ବାଛନ୍ତୁ ଯେ କୌଣସି ଗୋଟିଏ ଚିତ୍ର, ଦେଖିବା ବହୁତ ଜଲ୍ଦି ଭଗବାନ ଆପଣଙ୍କୁ କେଉଁ ଖୁସି ଖବର ଦେବାକୁ ଯାଉଛନ୍ତି ? ( Personality Test )

ବନ୍ଧୁଗଣ ଆଜି ଆପଣଙ୍କ ଆଗରେ ରହିଛି 3ଟି ନମ୍ବର । ସେହି 3ଟି ଚିଠି ର ଚିତ୍ର ମଧ୍ୟ ରୁ ଆପଣଙ୍କୁ ଯେ କୌଣସି ଗୋଟେ ବାଛିବାକୁ ପଡିବ । ତା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଜୀବନରେ ବହତୁ ଜଲ୍ଦି କଣ ହେବାକୁ ଯାଉଛି । ଆପଣ ଏହି 3ଟି ଚିଠି ଚିତ୍ର କୁ ଧ୍ୟାନ ଦେଇ ଦେଖନ୍ତୁ । ଆପଣ ନିଜ ଇଚ୍ଛା ଅନୁସାରେ ଏହାକୁ ଦେଖନ୍ତୁ । ଏହା ଜେନେରାଲ ରିଡିଙ୍ଗ ଅଟେ ।

ଆପଣଙ୍କ ସହ କନେକ୍ଟ ହେବ ସେମିତି କିଛି ମାନେ ନାହି । ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଆପଣ ପ୍ରଥମ କାର୍ଡ ଚୁଜ କରିଥିଲେ ଆପଣଙ୍କ ଜୀବନରେ ପଇସା ଆସିବାକୁ ଯାଉଛି । ଘର ପରିବାରରେ ଖୁଶିର ଆଗମନ ହେବାକୁ ଯାଉଛି । ଆପନା ଙ୍କ ଜୀବନରେ ସେଲିବ୍ରେସନ, ବିବାହ, ଏନଗେଜମେଣ୍ଟ ଦେଖା ଯାଉଛି । ଆପଣଙ୍କୁ ବହୁତ ସାରା ପ୍ରେମ ମିଳିବାକୁ ଯାଉଛି ।

ସଂପୂର୍ଣ୍ଣ ଭାବେ ଆପଣଙ୍କ ଜୀବନରେ ବହୁତ ସାରା ଖୁସି ମିଳିବାକୁ ଯାଉଛି । ଘର ପରିବାରରେ ଯେତେ ବି ଖୁସି ଆପଣ ଚାହୁଁ ଛନ୍ତି ତାହା ବହୁତ ଜଲ୍ଦି ମିଳିବାକୁ ଯାଉଛି ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ କାର୍ଡ କୁ ଚୁଜ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଏମିତି ଜଣେ ପର୍ଶନ ଆସିବେ ଯିଏ ଆପଣଙ୍କ ର ଲାଇଫ ପାର୍ଟନର ହେବେ ୟା ସୁଲ ମେଟ ହେବେ । ଯିଏ ଆପଣଙ୍କ ସ୍ଵପ୍ନ ର ରାଜକୁମାର ହୋଇଥିବେ । କିନ୍ତୁ ସେ ମଣିଷ ଏମିତି ହୋଇଥିବେ ଯାହାଙ୍କୁ ଆପଣ ବୁଝି ପାରିବେ ନାହି । ଆମେ ଯେବେ ଯାହାକୁ ପସନ୍ଦ କରିଥାଉ ତାଙ୍କ ଠାରୁ କିଛି ଆଶା ରଖିଥାଉ । ଯେମିତି ଆମର ଚିନ୍ତାଧାରା ତାଙ୍କୁ ପସନ୍ଦ ଆସୁଥିବ । କିନ୍ତୁ ଆପଣଙ୍କ ପର୍ଶନ ଙ୍କ କ୍ଷେତ୍ରରେ ଏଭଳି କିଛି ଦେଖାଯିବ ନାହି । ସେ ବହୁତ ରାଗି ହୋଇଥିବର ।

3- ତୃତୀୟ ନମ୍ବର : ଆପଣ ଯାହାଙ୍କ ପାଇଁ ତୃତୀୟ କାର୍ଡ ଚୁଜ କରିଥିଲେ ଆପଣ ଟିକେ ସତର୍କ ରୁହନ୍ତୁ । ଆପନା ଖରାପ ସଙ୍ଗତ ରେ ପଡ଼ୁଛନ୍ତି । କାହା ପରେ ଅଧିକ ଆକର୍ଷିତ ହୁଅନ୍ତୁ ନାହି । ଏମିତି କୌଣସି ବ୍ୟକ୍ତି ଙ୍କ ସହ ବନ୍ଧୁତା ରଖନ୍ତୁ ନାହି ଯିଏ ଆପଣଙ୍କ ପାଇଁ ଠିକ ନୁହେଁ । ଏମିତି କିଛି ସଂଗତି ରେ ପଡନ୍ତୁ ନାହି ଯାହା ଦ୍ଵାରା ଆପଣ ଦିନେ ନା ଦିନେ ସମସ୍ୟାରେ ପଡିବେ । ଯଦି ଏମିତି କିଛି କରୁଛନ୍ତି ତାହା ତୁରନ୍ତ ବନ୍ଦ କରନ୍ତୁ । ଏମିତି କିଛି ନାହାଇ ଯାହାର କିଛି ସମାଧାନ ନାହି । ଆପଣଙ୍କ ସହ ଯାହା ଏବେ ହେଉଛି ତାହା ଆଗକୁ ଯାଇ ବହୁତ ସମସ୍ଯା ଆଣିପାରେ । ତେଣୁ ସାବଧାନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *