ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ହନୁମାନଙ୍କର ତାଙ୍କର ଭକ୍ତ ଉପରେ ଅଶେଷ କରୁଣା ରହିଥାଏ । କାରଣ ପ୍ରତ୍ଯେକ ମନୁଷ୍ୟ ସହିତ ଭଗବାନଙ୍କର ସଂଯୋଗ ରହିଥାଏ । ଯେଉଁ ଲୋକମାନେ ଭଗବାନ ବଜରଙ୍ଗୀ ବଳୀଙ୍କର ଭକ୍ତ ଓ ଏହା ସହିତ ନିତ୍ୟ ଭଗବାନଙ୍କର ନିତ୍ୟ ପୂଜା ଆରାଧନା ସହିତ ହନୁମାନ ଚାଳିଶା ପାଠ କରିଥାନ୍ତି ।
ସେହି ଲୋକଙ୍କର ଜୀବନର ସମସ୍ତ ଦୁଃଖ ବଜରଙ୍ଗୀ ବଳୀ ଲାଘବ କରିଥାନ୍ତି । ତେବେ ଏଠାରେ ଥିବା ଦୁଇଟି ହନୁମାନ ଗଦା ମଧ୍ୟରୁ କୌଣସି ଗୋଟିଏ ଗଦା ବଚି ନିଅନ୍ତୁ ଏବଂ ଜାଣନ୍ତୁ ଭଗବାନ ହନୁମାନ ଆପଣଙ୍କ କେଉଁ ଇଚ୍ଛା ପୂର୍ଣ୍ଣ କରିବାକୁ ଯାଉଛନ୍ତି ।
ନମ୍ବର 1 ଗଦା:- ଯଦି ଆପଣ ପ୍ରଥମ ଗଦା ପସନ୍ଦ କରିଛନ୍ତି ତେବେ ଆପଣଙ୍କର ସବୁ ଇଚ୍ଛା ବହୁତ ଜଲ୍ଦି ପୁରା ହେବ । ସେମିତି କିଛି ସଠିକ ସମୟ ନାହି । ଆପଣ ଜୀବନରେ କରିଥିବା ସଂଘର୍ଷ ର ପରିଣାମ ବହୁତ ଜଲ୍ଦି ଦେଖିବାକୁ ପାଇବେ । ଆପଣଙ୍କ ଅପେକ୍ଷାର ଫଳ ବହୁତ ଜଲ୍ଦି ମିଳିପାରେ । ଏହି ସମୟ କିଛି ଘଣ୍ଟା, ଗୋଟେ ମାସ ବା କିଛି ଦିନ ପରେ ଆପଣଙ୍କର ଇଚ୍ଛା ପୂରଣ ହେବ । ଏଥିପାଇଁ ଆପଣ ପଜେଟିଭ ରୁହନ୍ତୁ । ଆପଣଙ୍କ ମନରେ ସକାରାତ୍ମକ ବିଚାର ଆଣନ୍ତୁ । ଆପଣଙ୍କ ଭାଗ୍ୟ ବହୁତ ଭଲ ରହିଛି । ପ୍ରଭୁ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି ।
ନମ୍ବର 2 ଗଦା:- ଯେଉଁ ମାନେ ଦ୍ୱିତୀୟ ଗଦା ବାଛିଚନ୍ତି । ସେମାନଙ୍କର ଅର୍ଥକୁ ନେଇ ଯଦି ବର୍ତ୍ତମାନ ସମୟରେ କିଛି ଖରାପ ସ୍ଥିତି ଚାଲୁଛି । ତେବେ ଏହି ଅର୍ଥ ସମସ୍ଯା ବହୁତ ଶୀଘ୍ର ଦୂର ହୋଇବ । ଅନ୍ୟର ଦରକାର ସମୟରେ ସାହାଜ୍ଯ କରନ୍ତୁ ।
ନିହାତି ନିଜ ଜୀବନର ସମସ୍ଯାର ସମାଧାନ ହୋଇଯିବ । ଯାହା ପାଇବା ପାଇଁ ମନରେ ଇଛା ରଖିଛନ୍ତି । ପ୍ରଭୁ ହନୁମାନ ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରିବାକୁ ଯାଉଛନ୍ତି । ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର ଗଦା ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।