ହୃଦୟରୁ ବାଛନ୍ତୁ ଯେ କୌଣସି 1 ନମ୍ବର ବହି ଓ ଜାଣନ୍ତୁ ଆପଣଙ୍କ ମୃତ୍ୟୁ କେବେ ଓ କେଉଁଠି ହେବ ? ସତ ଶୁଣିବାର ସାହସ ଅଛି ତ ଦେଖନ୍ତୁ… ( Personality Test )

ଦର୍ଶକ ବନ୍ଧୁ ଆମେ ଆମ ପରିବାରକୁ ପୁଣି ଥରେ ଆପଣଙ୍କୁ ସ୍ଵାଗତ କରୁଛୁ । ପୂର୍ବରୁ ଆମେ ଆପଣଙ୍କ ପାଇଁ ଅନେକ ଟାର୍ଟୋ କାର୍ଡ ରିଡିଂ ନେଇ ଆସିଛୁ । ଆଉ ସେଥିରେ ଭିନ୍ନ ଭିନ୍ନ ପ୍ରକାରର ବିଷୟ ବସ୍ତୁ ରହିଥିଲା । କିନ୍ତୁ ଆଜିର ଆମର ବିଷୟ ବସ୍ତୁ କିଛି ଭିନ୍ନ ରହିଛି । ଆଉ ତାହା ହେଉଛି ଆପଣଙ୍କୁ ବଞ୍ଚିବାର ଇଚ୍ଛା ନାହି । ସେଥିପାଇଁ ଆପଣଙ୍କୁ 2ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ନମ୍ବର ବାଛିବାକୁ ହେବ ।

ତା ପରେ ଆପଣ ଜାଣିପାରିବେ କେଉଁ କାରଣ ପାଇଁ ଆପଣ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି । ତେବେ ଆସନ୍ତୁ ଆଲୋଚନା କରିବା । 1- ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ନିସ୍ପତି ନେଇପାରୁ ନାହାନ୍ତି । ସେଥିପାଇଁ ଆପଣଙ୍କ ଇଚ୍ଛା ପୂରଣ ହୋଇପାରୁ ନାହି । ଏମିତି କିଛି ହୋଇ ନାହି ଯାହା ପାଇଁ ଆପଣ ଚାହୁଁ ଛନ୍ତି ନ ବଞ୍ଚିବା ପାଇଁ ।

ଆପଣଙ୍କ ବୟସ ସେତେ ବି ହୋଇ ନାହି ଯାହା ପାଇଁ ଆପଣ ଅନେକ କଥା ବୁଝିପାରୁ ନାହାନ୍ତି । ଆପଣ ଯୁବ ବର୍ଗର ହୋଇପାରନ୍ତି । ଆପଣ ଏବେ ମ୍ଯାଚର ହୋଇ ନାହାନ୍ତି । ହୋଇପାରେ ଆପଣ କାହାକୁ ପ୍ରପୋଜ କରିଲେ କିନ୍ତୁ ସେ ଗ୍ରହଣ କରିଲେ ନାହି । ନଚେତ ଆପଣ ଏମିତି ବ୍ୟକ୍ତିଙ୍କୁ ପସନ୍ଦ କରିଛନ୍ତି ଯାହାଙ୍କର ମ୍ୟାରେଜ ହୋଇସାରିଛି । ଆପଣ ଯାହାକୁ ପସନ୍ଦ କରିଛନ୍ତି ସେ ଆପଣଙ୍କର ଶିକ୍ଷକ ହୋଇପାରନ୍ତି ।

ଆପଣଙ୍କ ବୟସ ଠାରୁ ଅଧିକ ଲୋକଙ୍କୁ ଆପଣ ପସନ୍ଦ କରିଛନ୍ତି । ରିଲେସନସିପ କାରଣରୁ ଆପଣଙ୍କ କ୍ୟାରିୟର ହାତରୁ ଖସି ଯାଇଛି । ଆପଣ ପରିକ୍ଷା ଦେଇଥିଲେ ରେଜଲ୍ଟ କଣ ହେବ ତାକୁ ନେଇ ଚିନ୍ତାରେ ଅଛନ୍ତି । ଆପଣ ମ୍ଯାଚର ନ ହୋଇଥିବାରୁ ଆପଣଙ୍କୁ ଲାଗୁଛି ଜୀବନ ଶେଷ କରି ଦେବା ପାଇଁ ।

2- ଯଦି ଆପଣ ନିଜ ପାଇଁ ଦ୍ଵିତୀୟ ନମ୍ବର ଚୟନ କଇଛନ୍ତି ତେବେ ଆପଣ ଲାଇଫରେ ବହୁତ ଚିନ୍ତାରେ ଅଛନ୍ତି । ମାନସିକ ଚାପ ରହିଛି । କ୍ୟାରିୟରରେ କିଛି କରିପାରୁ ନାହି । ଇନକମର କିଛି ସାଧନ ଦେଖାଜୁ ନାହି । କାରୋବାର ଆପଣ ଆରମ୍ଭ କରିଛନ୍ତି ତାହା ଠିକ ଚାଲିଛି । ତଥାପି ଆପଣ ଚିନ୍ତାରେ ରହୁଛନ୍ତି । କାରଣ ଯେମିତି ଆପଣ ନିଜ କ୍ଯାରିୟରକୁ ନେଇ ଭାବିଥିଲେ ସେମିତି କରିପାରୁ ନାହାନ୍ତି ।

ଆପଣ ନିଜକୁ ଗୋଟେ ଜାଗାରେ ଥିବାର ଅନୁଭବ କରୁଛନ୍ତି । ଏହାର କାରଣ ଆପଣଙ୍କ ରିଲେସନସିପ । ଲୋକେ ଆପଣଙ୍କୁ ଭଲ ଖରାପ କରୁଛନ୍ତି । ଲୋକେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି । ଆପଣ ଧ୍ୟାନ ଦେଉ ନାହାନ୍ତି କିନ୍ତୁ ଲୋକେ ଆପଣଙ୍କୁ କହୁଛନ୍ତି । ଆପଣ ଚାହୁଁ ଛନ୍ତି ରିଲେସନସିପ ଚେଞ୍ଜ ହୋଇଯାଉ । କିଛି ଲୋକଙ୍କର ମ୍ୟାରେଜ ହୋଇସାରିଛି ଆଉ କିଛି ଲୋକଙ୍କର ହୋଇ ନାହି ।

ପରିବାର ବିପକ୍ଷରେ ରହିଛି । ହୋଇପାରେ ଆପାଙ୍କର ବିବାହ ହୋଇଛି କିନ୍ତୁ ଡିଭୋର୍ସ ପାଇଁ କଥା ଚାଲିଛି । ସେଥିପାଇଁ ଆପଣ ବଞ୍ଚିବାର ଆଶା ଛାଡି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *