ନମସ୍କାର ବନ୍ଧୁଗଣ ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟି ର କର୍ତ୍ତା ବୋଲି କୁହାଯାଏ । ଶନିଦେବ ଯେତେବଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ସେ ନିଜର ଅପାର କୃପା ବର୍ଷାଇଥାନ୍ତି । ଭଗବାନ ଶନିଦେବ ମଧ୍ୟ ସ୍ଵଭାବରେ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ସହଜ ହୋଇଥାଏ । ଶନିଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଲାମାଲ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ।
ତେବେ ଶନିଦେବଙ୍କ କୃପାରୁ ଦୁଖର ଦିନ ଶେଷ ହୋଇ ଅପାନଙ୍କର ଭଲ ସମୟର ଆଗମନ ହେବାକୁ ଯାଉଛି । ଟଙ୍କା ପଇସାର ଅଭାବ ଆଉ ରହିବ ନାହି । ଶନିଦେବଙ୍କ କୃପାରୁ ଆପଣଙ୍କର ଅଧୁରା ବା ବିଗିଡି ଯାଇଥିବା କାମ ସବୁ ଚାଲିବାରେ ଲାଗିବ । ଆପଣଙ୍କର ଜୀବନରେ ଆଗକୁ ଆସୁଥିବା ଅସୁବିଧା ଦୂର ହେବ । ଆପଣଙ୍କୁ ଏବେ ପ୍ରତେକ କାମରେ ସଫଳତା ମିଳିବ ।
ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଦୂର ରେ ରହିବେ । ସମାଜରେ ମାନ ସମାନ ଦେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଆଗକୁ ଆଗକୁ ବଢିବାରେ ଲାଗିବ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ । କାର୍ଯ୍ୟ କ୍ଷେତ୍ର ରେ ବଡ ସଫଳତା ମିଳିବାକୁ ଯାଉଛି । ଲୋକ ମାନେ ଆପଣଙ୍କୁ ସବୁ କଥା ପଚାରି କାମ କରିବେ ।
ତେବେ ଘର ପରିବାରରେ ଆପଣଙ୍କର ଖର୍ଚ୍ଚ କମ ହେବ ଓ ଦିନକୁ ଦିନ ରୋଜଗାର ମଧ୍ୟ ବଢିବାରେ ଲାଗିବ । ଆପଣଙ୍କ ମନରେ ଆତ୍ମବିଶ୍ଵାସ ଓ ଉଶ୍ଚାହ ବୃଦ୍ଧି ହେବ । ପ୍ରେମ ସମ୍ପର୍କ ଆପଣଙ୍କର ମଧୁର ରହିବ । ସମାଜ ପାଇଁ ଶୁଭ କାମ କରିବାର ଅବସର ମିଳିବାକୁ ଯାଉଛି । ଆପଣଙ୍କର ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହେବ ସହ ଆପଣଙ୍କୁ ନୂଆ ଦାୟିତ୍ଵ ଭାର ମିଳିପାରେ ।
ଅଟକି ରହିଥିବା ତାଙ୍କ ଆପଣ ଫେରି ପାଇବେ । ଆପଣଙ୍କ ଜୀବନରେ ଦୀର୍ଘ ଦିନରୁ ଯେଉଁ ସମସ୍ଯା ମାନ ଲାଗି ରହିଥିଲା ତାହାର ଅନ୍ତ ଘଟିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ମହିଳା ମାନେ ଧର୍ମ କର୍ମ ରେ ବ୍ୟସ୍ତ ରହିବେ । ମିତ୍ର ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ ।
ଜୀବନ ସାଥି ଙ୍କ ଠାରୁ ଆପଣ ଆର୍ଥିକ ସାହାଜ୍ଯ ପାଇବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଶନିଦେବ ଙ୍କ କୃପାରୁ ଯେଉଁ ରାଶି ଗୁଡିକର ଆଗାମୀ ସମୟ ଖୁସି ପୂର୍ଣ୍ଣ ହେବାକୁ ଯାଉଛି ଓ ଯେଉଁ ମାନଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି ସେଗୁଡିକ ହେଉଛି – କୁମ୍ଭ ରାଶି,ମିଥୁନ ରାଶି, କର୍କଟ ରାଶି,ସିଂହ ରାଶି,ବୃଷ ରାଶି ଏବଂ ତୁଳା ରାଶି ।