Malika Bachan- ସବୁ ଭବିଷ୍ୟବାଣୀ ହେଉଛି ସତ, ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ମାଳିକା ବଚନ ଦେଲା ବଡ ସଂକେତ, ବାଜିଲାଣି କାଳଘଣ୍ଟି କେହି ବଞ୍ଚିବେନି !

ବନ୍ଧୁଗଣ ପୁଣି ଖୁଲାସା ମାଲିକ ସମ୍ପର୍କ ରେ କଣ ଖୁଲାସା  ହେଇଚି ଏହା ସମ୍ପର୍କ ରେ ଆସନ୍ତୁ ଜାଣିବା । ପୁରୀ ଶ୍ରୀମନ୍ଦିର ରୁ ନେଇ ମିଳିଥିବା ସଂକେତ ରୁ 10 ଗୋଟି ସଂକେତ ମିଳିସାରିଛି । କଣ ରହିଛି ଚାଲନ୍ତୁ ତାହା ସମ୍ପର୍କ ରେ ବର୍ଣ୍ଣନ କରିବା,ଶ୍ରୀ ଜଗନ୍ନାଥ ମନ୍ଦିର ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଅନୁସାରେ ଘଟି ଚାଲିଛି ବାରମ୍ବାର ଅଘଟଣ । ଆଉ ମିଲୁଛି ବାରମ୍ବାର ନକାରାତ୍ମକ ସଂକେତ । ଯେବେ ଏହିପରି ସଂକେତ ମିଳିଥାଏ ତ ଜଣ ଯାଏ ପୃଥିବୀ ରେ କୌଣସି ନା କୌଣସି ଜାଗାରେ ଏକ ଅଘଟଣ ଘଟିବାର ଅଛି ।

ତେବେ କଣ କନା ଘଟଣା ଘଟିଛି ଏବଂ ଆଗକୁ କଣ ଘଟିବ ତାହା ସମ୍ପର୍କ ରେ ବର୍ଣ୍ଣନା କରିବା । କଳିଯୁଗ ଶେଷ ହେବାର ପ୍ରଥମ ସଂକେତ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରେ ପଥର ପଡ଼ିବ । ଯାହା ଲେଖା ଯାଇଥିଲା ମାଲିକ ରେ ତାହା ମଧ୍ୟ ସତ୍ୟ ହେବାକୁ ଯାଉଛି । ବାରମ୍ବାର ଖସୁଛି ପଥର । ଦୂତୀୟ ସଂକେତ ଟି ହେଉଛି ଜଗନ୍ନାଥ ଙ୍କ ଅସମ୍ମାନ ହେବା,ପଣ୍ଡା ମାନ ଙ୍କ ମଧ୍ୟ ରେ ଲାଗିବ ଝଗଡ଼ା ।

ଆପଣ ମାନ ଙ୍କୁ ଜଣ ଥିବା ଯେ ନବକଳେବର ସମୟ ରେ ପୂଜାରୀ ମାନ ଙ୍କ ମଧ୍ୟ ରେ ଝଗଡ଼ା ହୋଇଥିଲା । ତୃତୀୟ ସଂକେତ ଟି ହେଉଛି ଭଗବାନ ଙ୍କ ମନ୍ଦିର ରେ ଭାଙ୍ଗିବା କଳ୍ପ ବାଟ ବୃକ୍ଷ ଯାହା କି ଫାନି ବାତ୍ୟା ରେ ଭାଙ୍ଗିଥିଲା । ଚତୁର୍ଥ ସଂକେତ ହେଉଛି ଶ୍ରୀ ମନ୍ଦିର ଉପରୁ ଖସିବା ବାରମ୍ବାର ପତାକା ଯାହାକି ବାରମ୍ବାର ଘଟିବା ରେ ଲାଗିଚି । ପଞ୍ଚମ ସଂକେତ ତୋ ହେଉଛି ନୀଳଚକ୍ର ବକ୍ର ହେବ 2020 ମସିହା ରେ ଯେଉଁ ତୋଫାନ ଆସିଥିଲା ସେଥିରେ ନୀଳଚକ୍ର ବକ୍ର ହେବ ର ଦେଖା ଯାଇଥିଲା ।

ଷଷ୍ଠ ସଂକେତ ପତିତ ପାବନ ବାନା ରେ ନୂଆ ଲାଗିବ,ଯାହାକି ଘଟିଥିଲା 19 ମାର୍ଚ୍ଚ 2020 । ସପ୍ତମ ସଂକେତ ଟି ହେଉଛି ରତ୍ନ ସିଂହାସନ ରେ ରକ୍ତ ଛିଟା ପଡ଼ିବ ଆଉ ଯାହା ବାରମ୍ବାର ଘଟୁଛି ମଧ୍ୟ । ଆଗକୁ ମଧ୍ୟ ବଡ଼ ତଥ୍ୟ ଦିଆ ଯାଉଚି ପୁରୀ ବଡ଼ ଦଣ୍ଡ ରେ ପଡ଼ିବ ରକ୍ତ କଣିକା, ଏବେ ଏହି ବିଷୟ ରେ ଜାଣିବାକୁ ମିଳୁଚି । ଅଷ୍ଟମ ସଙ୍କେତ ଟି ହେଉଛି ପୁରୀ ଶ୍ରୀ ମନ୍ଦିର ଉପରେ ବସିବେ ନକାରାତ୍ମକ ବା ଦୁଷ୍ଟ ପକ୍ଷୀ । ଯାହା ଏବେ ଲୋକ ଲୋଚନ ରେ ଦେଖିବାକୁ ମିଳୁଚି ।

ବଜ ପକ୍ଷୀ ବସିବାର ଦୃଶ୍ୟ ଏବଂ ମାଟିଆ ଚିଲ ପକ୍ଷୀ ଉଡ଼ିବର ଦୃଶ୍ୟ ମାନ ହୋଇଚି । ଯାହା ହେଉଛି ଅଶୁଭ ସଂକେତ । ଏହାପରେ ପଣ୍ଡା ମାନ ଙ୍କ ଭିତରେ ହେବ ଝଗଡ଼ା କୌଣସି ବ୍ୟକ୍ତି ବା ପଣ୍ଡା ମାନ ଙ୍କ ମଧ୍ୟ ରୁ ଗଡିବ ଜଣ ଙ୍କ ମୁଣ୍ଡ । ଜଣେ ହେବ ଆହତ ବା ମୃତ । ଏହା ହେଉଛି ବଡ଼ ଖୁଲାସ । ମାଲିକ ର ଅନୁସାରେ ବାଇଶି ପାହାଚ ରେ ଖେଳିବ ମୀନ ଯାହା ଆଗକୁ ସତ୍ୟ ହେବାକୁ ଯାଉଚି ।

ଶ୍ରୀମନ୍ଦିର ବୁଡ଼ିବାକୁ ଯାଉଚି ଶ୍ରୀମନ୍ଦିର ବୁଡ଼ିଲେ ପୁନଶ୍ଚ ପୁରୀ ବୁଡ଼ିଯିବ ବା ଧ୍ଵଂସ ଘଟିବ ବୋଲି ଆଶା କାର ଯାଉଚି । ଏହା ଖୁବ୍ ଶୀଘ୍ର ଘଟିବକୁ ଯାଉଚି । କଳ୍ପ ବଟ ବୃକ୍ଷ କୁ ହାନି ଦିଆଯିବ ବୋଲି ମଧ୍ୟ ଲିପିବଦ୍ଧ ରହି ଯାଇଛି ମାଳିକା ରେ । ମାଳିକା ହେଉଛି ସର୍ବଦା ସତ୍ୟ ମାଲିକ ଅନୁସାରେ ଦେଖିବାକୁ ମିଳିବ ଏହିଭଳି ଅଘଟଣ । ଏବଂ ପୁରୀ ରେ ଘଟିବ ଏହି ଅଘଟଣ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *