ବାଛନ୍ତୁ ନିଜ ପସନ୍ଦର 1 ଚିତ୍ର ଓ ଜାଣନ୍ତୁ ଭଗବାନ ଆପଣଙ୍କୁ କଣ ଦିବ୍ୟ ସନ୍ଦେଶ ଦେବାକୁ ଚାହୁଁଛନ୍ତି ( Personality Test )

ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫରେ କିଛି ନା କିଛି ଚେଞ୍ଜ ନିଶ୍ଚୟ କେବେ ନା କେବେ ହେଉଥିବ । ଆପଣ ଯାହା ଭାବିଥାନ୍ତି ତାହାର ଓଲଟା ବି କେବେ କେବେ ହୋଇଥାଏ । କିନ୍ତୁ ବେଳେବେଳେ ଆପଣ ଯାହା ଭାବିଥାନ୍ତି ତାହା ଅଚାନକ ହୋଇଯାଏ । ଯାହା ଆପଣ କେବେ କଳ୍ପନା କରି ନ ଥିବେ । ତେବେ ଆଜିର ଆମର ବିଷୟ ବସ୍ତୁ ରହିଛି ଅଚାନକ ଆପଣଙ୍କ ଜୀବନରେ କଣ ଚେଞ୍ଜ ହେବାକୁ ଯାଉଛି ।

ଏଥିପାଇଁ ଆପଣଙ୍କୁ ବାସ ଏତିକି କରିବାକୁ ହେବ କି ଆମେ ଦେଇଥିବା 3ଟି ଚିତ୍ର ମଧ୍ୟରୁ କୌଣସି ଗୋଟେ ବାକିବାକୁ ପଡିବ । ତା ପରେ ଆପଣ ଜାଣି ପାରିବେ ଆପଣଙ୍କ ଲାଇଫରେ କଣ ଚେଞ୍ଜ ହେବାକୁ ଯାଉଛି । ତେବେ ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣ ବିନା କନଫିୟୁଜ ରେ ନମ୍ବର ବାଛନ୍ତୁ । ଆପଣଙ୍କୁ ଏହି ବିଷୟ ବସ୍ତୁ ଟି ନିଶ୍ଚୟ ଭଲ ଲାଗିବ ଆମେ ଆଶା କରୁଛୁ । ଏବେ ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଲାଇଫରେ ବହୁତ ଜଲ୍ଦି ପରିବର୍ତ୍ତନ ହେବାକୁ ଯାଉଛି । ଘରେ ପରିବାରରେ ଖୁସି ସହ ସେଲିବ୍ରେସନ ହେବାକାଉ ଯାଉଛି । ହୋଇପାରେ ବିବାହ, ଏନଗେଜମେଣ୍ଟ ହୋଇପାରେ । ଆପଣଙ୍କୁ ସଂପୂର୍ଣ୍ଣ ଭାବେ ଖୁସି ମିଳିବାକୁ ଯାଉଛି । ଆପଣ ଘରେ ପରିବାରରେ ବହୁତ ସାରା ଖୁସି ଦେଖିବାକୁ ପାଇବେ ।

2- ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଲାଇଫ ରେ ଏମିତି ଏକ ପର୍ସନ ଆସିବେ ଯିଏ ଆପଣଙ୍କର ଲାଇଫ ପାର୍ଟନର, ସୁଲ ମେଟ ହେବେ । ଯିଏ ଆପଣଙ୍କ ସ୍ଵପ୍ନ ର ମଣିଷ ହୋଇଥିବେ । ସେ ବ୍ୟକ୍ତି ଏମିତି ହୋଇ ପାରନ୍ତି ଯାହାକୁ ଆପଣ ବୁଝି ପାରିବେ ନାହି । ଆମେ ଯାହାକୁ ପସନ୍ଦ କରିଥାଉ ତାଙ୍କୁ ଆମର ସବୁ ଜିନିଷ ପସନ୍ଦ ଆସିବା ଦରକାର ।

ଯେମିତି ଆମର ଚିନ୍ତାଧାରା, କାର୍ଯ୍ୟ କଳାପ ଇତ୍ୟାଦି । କିନ୍ତୁ ଆପଣଙ୍କ ସାଥି ଟିକେ ରାଗି ସ୍ବଭାବରେ ହୋଇଥାନ୍ତି । ତାଙ୍କୁ ମନାଇବା ବା ଖୁସି କରିବା ବହୁତ କଷ୍ଟ ହୋଇପାରେ । କିନ୍ତୁ ସେ ଆପଣଙ୍କ ଲାଇଫରେ ବହୁତ ଜଲ୍ଦି ଆସିବାକୁ ଯାଉଛନ୍ତି ।

3- ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ସତର୍କ ହୋଇ ଜାଣନ୍ତୁ । କାରଣ ଆପଣ ଖରାପ ସଙ୍ଗତ ରେ ପଡ଼ୁଛନ୍ତି । ଯାହା ଆପଣଙ୍କ ସହ ହେଉଛି ତାହା ଆକର୍ଷଣ ଅଟେ । କିନ୍ତୁ ଧ୍ୟାନ ରଖନ୍ତୁ ଆକର୍ଷଣ ଶେଷ ହୋଇଯାଏ ତାହା କେବେ ତିଷ୍ଠି ରୁହେ ନାହି । ଆପଣ ଯାହାଙ୍କ ସହ ବନ୍ଧୁତା ରଖୁଛନ୍ତି ସେ ଆପଣଙ୍କ ପାଇଁ ଭଲ ନୁହେଁ ।

ଏମିତି ଅଭ୍ଯାସ ରେ ପଡନ୍ତୁ ନାହି ଯାହା ଆପଣଙ୍କ ପାଇଁ ଖରାପ ହୋଇପାରେ । ସେ ଅଭ୍ଯାସ ଯେତେ ବଡ ହେଉ ନା କାହିଁଙ୍କି ତାହା ଛାଡିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ସହ ଯାହା ହେଉଛି ତାହା ଆଗକୁ ଯାଇ ଆପଣଙ୍କର କ୍ଷତି କରିପାରେ ।  ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ ନିଶ୍ଚୟ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *