ବାଛନ୍ତୁ ଯେ କୌଣସି ଗୋଟିଏ ଘୋଡା, ଦେଖିବା ଆପଣଙ୍କ ଭାଗ୍ୟରେ କଣ ଅଛି ? ଯାହା କେହି ବି ଛଡେଇ ନେଇ ପାରିବେ ନାହିଁ ( Personality Test )

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ନିଜ ଜୀବନରେ ଖୁସିକୁ ନେଇ ଅନେକ ପ୍ରଶ୍ନ ମନରେ ଆସୁଥିବ । ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ତାହା ଜାଣିବା ପାଇଁ ଅନେକ ଲୋକ ଜ୍ଯୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି । କିନ୍ତୁ ଆପଣ ମାନେ ଟାର୍ଟୋ ରିଡିଙ୍ଗ ଦ୍ଵାରା ଏହା ଜାଣି ପାରିବେ ଖୁବ ସହଜରେ । ତେବେ ଆପଣଙ୍କୁ କେଉଁ ଖୁସି ଖବର ମିଳିବାକୁ ଯାଉଛି ଓ ଭାଗ୍ୟରେ କଣ ଲେଖା ଅଛି । ତାହା ଜାଣିବା ପାଇଁ 2ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣଙ୍କ ଆଗରେ ରହିଛି 2ଟି ନମ୍ବର ଯଥା 111 ଓ 555 । ତେବେ ଆପଣ ବାଛି ନେଲେ । ଏବେ ଆସନ୍ତୁ ଜାଣିବା ଜବାବ ।

1- ଯଦି ଆପଣ 111 ନମ୍ବର ଚୁଜ କରିଛନ୍ତି ତେବେ ଆଣ ବହୁତ କଞ୍ଜୁସ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଯେବେ ଯାହା ଭବିଥାନ୍ତି ତାହା ଠିକ ଭାବେ ହୋଇପାରେ ନାହି । ଆପଣଙ୍କ ସମୟ ଅନୁଯାୟୀ ଅଗାକୁ ଆଗକୁ ବଢିବା ସହ ସବୁ କିଛି ବୁଝି ପାରିବେ । ଯଦି ଆପଣ କମ ବୟସର ହୋଇଥାନ୍ତି ତେବେ ଯାହା ଚାହୁଁ ଛନ୍ତି ତାହା ନିଶ୍ଚୟ ମିଳିବ । କିନ୍ତୁ ଆପଣଙ୍କୁ ସମୟର ଅପେକ୍ଷା କରିବାକୁ ହେବ ।

ଯଦି ଆପଣ ପାଇବାକୁ ଚାହୁଁ ଛନ୍ତି ତେବେ ଏବେ ଠାରୁ ମେହନତ କରିବାକୁ ହେବ । ଯଦି ଆପଣ 18 ବର୍ଷ ରୁ ଅଧିକ ବୟସର ହୋଇଥାନ୍ତି ତେବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । କିନ୍ତୁ ଏତେଟା ନୁହେଁ ଯାହା ଆପଣ ଭାବୁଥିଲେ । ଆପଣଙ୍କର ଲଭ ପାର୍ଟନର ବହୁତ ଭଲ ହୋଇଥିବେ । ଆପଣ ଦୁହିଙ୍କର ସମ୍ପର୍କ ମଜବୁତ ହୋଇଥିବ । ଆପଣ ତାଙ୍କୁ ଅପେକ୍ଷା କରିବେ । ଆପଣଙ୍କ ମ୍ୟାରେଜ ବହୁତ ଡେରି ରେ ହୋଇପାରେ । ଆପଣ ଯେମିତି ଇମାଜିନ କରିଥିବେ ସେମିତି ମିଳିବାକୁ ସମୟ ଲାଗିପାରେ । ଆପଣଙ୍କ ପର୍ଶନ ସବୁ କିଛି ହେବେ ଆପଣଙ୍କ ପାଇଁ । ପାରିବାରିକ ଜୀବନ ବହତ ଭଲ ରହିବ ।

2- ଯଦି ଆପଣ 555 ନମ୍ବର ଚୟନ କରିଛନ୍ତି ତେବେ ଆପଣ ବହୁତ ଭଲ ମଣିଷ ଅଟନ୍ତି । ଆପଣଙ୍କ ପାରିବାରିକ ଜୀବନ ଏତେ ଭଲ ନୁହେଁ । ଘର ଲୋକଙ୍କ ଠାରୁ ଆପଣଙ୍କୁ ସମ୍ମାନ ମିଳେ ନାହି । ରିଲେସନ ବହୁତ ଭଲ ରହିବ କିନ୍ତୁ ଆପଣଙ୍କ ସହ କଣ ହେଉଛି ତାହା ଜାଣିପାରନ୍ତି ନାହି । ଆପଣଙ୍କ ଭାଗ୍ୟରେ ଅଛି କି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କର କଦର କରିବେ ନାହି ।

କିନ୍ତୁ କଥାରେ ଅଛି ଯେବେ ଭାଗ୍ୟରେ ଯାହା ମିଳିବାର ଥାଏ ତାହା ମିଳିବ । ଠିକ ସେମିତି ଆପଣଙ୍କୁ ଭଲ ସାଥିଟିଏ ମିଳିବ । ଆପଣଙ୍କ ସାଥି ଆପଣଙ୍କୁ ଛାଡିକି ଯାଇପାରନ୍ତି ବିନା କାରଣରେ । ଆପଣଙ୍କୁ ପରିବାରରେ ବଡ ଦାୟିତ୍ଵ ମିଳିପାରେ । ଆପଣ ବହୁତ ଜଲ୍ଦି ଆଟ୍ରାକ୍ଟ ହୋଇଥାନ୍ତି । ଯଦି ଆପଣ ପରିବାରକୁ ନିଜ କ୍ୟାରିୟର ଠାରୁ ଦୂରେଇ ରଖିବେ ତେବେ ବହୁତ କିଛି ପାଇବେ । ଆପଣ ନିଶ୍ଚୟ ସଫଳତା ପାଇବେ । ଆପଣଙ୍କ କ୍ଯାରିୟର ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *