ବାଛନ୍ତୁ କୌଣସି 1 ନମ୍ବର ଆଉ ଜାଣନ୍ତୁ ପ୍ରେମରେ ସେ ଆପଣଙ୍କୁ କଣ ମେସେଜ ଦେବାକୁ ଚହୁଁଛନ୍ତି- Love Quiz

ନମସ୍କାର ବନ୍ଧୁଗଣ । ଆପଣଙ୍କ ପାଇଁ ଆଜି ତଳେ କେବଳ ଦୁଇଟି ନମ୍ବର ହିଁ ରହିଛି । ନମ୍ବର 1 ଓ ନମ୍ବର 2 । ଏହି ଦୁଇ ନମ୍ବର ମଧ୍ୟରୁ ଆପଣ କୌଣସି ଏକ ବ୍ୟକ୍ତି ଙ୍କୁ ଚିନ୍ତା କରି ଏକ ନମ୍ବର କୁ ଚୟନ କରି ନିଅନ୍ତୁ । ଆପଣ ଚାହିଁଲେ ଦୁଇ ଜଣ ବ୍ୟକ୍ତି ଙ୍କୁ ଚିନ୍ତା କରି ଦୁଇଟି ନମ୍ବର ର ମଧ୍ୟ ଚୟନ କରି ପାରିବେ । ଆଜିର ଏହି ରିଡିଂରେ ଆପଣ ଜାଣି ପାରିବେ କି ସେହି ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଁ କେଉଁ ଭଳି ଭାବନା ରହିଛି ।

କିନ୍ତୁ ବନ୍ଧୁଗଣ ଏଠାରେ ସବୁଥର ପରି ଆମେ ଜଣାଇ ଦେବାକୁ ଚାହିଁବୁ କି ଏହା ଏକ ପ୍ରକାରର ର ଜେନେରାଲ ରିଡିଂ ଅଟେ । ତେଣୁ କିଛି ଟା କ୍ଷେତ୍ରରେ ଏହା କିଛି ଲୋକ ଙ୍କ ସହ କନେକ୍ଟ ହୋଇ ନଥାଏ । ତେଣୁ ଆପଣ ଏହାକୁ ନିଜର ଏନ୍ଟରଟେଣ୍ଟମେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି ।

ତେବେ ବନ୍ଧୁଗଣ ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତି ଙ୍କ ମନର କଥା କୁ ଜାଣିବା ପାଇଁ ନମ୍ବର 1 ର ଚୟନ କରିଥାନ୍ତି, ଜାଣି ରଖନ୍ତୁ କି ସେ ବ୍ୟକ୍ତି ଜଣକ ଙ୍କ ମନରେ ଆପଣ ଙ୍କ ପାଇଁ ଅନେକ ପ୍ରେମ ଓ ବିଶ୍ବାସ ଭରି ହୋଇ ରହିଛି । ସେ କେବେ ମଧ୍ୟ ଆପଣଙ୍କ ମନକୁ କଷ୍ଟ ହେଲା ପରି କୌଣସି କାମ କରିବାକୁ ଇଛା କରି ନଥାନ୍ତି ।

ଏହି ବ୍ୟକ୍ତି ଆପଣ ଙ୍କ ପାଇଁ ସଂପୂର୍ଣ୍ଣ ରୂପରେ ସକାରତ୍ମକ ଉର୍ଜା ରେ ଭରି ହୋଇ ରହିଛନ୍ତି । ସେ ବ୍ୟକ୍ତି ନିଜେ ଜୀବନରେ ଅନେକ କିଛି କରିବାକୁ ଚାହୁଁଛନ୍ତି । ଏହାସହ ତାଙ୍କର ଇଛା କି ଆପଣ ମଧ୍ୟ ଜୀବନ ରେ କିଛି ନିଶ୍ଚୟ କରନ୍ତୁ । ନମ୍ବର 2 କୁ ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତିଙ୍କ ସହ ଆପଣ ଙ୍କର ଏକ ମିତ୍ରତା ଭଳି ସମ୍ପର୍କ ରହିଅଛି । ସେ ବ୍ୟକ୍ତି ସବୁବେଳେ ସବୁ ପରିସ୍ଥିତି ରେ ଆପଣ ଙ୍କର ସାଥ ଦେବେ ।

ଆପଣ ଙ୍କ ମନରେ ତାଙ୍କ ପାଇଁ ଯେଉଁ ଭଳି ଭାବନା ଅଛି ସଂପୂର୍ଣ୍ଣ ରୂପରେ ତାଙ୍କ ମନ ରେ ମଧ୍ୟ ଆପଣ ଙ୍କ ପାଇଁ ସମାନ ଭାବ ରହିଅଛି । ଆପଣଙ୍କୁ ଆପଣ ଙ୍କ ଜୀବନରେ ତାଙ୍କର ଜରୁରତ ରହିଛି । ତାଙ୍କୁ ମଧ୍ୟ ତାଙ୍କ ଜୀବନରେ ଆପଣ ଙ୍କର ଆବଶ୍ୟକତା ରହିଅଛି । ଏହି ସମ୍ପର୍କ ରେ ସମସ୍ନୀ ସ୍ଵାର୍ଥ ମଧ୍ୟ ଲୁଚି ରହିଛି । କିନ୍ତୁ ଏହି ସ୍ଵାର୍ଥ କେବଳ ତାଙ୍କ ଆଡୁ ହିଁ ନୁହେଁ ବରଂ ଆପଣ ଙ୍କ ଆଡୁ ମଧ୍ୟ ରହିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *