ଅର୍ଚ୍ଚିତାଙ୍କୁ ଚାପୁଡା – ବାହାଘର ପରେ ରାଗିଜାଇ Sabyasachi କରିଦେଲେ ଏମିତି, ସତ କଥା ଶୁଣି ଆପଣ ବି ଚମକି ପଡିବେ

ଆପଣ ସବ୍ୟସଚ୍ଚି ଙ୍କୁ ଜାଣି ଥିବେ ସେ ହେଉଛନ୍ତି ଓଲିଉଡ ର ଏକ ଚର୍ଚ୍ଚିତ ଅଭିନେତା ଅଟନ୍ତି । ତାଙ୍କ ବିବାହ ନିକଟରେ ଅର୍ଚ୍ଚିତା ଙ୍କୁ ସେ ବିବାହ କରି ଛନ୍ତି ଉଭୟ ଖୁବ ଖୁଶି ରେ ଅଛନ୍ତି ଏବେ କିଛି ଦିନ ତଳେ ଆମେ ତାଙ୍କ ବିବାହର 1 ବର୍ଷ ପାଳନ କରିଥିବାର ଦେଖିଥିଲୁ । ଅର୍ଚ୍ଚିତା ନିଜ ଶାଶୁ ଘରେ ଖୁବ ଭଲ ରେ ଅଛନ୍ତି ସେ ମିସ ଇଣ୍ଡିଆ ର ରନର ଅପ ମଧ୍ୟ ଅଛନ୍ତି । ମାତ୍ର କେହି ଭାବି ନଥିଲେ କି ସେ ସବ୍ୟ ଶଚୀ ଙ୍କୁ ବିବାହ କରିବେ ବୋଲି ।

ତେବେ ଉଭୟ ରାଜସ୍ଥାନ ରେ ବିବାହ କରିଥିଲେ । ସେ ଯାହାଭି ହେଉ ଆମେ ତାଙ୍କୁ ଏବେ ଖୁବ ଭଲ ରେ ଓ ଖୁଶିରେ ଥିବାର ଦେଖୁଛେ ଆଜି ଆମେ ଏକ ଭିଡୋ ଦେଖାଉଛୁ ଆପଣଙ୍କୁ ଯେଉଁ ଥିରେ ସବ୍ୟସଚ୍ଚି କହି ଛନ୍ତି କିଛି ଏହି ଭଳି କଥା ଯାହା ଆପଣଙ୍କୁ ହସାଇବା ମଧ୍ୟ ଓ ଆଶ୍ଚର୍ଯ୍ୟ ମଧ୍ୟ କରିଦେବ । ସବ୍ୟସଚ୍ଚି ପ୍ରଥମ ବିବାହ ଅନେକ ସମୟ ଧରି ଚାଲି ନଥିଲା ଏହା ପାଇଁ ସେ ବହୁତ ଚୁପ ଚାପ ଥିଲେ ସେ ଅଧିକା ସୋସିଆଲ ମିଡିଆରେ ନିଜକୁ ଦେଖାଇବା ପାଇଁ ଭଲ ପାନ୍ତି ନି । ସେ ଜଣେ ସମାଜ ସେବକ ମଧ୍ୟ ।

ଅର୍ଚ୍ଚିତା ଙ୍କୁ ବିବାହ କରିବା ଆଗରୁ ସେ କହିଥିଲେ କି ସେ ଅର୍ଚ୍ଚିତା ଙ୍କ ସହ ନିଜ ସମାଜ ସେବାକୁ ମଧ୍ୟ ସେତିକି ଧ୍ୟାନ ଦେବେ ଯେତିକି ଦେବା କଥା । ଅର୍ଚ୍ଚିତା ଆଗ ସବ୍ୟ ସଚ୍ଚି ଙ୍କୁ ପ୍ରପୋଜ କରିବାର ଜଣା ପଡିଥିଲା । ସବ୍ୟସଚ୍ଚି ଜଣେ ଇଞ୍ଜିନିୟର ମଧ୍ୟ ଅଟନ୍ତି । ସେ କଳା କ୍ଷେତ୍ରାରେ ନିଜକୁ ଖୁବ ଭଲ ଭାବେ ଉପସ୍ଥାପନା କର ପାରିବ ଅପରେ ଆଉଆ ପଛକୁ ହଟି ନାହାନ୍ତି ସବୁ ଆଗ ଧାଡିର ହିରୋଇନ ଙ୍କ ସହ ସେ କାମ କରି ସାରିଛନ୍ତି । କିନ୍ତୁ କାହା ସହ ତାଙ୍କ ନାମ ଯୋଡା ହୋଇକି ଚର୍ଚ୍ଚା ରେ ଆସିନୀ ।

ଏବେ ସବ୍ୟ ଅର୍ଚ୍ଚିତା ଙ୍କ ସହ ଖୁବ ସୁନ୍ଦର ଜୀବନ ବିତାଉଛନ୍ତି । ସବ୍ୟସଚ୍ଚି ଯେତେବେଳେ ଅଭିମାନ ନାମକ ଏକ ଚଳଚିତ୍ର କରୁଥିଲେ ସେହି ଜାଗରେ ଏକ ସିନ ଥିଲା ଯେଉଁ ଥିରେ ସେ ଅର୍ଚ୍ଚିତା ଙ୍କୁ ଜୋର ରେ ଥାପଡ ମାରିବେ । ସବ୍ୟ ସତରେ ଅଭୁତ ଜୋର ରେ ମାଡ ମାରି ଦେଲେ ଏହି ସିନ ରେ ଏହା ପରେ ସେ କହିଛନ୍ତି ।

କି ମୋର କିସ୍ସ ସିନ ଥିବା ବେଳେ ମୁ ଯେତିକି ଖୁଶି ନଥାଏ ଥାପଡ ସିନ ଥିବା ବେଳେ ମତେ ଆହୁରି ଅଧିକା ଭଲ ଲାଗେ ମୁ ସେଇ ପାଇ ଘରୁ ଅନେକ ବାର ପ୍ରାକ୍ଟିସ କରିକି ଯାଇ ଥାଏ  । ଏହା ଶୁଣୁଥିବା ଦର୍ଶକ ମାନେ କିଛି ଏହାକୁ ଥାତାରେ ନେଇଛନ୍ତି ଟ ଆଉ କିଛି ଜଣ ସିରିୟାସ ରେ । ସବ୍ୟସଚ୍ଚି କହିଛନ୍ତି କି କିସ କେହିଭି ଭୁଲି ଯାଇ ପରେ ମାତ୍ର ଥାପଡ କେହି ଭୁଲି ପରିବେନି । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *