ବାଛନ୍ତୁ ନିଜ ପ୍ରିୟ ଭଗବାନ ଓ ଜାଣନ୍ତୁ କେଉଁ ଉପହାର ଦେଇଛନ୍ତି ସେ ଆପଣଙ୍କୁ, କଣ ଲେଖା ଅଛି ଆପଣଙ୍କ ଭାଗ୍ୟ ( Personality Test )

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଏକ ସୁଖମୟ ଜୀବନ ଯାପନ କରିବାକୁ ଇଚ୍ଛା କରିଥାଏ । କିନ୍ତୁ ଯେ ପର୍ଯ୍ୟନ୍ତ ବ୍ୟକ୍ତି ଉପରେ ଭଗବାନ ଙ୍କ କୃପା ନ ରହିଛି ସେ ପର୍ଯ୍ୟନ୍ତ ବ୍ୟକ୍ତିର ଜୀବନରେ ଥିବା ସମସ୍ୟା ଦୁର ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏଠାରେ ତିନୋଟି ଭଗବାନ ଙ୍କ ଚିତ୍ର ନେଇ ଆସିଛୁ ଏଥି ମଧ୍ୟରୁ ନିଜ ପସନ୍ଦର କୌଣସି ଗୋଟିଏ ଭଗବାନ ଙ୍କ ଚିତ୍ରକୁ ବାଛନ୍ତୁ ଏହା ଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କ ଭଗବାନ କେଉଁ ଖୁସି ଖବର ଦେବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ଗଣେଶ ଭଗବାନ:- ଯଦି ଆପଣ ପ୍ରଭୁ ଶ୍ରୀ ଗଣେଶ ଙ୍କୁ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ କେବେ ମଧ୍ୟ କାହାର ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ନିଜ ଜୀବନରେ ଖୁସିରେ ରହିବାକୁ ଚାହିଁଥାନ୍ତି । ଆପଣଙ୍କୁ ସମସ୍ତେ ବହୁତ ସ୍ନେହ ଓ ଭଲପାଇବା ଦେଇଥାନ୍ତି । ଆପଣଙ୍କ ଭାଗ୍ୟ ଆପଣଙ୍କର ପ୍ରତିଟି କାର୍ଯ୍ୟରେ ସାଥ ଦେଇଥାଏ । ଆପଣଙ୍କ ଉପରେ ଭଗବାନ ଖୁବ କୃପା ବର୍ଷା କରିଥାନ୍ତି । ଆପଣ ନିଜ ଜୀବନରେ ବହୁତ ଆଗକୁ ବଢ଼ିବେ ।

ପ୍ରଭୁ ମହାଦେବ:- ଯଦି ଆପଣ ପ୍ରଭୁ ମହାଦେବ ଙ୍କ ଚିତ୍ର କୁ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । କିନ୍ତୁ ଆପଣ ନିଜ କଥା କୁ ସବୁବେଳେ ଲୁଚେଇ ରଖି ଥାଆନ୍ତି | ଏମାନେ ନିଜ ଭିତରେ ସବୁବେଳେ ସକାରାତ୍ମକ ଭାବନା ଆଣି ଥାଆନ୍ତି ଏବଂ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରି ଥାଆନ୍ତି । ଆପଣ ସବୁବେଳେ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି । ଭଗବାନ ଙ୍କୁ ଆପଣ ସବୁବେଳେ ଆରାଧନା କରିଥାନ୍ତି ଯାହାର ଶୁଭ ଫଳ ମଧ୍ୟ ଆପଣଙ୍କୁ ମିଳିଥାଏ ।

ପ୍ରଭୁ ଶନିଦେବ:- ଯଦି ଆପଣ ପ୍ରଭୁ ଶନିଦେବ ଙ୍କ ଚିତ୍ରକୁ ବାଛିଛନ୍ତି ତେବେ ଆପଣ ଏପରି ବ୍ୟକ୍ତି ଅଟନ୍ତି ଯିଏ ସବୁବେଳେ ଅନ୍ୟର ସୁଖ ପାଇଁ ନିଜ ସୁଖକୁ ତ୍ୟାଗ କରିଥାଏ । ଆପଣ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଆପଣ ବହୁତ ସରଳ ବ୍ୟକ୍ତି ଅଟନ୍ତି । ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ବ୍ୟକ୍ତିର କର୍ମ ଅନୁସାରେ ବ୍ୟକ୍ତିକୁ ଫଳ ଦେଇଥାନ୍ତି ତେବେ ଆପଣଙ୍କୁ ମଧ୍ୟ ଆପଣଙ୍କ ଭଲ କର୍ମର ଫଳ ମିଳିବ । ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି । ତେବେ ବନ୍ଧୁଗଣ ଆପଣ କେଉଁ ଭଗବାନ ଙ୍କୁ ପସନ୍ଦ କରିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *