଦୂର କରିବେ । ଆଉ ମନ ଚାହୁଁଥିବା ବରଦାନ ଦେବେ ।

୨- ହନୁମାନ ମହାରାଜଙ୍କୁ ଲବଙ୍ଗ, ଗୁଜୁରାତି ଓ ଗୁଆ ବହୁତ ପସନ୍ଦ ଅଟେ । ଶନିବାର ବ ମଙ୍ଗଳବାର ଦିନ ଏହି ୩ଟି ଜିନିଷକୁ ପ୍ରଭୁ ହନୁମାନଙ୍କୁ ଚଢାଇଲେ ଶୁଭ ହୋଇଥାଏ । ରାଶି ତେଲରେ ଲବଙ୍ଗ ପକାଇ ମଙ୍ଗଳବାରରେ ହନୁମାନଙ୍କ ଆଳତି କରିଲେ ସବୁ ସଙ୍କଟ ଦୂର କରିଥାନ୍ତି ପ୍ରଭୁ ହନୁମାନ ।

୩- ଗରିବୀରୁ ମୁକ୍ତି ପାଇବାକୁ ନଡିଆ ଉପରେ ସିନ୍ଦୁର ଲଗାଇ ନାଲି ସୂତା ବାନ୍ଧନ୍ତି । ଏହା ପରେ ସେହି ନଡିଆକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ । ଆପଣଙ୍କୁ ୧୧ଟି ମଙ୍ଗଳବାର ଏହି ଉପାୟ କରିବାକୁ ହେବ । ଦେଖିବେ ନିଶ୍ଚୟ ଗରିବି ଦୂର ହେବ । ଏହି ନଡିଆକୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗିଲେ ନେଗେଟିଭ ଊର୍ଜା ବା ତନ୍ତ୍ର ମନ୍ତ୍ର ପ୍ରବେଶ ହୁଏ ନାହି ।

୪- ହନୁମାନ ମହରାଜଙ୍କୁ ଗୁଡ ଓ ଚଣା ପ୍ରସାଦ ବହୁତ ପସନ୍ଦ ହୋଇଥାଏ । ଏହା ଦ୍ଵାରା ମଙ୍ଗଳ ଦୋଷ ଦୂର ହୋଇଥାଏ । ଯଦି ଆପଣଙ୍କ ପାଖରେ କିଛି ଚଢାଇବାର କ୍ଷମତା ନାହି ତେବେ ପ୍ରଭୁ ହନୁମାନଙ୍କୁ ଗୁଡ ଓ ଚଣା ଚଢାଇ ଦିଅନ୍ତୁ ।

୫- ଇମର୍ତ୍ତୀ ଭୋଗ ଯାହା ଏକ ମିଠା ଜାତୀୟ ଭୋଗ ଅଟେ । ଏହି ଭୋଗ ଲଗାଇବା ଦ୍ଵାରା ହନୁମାନ ପ୍ରଭୁ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଯାହା ବି ମନୋକାମନା ତାହା ପୂରଣ ହୋଇଥାଏ ।

୬- ହନୁମାନ ପ୍ରଭୁଙ୍କୁ ୩ ପ୍ରକାରର ଲଡୁ ପସନ୍ଦ ଅଟେ । ଯଥା ବୁନ୍ଦି, ବେସନ ଓ ମଲାଇ ମିଶ୍ରି ର ଲଡୁ । ଏଥି ମଧ୍ୟରୁ ବେସନ ଲଡୁ ହନୁମାନ ଜୀ ଙ୍କୁ ଖାସ ପସନ୍ଦ ହୋଇଥାଏ । ଏହା ଦ୍ଵାରା ଭକ୍ତଙ୍କର ସଉ ଇଚ୍ଛା ପୂରଣ ହେବା ସହ ହନୁମାନ ପ୍ରଭୁ ବରଦାନ ଦେଇଥାନ୍ତି । ଏହା ସହ ତୁଳସୀ ପତ୍ର ଚଢାଇବା ଉଚିତ ।

Leave a Reply

Your email address will not be published. Required fields are marked *